ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ: ବଢ଼ିଲା ‘ମହାରାଜା’ଙ୍କ ଦବଦବା

ଭୋପାଳ: ମୁଖ୍ୟମନ୍ତ୍ରୀ ଆସନରେ ବସିବାର ପାଖାପାଖି ୧୦୦ ଦିନ ପରେ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ। ଶିବରାଜଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ୨୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ। ତୁଳସୀ ସିଲାଭାଟ ଏବଂ ଗୋବିନ୍ଦ ସିଂ ପୂର୍ବରୁ ମନ୍ତ୍ରୀ ହୋଇ ସାରିଛନ୍ତି। ଏହି […]

MP Cabinet Expansion

MP Cabinet Expansion

Subhransu Sekhar
  • Published: Thursday, 02 July 2020
  • Updated: 02 July 2020, 01:53 PM IST

Sports

Latest News

ଭୋପାଳ: ମୁଖ୍ୟମନ୍ତ୍ରୀ ଆସନରେ ବସିବାର ପାଖାପାଖି ୧୦୦ ଦିନ ପରେ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ।

ଶିବରାଜଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ୨୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ। ତୁଳସୀ ସିଲାଭାଟ ଏବଂ ଗୋବିନ୍ଦ ସିଂ ପୂର୍ବରୁ ମନ୍ତ୍ରୀ ହୋଇ ସାରିଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇଲେ ୧୧ ଜଣ ପୂର୍ବତନ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି। ମାର୍ଚ୍ଚରେ  ସିନ୍ଧିଆଙ୍କ ସହିତ ମୋଟ ୨୨ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଏବେ ଅଧା ମନ୍ତ୍ରୀ ହୋଇଛନ୍ତି।

ସିନ୍ଧିଆ ସମର୍ଥକଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ନେତାଙ୍କୁ ମନ୍ତ୍ରୀ ପଦରୁ ବଞ୍ଚିତ କରାଯାଇଥିବା ସୂଚନା ରହିଛି। ଶିବରାଜଙ୍କ ପୂର୍ବ ସରକାର ଏମିତିକି ତାଙ୍କ ନିକଟତମ ବ୍ୟକ୍ତି ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇ ନାହାନ୍ତି। ଶିବରାଜ ତାଙ୍କ ନିକଟତମ ବ୍ୟକ୍ତିଙ୍କୁ ମନ୍ତ୍ରୀ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ଏଥିରେ ସହମତି ପ୍ରକାଶ କରିନଥିବା ସୂଚନା ରହିଛି। ରାଜ୍ୟ ବିଜେପିର ଅନ୍ୟତମ ନେତା ନରେନ୍ଦ୍ର ସିଂ ତୋମାର, କୈଳାସ ବିଜୟ ଭର୍ଗିଆ ଏବଂ ନରୋତ୍ତମ ମିଶ୍ରଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ମନ୍ତ୍ରିମଣ୍ଡଳକୁ ନେଇ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। ଏହି ନେତାଙ୍କର ମଧ୍ୟ କେନ୍ଦ୍ର ନେତୃତ୍ୱ ସହିତ ଭଲ ସମ୍ପର୍କ ରହିଛି।

ନୂଆ ମନ୍ତ୍ରୀଙ୍କ ସମ୍ଭାବ୍ୟ ତାଲିକା ପ୍ରଥମେ ପ୍ରସ୍ତୁତ ହେବା ବେଳେ ସମସ୍ତ ବଡ଼ ବଡ଼ ନେତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିରେ ଦଳର ବିଭିନ୍ନ ଗୋଷ୍ଠୀଙ୍କୁ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଦିଲ୍ଲୀରେ ବିଜେପି ନେତୃବୃନ୍ଦଙ୍କ ଦ୍ୱାରା ନୂଆ ତାଲିକା ପ୍ରସ୍ତୁତ କରାଯାଇଥିଲା। ନୂଆ ତାଲିକା ବା ମନ୍ତ୍ରିମଣ୍ଡଳ ଅନୁଯାୟୀ ସିନ୍ଧିଆଙ୍କ ସହିତ ହୋଇଥିବା ଡିଲକୁ ବିଜେପି ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ଆଗକୁ ଉପନିର୍ବାଚନ ରହିଛି। ତେଣୁ ସିନ୍ଧିଆଙ୍କ ପ୍ରସ୍ତାବକୁ ବିଜେପି ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story