କୁହୁଡି ନେଇଗଲା ଜୀବନ: ଡିଭାଇଡରରେ କାର ପିଟି ହୋଇ ୪ ଜାତୀୟସ୍ତରର ଖେଳାଳି ମୃତ, ୱାର୍ଲ୍ଡ ଚାମ୍ପିୟନ ଆହତ

ଜୟପୁର: ଦିଲ୍ଲୀ-ପାନିପଥ ହାଇୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଜାତୀୟ ସ୍ତରର ଭାରୋତ୍ତଳନ ଖେଳାଳିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଘନ କୁହୁଡି କାରଣରୁ କାର ଡ୍ରାଇଭର ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ଦେବା ଯୋଗୁଁ ଏପରି ଦୁଃଖଦ ଘଟଣା ଘଟିଛି। ମୃତ ଓ ଆହତ ଖେଳାଳିମାନେ ଜାତୀୟ ସ୍ତରର ଚାମ୍ପିୟନ ବୋଲି ଜଣାପଡ଼ିଛି। […]

delhi

delhi

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 08:35 AM IST

Sports

Latest News

ଜୟପୁର: ଦିଲ୍ଲୀ-ପାନିପଥ ହାଇୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଜାତୀୟ ସ୍ତରର ଭାରୋତ୍ତଳନ ଖେଳାଳିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଘନ କୁହୁଡି କାରଣରୁ କାର ଡ୍ରାଇଭର ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ଦେବା ଯୋଗୁଁ ଏପରି ଦୁଃଖଦ ଘଟଣା ଘଟିଛି।

ମୃତ ଓ ଆହତ ଖେଳାଳିମାନେ ଜାତୀୟ ସ୍ତରର ଚାମ୍ପିୟନ ବୋଲି ଜଣାପଡ଼ିଛି। ଗୁରୁତର ଆହତଙ୍କ ମଧ୍ୟରେ ସକ୍ଷମ ଯାଦବ ଅଛନ୍ତି। ସକ୍ଷମ ଦୁଇ ଥର ୱାର୍ଲ୍ଡ ଚାମ୍ପିୟନ ହୋଇସାରିଛନ୍ତି।

ଦୁର୍ଘଟଣାଟି ଦିଲ୍ଲୀ-ପାନିପଥ ଜାତୀୟ ହାଇୱେର ସିନ୍ଧୁ ବର୍ଡରରେ ରାତି ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇ କାରକୁ ଏକ ଡିଭାଇଡରରେ ପିଟି ପରେ ଗୋଟେ ଖୁଣ୍ଟକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ, କାରର ଛାତ ଉଡିଯାଇଥିଲା। ହାଇୱେର ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ମୃତ ଓ ଆହତ ଖେଳାଳିଙ୍କ ମାଂସ ପଡ଼ି ରହିଛି।

କୌଣସି ସ୍ଥାନରେ ଖେଳିବା ପାଇଁ ଏମାନେ ଏକାଠି ଗୋଟିଏ କାରରେ ଯାଉଥିଲେ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story