ସିଏଏ ମୁସଲମାନଙ୍କୁ ଅଡ଼ୁଆରେ ପକାଇବନି: ରଜନୀକାନ୍ତ

ଚେନ୍ନାଇ: କେନ୍ଦ୍ରର ନାଗରିକତା ସଂଶୋଧନ ଆଇନ ମୁସଲମାନ ବିରୋଧୀ ବୋଲି ଦାବି କରୁଥିବା ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଏହା ମୁସଲମାନ ବିରୋଧୀ ଆଇନ ନୁହେଁ। ଯଦି କେବେ ବି ଏହି ଆଇନ ମୁସଲମାନଙ୍କୁ କ୍ଷତି ପହଞ୍ଚାଇବ ତା’ହେଲେ ମୁଁ ପ୍ରଥମେ ଆଗକୁ ଆସିବି ବୋଲି ରଜନୀକାନ୍ତ କହିଛନ୍ତି। ଏମିତିକି ଏନପିଆର (ଜାତୀୟ ଜନଗଣନା ପଞ୍ଜିକରଣ) ଦେଶ ପାଇଁ ଜରୁରୀ ରହିଛି ବୋଲି ଏହି ସାଉଥ ସୁପରଷ୍ଟାର କହିଛନ୍ତି। ରଜନୀକାନ୍ତ ରାଜନୀତିରେ ପାଦ ଥାପିବେ […]

rajnikant

rajnikant

Subhransu Sekhar
  • Published: Wednesday, 05 February 2020
  • Updated: 05 February 2020, 12:38 PM IST

Sports

Latest News

ଚେନ୍ନାଇ: କେନ୍ଦ୍ରର ନାଗରିକତା ସଂଶୋଧନ ଆଇନ ମୁସଲମାନ ବିରୋଧୀ ବୋଲି ଦାବି କରୁଥିବା ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଏହା ମୁସଲମାନ ବିରୋଧୀ ଆଇନ ନୁହେଁ। ଯଦି କେବେ ବି ଏହି ଆଇନ ମୁସଲମାନଙ୍କୁ କ୍ଷତି ପହଞ୍ଚାଇବ ତା’ହେଲେ ମୁଁ ପ୍ରଥମେ ଆଗକୁ ଆସିବି ବୋଲି ରଜନୀକାନ୍ତ କହିଛନ୍ତି। ଏମିତିକି ଏନପିଆର (ଜାତୀୟ ଜନଗଣନା ପଞ୍ଜିକରଣ) ଦେଶ ପାଇଁ ଜରୁରୀ ରହିଛି ବୋଲି ଏହି ସାଉଥ ସୁପରଷ୍ଟାର କହିଛନ୍ତି।

ରଜନୀକାନ୍ତ ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି। ଏଯାଏ କିନ୍ତୁ ନିଜ ରାଜନୀତିକୁ ନେଇ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଆଗାମୀ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ରହିଛି। ଏହି ଅବସରରେ ନିଜର ସମର୍ଥକ ଏବଂ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିବାକୁ ଯାଇ ରଜନୀକାନ୍ତ କହିଛନ୍ତି, ଯଦି ଆନ୍ଦୋଳନ କରିବା ପାଇଁ କୌଣସି ପ୍ରସଙ୍ଗରେ ଚାହୁଁଛ, ତାହେଲେ ପ୍ରଥମେ ନିଜର ପ୍ରଫେସରଙ୍କ ସହ ଆଲୋଚନା କରି ଆନ୍ଦୋଳନ କର। ହିଂସା ଏବଂ ଦଙ୍ଗା କେବେ କୌଣସି ପ୍ରସଙ୍ଗର ସମାଧାନର ସୂତ୍ର ନୁହେଁ। ଜାତୀୟ ସୁରକ୍ଷା ଏବଂ ଅଖଣ୍ଡତା ଲକ୍ଷ୍ୟ ରଖି ଆମକୁ କାମ କରିବାକୁ ହେବ ବୋଲି ରଜନୀକାନ୍ତ କହିଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ବେଳେ ରଜନୀକାନ୍ତ ନିଜର ରାଜନୀତିକ ଦଳ ଘୋଷଣା କରି ନିର୍ବାଚନ ଲଢ଼ିବ ବୋଲି ଆକଳନ କରାଯାଉଥିଲା। ହେଲେ ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସେ ସାଧାରଣ ନିର୍ବାଚନରେ ସାମିଲ୍ ହୋଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story