ଫୋନ୍ ଯାଇଥିଲା କଲ୍ ଗାର୍ଲକୁ , ଆସି ପହଞ୍ଚିଲେ ସ୍ତ୍ରୀ

ଡେରାଡୁନ: ସ୍ୱାମୀ ଏବଂ ସ୍ତ୍ରୀ ନିଜ ନିଜର ସୁଖ ପାଇଁ ଧୁମ୍ ମସ୍ତି କରୁଥିଲେ। ହେଲେ ଗୋଟିଏ ଫୋନ୍ କଲ୍‌ ଏହି ମସ୍ତିର ପୋଲ୍ ଖୋଲି ଦେଇଛି। ଉତ୍ତରାଖଣ୍ଡ ଉଦ୍ଧାମସିଂହ ନଗର ସ୍ଥିତ କାଶୀପୁରର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ନାମରେ ଏବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ତ୍ରୀ ଦେହ ବେପାରରେ ସାମିଲ୍ ଥିବା ସେ ଅଭିଯୋଗ ଆଣିଛନ୍ତି। ସେ କରିଥିବା ଅଭିଯୋଗ ଅନୁସାରେ ଫୋନ୍ କରି ସେ ଜଣେ କଲ୍‌ ଗାର୍ଲକୁ ଡକାଇଥିଲେ। ହେଲେ […]

sex-racket

sex-racket

Subhransu Sekhar
  • Published: Saturday, 25 January 2020
  • Updated: 25 January 2020, 03:23 PM IST

Sports

Latest News

ଡେରାଡୁନ: ସ୍ୱାମୀ ଏବଂ ସ୍ତ୍ରୀ ନିଜ ନିଜର ସୁଖ ପାଇଁ ଧୁମ୍ ମସ୍ତି କରୁଥିଲେ। ହେଲେ ଗୋଟିଏ ଫୋନ୍ କଲ୍‌ ଏହି ମସ୍ତିର ପୋଲ୍ ଖୋଲି ଦେଇଛି। ଉତ୍ତରାଖଣ୍ଡ ଉଦ୍ଧାମସିଂହ ନଗର ସ୍ଥିତ କାଶୀପୁରର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ନାମରେ ଏବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ତ୍ରୀ ଦେହ ବେପାରରେ ସାମିଲ୍ ଥିବା ସେ ଅଭିଯୋଗ ଆଣିଛନ୍ତି। ସେ କରିଥିବା ଅଭିଯୋଗ ଅନୁସାରେ ଫୋନ୍ କରି ସେ ଜଣେ କଲ୍‌ ଗାର୍ଲକୁ ଡକାଇଥିଲେ। ହେଲେ ସେହି କଲ୍ ଗାର୍ଲ ତାଙ୍କ ପାଖରେ ପହଞ୍ଚିବା ପରେ ତାଙ୍କର ହୋଶ୍ ଉଡ଼ିଯାଇଥିଲା। କାରଣ ସେହି କଲ୍ ଗାର୍ଲ ଜଣଙ୍କ ତାଙ୍କ ସ୍ତ୍ରୀ ଥିଲେ।

ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ମାମଲା ଏବେ ଥାନାରେ ପହଞ୍ଚିଛି। କଲ୍ ଗାର୍ଲ ବୋଲି ଅଭିଯୋଗର ଶିକାର ହେବା ପରେ ସଂପୃକ୍ତ ମହିଳା ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ସଂପୃକ୍ତ ବ୍ୟକ୍ତି ଜଣଙ୍କ କୁଆଡ଼େ ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ ଦେହ ବେପାର ସାଙ୍ଗକୁ ସେକ୍ସ ରାକେଟରେ ସାମିଲ୍ ଅଛନ୍ତି। ତେଣୁ ସେ ସ୍ତ୍ରୀଙ୍କ ଅସଲ ରୂପ ପଦାରେ ପକାଇବାକୁ ଏପରି କରିଥିଲେ ବୋଲି ସଫେଇ ଦେଇଛନ୍ତି।

କାଶୀପୁର ଏଏସପି ରାଜେଶ ଭଟ୍ଟ କହିଛନ୍ତି, ଏହି ମାମଲାର ପ୍ରାଥମିକ ତଦନ୍ତ ଚାଲିଛି। ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀ ନାମରେ ଦେହ ବେପାରରେ ସାମିଲ୍ ଥିବା ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ମହିଳା ଜଣଙ୍କ କହିଛନ୍ତି, ତାଙ୍କୁ ବଦନାମ କରିବାକୁ ଯାଇ ଜଣେ ମହିଳା ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ସେହି ମହିଳାଙ୍କ ସହିତ ତାଙ୍କ ସ୍ୱାମୀ ଅନୈତିକ ସମ୍ପର୍କରେ ଲିପ୍ତ ଥିବା ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story