‘ବ୍ଲାକ୍‌ମେଲ୍‌’ ସେକ୍ସ ସ୍କାଣ୍ଡାଲରେ ବଲିଉଡ୍‌ ଅଭିନେତ୍ରୀ

ଭୋପାଲ: ମଧ୍ୟପ୍ରଦେଶରେ ଦେଶର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲର ଖୁଲାସା ହେବାପରେ ବଡ଼ ବଡ଼ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ୪୦ରୁ ଊର୍ଦ୍ଧ୍ୱ କଲ୍‌ ଗାର୍ଲ ନିୟୋଜିତ ଥିଲେ ଏବଂ ସେମାନଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଏମାନେ ବଡ଼ ବଡ଼ ପ୍ରଶାସକ ଏବଂ ରାଜନୀତିକ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ କରିବାରେ ନିୟୋଜିତ ହୋଇଥିଲେ। ବିଭିନ୍ନ ରାଜନୀତିକ ବ୍ୟକ୍ତି ଏବଂ ପ୍ରଭାବଶାଳୀ ବ୍ୟକ୍ତି ଥିବା ପ୍ରାୟ ୯୨ଟି ହାଇ କ୍ୱାଲିଟି ଭିଡିଓରୁ ଏହି […]

sex-scandal

sex-scandal

Subrat Kumar Nayak
  • Published: Wednesday, 25 September 2019
  • Updated: 25 September 2019, 08:04 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶରେ ଦେଶର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲର ଖୁଲାସା ହେବାପରେ ବଡ଼ ବଡ଼ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ୪୦ରୁ ଊର୍ଦ୍ଧ୍ୱ କଲ୍‌ ଗାର୍ଲ ନିୟୋଜିତ ଥିଲେ ଏବଂ ସେମାନଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଏମାନେ ବଡ଼ ବଡ଼ ପ୍ରଶାସକ ଏବଂ ରାଜନୀତିକ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ କରିବାରେ ନିୟୋଜିତ ହୋଇଥିଲେ।

ବିଭିନ୍ନ ରାଜନୀତିକ ବ୍ୟକ୍ତି ଏବଂ ପ୍ରଭାବଶାଳୀ ବ୍ୟକ୍ତି ଥିବା ପ୍ରାୟ ୯୨ଟି ହାଇ କ୍ୱାଲିଟି ଭିଡିଓରୁ ଏହି ଯୁବତୀମାନଙ୍କୁ ଠାବ କରାଯିବା ଆରମ୍ଭ ହୋଇଛି। ସେକ୍ସ ବ୍ଲାକମେଲ୍‌ ଏବଂ ଧମକ ମାମଲାର ତଦନ୍ତ ପରେ ଗିରଫ ହୋଇଥିବା ୫ ଜଣ ମହିଳାଙ୍କଠାରୁ ଜବତ ହୋଇଥିବା ୨ଟି ଲ୍ୟାପ୍‌ଟପ୍‌ ଏବଂ କିଛି ମୋବାଇଲ ଫୋନ୍‌ରୁ ଏହି ଭିଡିଓ ସବୁ ମିଳିଛି।

ଏହି ମାମଲା ବର୍ତ୍ତମାନ ମଧ୍ୟପ୍ରଦେଶ ଏଡିଜିପି ସଞ୍ଜୀବ ଶାମି ତଦନ୍ତ କରୁଛନ୍ତି। ପୂର୍ବରୁ ଏହାକୁ ଡି ଶ୍ରୀନିବାସ ତଦନ୍ତ କରୁଥିଲେ। କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ବିଜେପି ନେତାଙ୍କୁ ଫଶାଉଥିବାର ଅଭିଯୋଗ ଆସିବାପରେ ତାଙ୍କୁ ପରିବର୍ତ୍ତନ କରାଯାଇଛି।

ଏଥିରେ ଗିରଫ ହୋଇଥିବା କିଙ୍ଗପିନ୍‌ ଶ୍ୱେତା ସ୍ୱପ୍ନିଲ ଜୈନ୍‌ ଅଧିକ ଚାହିଦାରେ ଥିବା ବି ଗ୍ରେଡ୍‌ ବଲିଉଡ୍‌ ଅଭିନେତ୍ରୀ ଏବଂ କଲ୍‌ଗାର୍ଲଙ୍କୁ ବ୍ୟବହାର କରି ବଡ଼ ବଡ଼ ଲୋକଙ୍କୁ ଟାର୍ଗେଟ୍‌ କରି ଫଶାଉଥିଲା। ସେମାନଙ୍କ ଜରିଆରେ ମୋବାଇଲ ଏବଂ ସ୍ପାଇ କ୍ୟାମ୍‌ ଜରିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରାଯାଉଥିଲା। ପରେ ଏହି ଭିଡିଓ ବ୍ୟବହାର କରି ବ୍ଲାକ୍‌ମେଲ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story