ବିଲେଇ କରୁଛି  ସରକାରୀ ଚାକିରି!

ଶୀର୍ଷକଟି ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।  ହେଲେ କଥାଟି ସତ। ଏଠି ମଣିଷ ପାଇଁ ଚାକିରି ନାହିଁ। କିନ୍ତୁ ବିଲେଇକୁ ମିଳୁଛି ନିଯୁକ୍ତି। ଅବସ୍ୟ ଏମିତି ଘଟଣା ଭାରତରେ ଘଟିନି। ବିଲେଇ ନିଯୁକ୍ତି ଦେଇଛନ୍ତି ବ୍ରିଟିସ ସରକାର। ବାସ୍ତବ କଥାଟି ହେଉଛି ମୂଷାମାନଙ୍କ ଆତଙ୍କରୁ ମୁକ୍ତି ପାଇବା ପାଇଁ ବ୍ରିଟିଶ ସରକାର କ୍ୟାବିନେଟ କାର୍ଯ୍ୟାଳୟରେ ଦୁଇଟି ବିଲେଇକୁ ନିଯୁକ୍ତି ଦେଇଛନ୍ତି। ଗୋଟିଏର ନାମ ଇବୀ ରଖାଯାଇଥିବା ବେଳେ ଅନ୍ୟଟିର ନାମ ଉସି ରଖାଯାଇଛି। ବ୍ରିଟିଶ ସରକାର […]

Untitled-1

Untitled-1

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 05:18 PM IST

ଶୀର୍ଷକଟି ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।  ହେଲେ କଥାଟି ସତ। ଏଠି ମଣିଷ ପାଇଁ ଚାକିରି ନାହିଁ। କିନ୍ତୁ ବିଲେଇକୁ ମିଳୁଛି ନିଯୁକ୍ତି। ଅବସ୍ୟ ଏମିତି ଘଟଣା ଭାରତରେ ଘଟିନି। ବିଲେଇ ନିଯୁକ୍ତି ଦେଇଛନ୍ତି ବ୍ରିଟିସ ସରକାର। ବାସ୍ତବ କଥାଟି ହେଉଛି ମୂଷାମାନଙ୍କ ଆତଙ୍କରୁ ମୁକ୍ତି ପାଇବା ପାଇଁ ବ୍ରିଟିଶ ସରକାର କ୍ୟାବିନେଟ କାର୍ଯ୍ୟାଳୟରେ ଦୁଇଟି ବିଲେଇକୁ ନିଯୁକ୍ତି ଦେଇଛନ୍ତି। ଗୋଟିଏର ନାମ ଇବୀ ରଖାଯାଇଥିବା ବେଳେ ଅନ୍ୟଟିର ନାମ ଉସି ରଖାଯାଇଛି। ବ୍ରିଟିଶ ସରକାର ଏମିତି ଅନେକ ଗୁଡିଏ କାର୍ଯ୍ୟାଳୟରେ ମୁଷାଙ୍କଠାରୁ ମୁକ୍ତି ପାଇଁ ବିଲେଇମାନଙ୍କୁ ନିଯୁକ୍ତି ଦେଇଛନ୍ତି।

Related story