ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଜେଲ୍ ଗଲେ ଯୁବତୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀ ଅମୂଲ୍ୟ ଲିୟୋନାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ତାଙ୍କୁ ଗିରଫ କରି ବେଙ୍ଗାଲୁରୁର ଏକ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ଚଉଦ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗୁରୁବାର ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ସିଏଏ ବିରୋଧୀ ରାଲି। ଓଓ୍ୱେସୀ ରାଲିକୁ ଉଦବୋଧନ ଦେଇ ପଳାଇ ଯାଉଥିବା ବେଳେ ହଠାତ ଯୁବତୀ […]

Caa Pakistan Zindabad Sloganeer Amulya

Caa Pakistan Zindabad Sloganeer Amulya

Subhransu Sekhar
  • Published: Friday, 21 February 2020
  • Updated: 21 February 2020, 11:14 AM IST

Sports

Latest News

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀ ଅମୂଲ୍ୟ ଲିୟୋନାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ତାଙ୍କୁ ଗିରଫ କରି ବେଙ୍ଗାଲୁରୁର ଏକ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ଚଉଦ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।

ଗୁରୁବାର ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ସିଏଏ ବିରୋଧୀ ରାଲି। ଓଓ୍ୱେସୀ ରାଲିକୁ ଉଦବୋଧନ ଦେଇ ପଳାଇ ଯାଉଥିବା ବେଳେ ହଠାତ ଯୁବତୀ ଜଣଙ୍କ ମଞ୍ଚ ଉପରକୁ ଉଠି ଆସି ପାକିସ୍ତାନ ଜିନ୍ଦାବାଦ ଓ ଭାରତ ଜିନ୍ଦାବାଦର ନାରା ଦେଇଥିଲେ। ଏହାପରେ ଓଓ୍ୱେସୀ ଫେରିଆସି ଯୁବତୀ ଧରିଥିବା ମାଇକକୁ ଛଡ଼ାଇବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା। ଏଭଳି ନାରାକୁ ଓଓ୍ନେସୀ ନାପସନ୍ଦ କରିଥିଲେ। ଯୁବତୀ ଜଣଙ୍କ ସହିତ ତାଙ୍କ ଦଳର କୌଣସି ଲିଙ୍କ ନାହିଁ ବୋଲି ମଧ୍ୟ ଓଓ୍ନେସୀ ସ୍ପଷ୍ଟ କରିଥିଲେ।

ଆହୁରି ପଢ଼ନ୍ତୁ: ବାରିସ ପଠାନ କହିଲେ ଆମେ ୧୫ କୋଟି ହୋଇପାରୁ, କିନ୍ତୁ ସମୟ ଆସିଲେ ୧୦୦ କୋଟିଙ୍କ ଉପରେ ଭାରି ପଡ଼ିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story