ଧର୍ମାନ୍ତୀକରଣ ରୋକିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଧର୍ମାନ୍ତୀକରଣ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ନିକଟରେ ଦକ୍ଷିଣ ଭାରତରେ ଧର୍ମାନ୍ତୀକରଣ ହେଉଥିବା ନେଇ ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟରେ ଏଭଳି ଆବେଦନ ହୋଇଛି। ତେବେ କୋର୍ଟ ଏ ସଂକ୍ରାନ୍ତରେ କୌଣସି ରାୟ ଦେବା ପୂର୍ବରୁ କହିଛନ୍ତି, ଆଇନ ତିଆରି କରିବା ସଂସଦର କାମ, କୋର୍ଟ କୌଣସି ରୋକ୍ ଲଗାଇପାରିବେନି। ଆବେଦନକାରୀ ଧର୍ମାନ୍ତୀକରଣକୁ ବିରୋଧ କରି ଆଇନ ଲାଗୁ କରିବା ପାଇଁ ଆବେଦନ କରିଥିଲେ। ଯେଉଁଥିରେ ତାମିଲନାଡୁରେ ହୋଇଥିବା କିଛି ଧର୍ମାନ୍ତୀକରଣର […]

supreme

supreme

Subhransu Sekhar
  • Published: Monday, 10 February 2020
  • Updated: 10 February 2020, 02:20 PM IST

ନୂଆଦିଲ୍ଲୀ: ଧର୍ମାନ୍ତୀକରଣ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ନିକଟରେ ଦକ୍ଷିଣ ଭାରତରେ ଧର୍ମାନ୍ତୀକରଣ ହେଉଥିବା ନେଇ ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟରେ ଏଭଳି ଆବେଦନ ହୋଇଛି। ତେବେ କୋର୍ଟ ଏ ସଂକ୍ରାନ୍ତରେ କୌଣସି ରାୟ ଦେବା ପୂର୍ବରୁ କହିଛନ୍ତି, ଆଇନ ତିଆରି କରିବା ସଂସଦର କାମ, କୋର୍ଟ କୌଣସି ରୋକ୍ ଲଗାଇପାରିବେନି।

ଆବେଦନକାରୀ ଧର୍ମାନ୍ତୀକରଣକୁ ବିରୋଧ କରି ଆଇନ ଲାଗୁ କରିବା ପାଇଁ ଆବେଦନ କରିଥିଲେ। ଯେଉଁଥିରେ ତାମିଲନାଡୁରେ ହୋଇଥିବା କିଛି ଧର୍ମାନ୍ତୀକରଣର ଉଦାହରଣ ଦିଆଯାଇଥିଲା। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏମିତିକି ଏ ସଂକ୍ରାନ୍ତରେ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଦେଶରେ ଧର୍ମାନ୍ତୀକରଣ ପ୍ରସଙ୍ଗ ଦୀର୍ଘ ଦିନ ହେବ ଚାଲିଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କିଛି ସଂଗଠନ ଦକ୍ଷିଣରେ ଏହାକୁ ରାଜନୀତିକ ପ୍ରସଙ୍ଗ କରିଛନ୍ତି। ହିନ୍ଦୁ ମାନଙ୍କୁ ପଇସାର ଲୋଭ ଦେଖାଇ ଖ୍ରୀଷ୍ଟିଆନ ଧର୍ମକୁ ପରିବର୍ତ୍ତନ କରାଯାଉଛି ବୋଲି ଅଭିଯୋଗ ରହିଛି।

ନିକଟରେ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଏକ ଦାବି ରଖିଥିଲା। ଦେଶରେ ଧର୍ମାନ୍ତୀକରଣକୁ ନେଇ ଆଇନ ତିଆରି ହେବା ଦରକାର। ପଇସା ଦେଇ ଧର୍ମ ପରିବର୍ତ୍ତନ ନହେବା ଦରକାର ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story