ସିବିଏଫସି ପ୍ରମାଣପତ୍ର ପୂର୍ବରୁ ମିଡିଆ ପ୍ରତିନିଧିଙ୍କୁ ଫିଲ୍ମ ଦେଖାଇଲେ ପ୍ରଯୋଜକ: ସେନସର୍‌ ବୋର୍ଡ ଖପ୍ପା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ରିଲିଜକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ସେନସର ବୋର୍ଡ ମୁଖ୍ୟ ପ୍ରସୂନ ଯୋଶୀ ଆଜି ଫିଲ୍ମ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି। ସିବିଏଫସି ପ୍ରମାଣପତ୍ର ପୂର୍ବରୁ ଫିଲ୍ମର ସ୍କ୍ରିନିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରସୂନ। ପ୍ରମାଣପତ୍ର ପୂର୍ବରୁ ମିଡିଆ ପ୍ରତିନିଧିଙ୍କ ପାଇଁ ଯେଭଳି ସ୍କ୍ରିନିଂ ରଖାଯାଇଥିଲା ତାକୁ ଆଦୌ ପ୍ରାଇଭେଟ ସ୍କ୍ରିନିଂ କୁହାଯାଇ ପାରିବ ନାହିଁ। ସିବିଏଫସିର ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ରହିଛି ଏହାକୁ ସମସ୍ତେ ମାନିବା ଉଚିତ୍। ଏଭଳି […]

padmavati_1024_1510801944_618x347

padmavati_1024_1510801944_618x347

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 04:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ରିଲିଜକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ସେନସର ବୋର୍ଡ ମୁଖ୍ୟ ପ୍ରସୂନ ଯୋଶୀ ଆଜି ଫିଲ୍ମ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି। ସିବିଏଫସି ପ୍ରମାଣପତ୍ର ପୂର୍ବରୁ ଫିଲ୍ମର ସ୍କ୍ରିନିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରସୂନ।

ପ୍ରମାଣପତ୍ର ପୂର୍ବରୁ ମିଡିଆ ପ୍ରତିନିଧିଙ୍କ ପାଇଁ ଯେଭଳି ସ୍କ୍ରିନିଂ ରଖାଯାଇଥିଲା ତାକୁ ଆଦୌ ପ୍ରାଇଭେଟ ସ୍କ୍ରିନିଂ କୁହାଯାଇ ପାରିବ ନାହିଁ। ସିବିଏଫସିର ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ରହିଛି ଏହାକୁ ସମସ୍ତେ ମାନିବା ଉଚିତ୍।

ଏଭଳି ବିବାଦ ଭିତରେ ପଦ୍ମାବତୀ ସମର୍ଥନରେ ଆଗକୁ ଆସିଛି ହିନ୍ଦୀ ସିନେମା ଜଗତ। ଶାବନା ଆଜମୀ ଟ୍ୱିଟ୍ କରି ପଦ୍ମାବତୀକୁ ସମର୍ଥନ ଜଣାଇଛନ୍ତି। ଫିଲ୍ମକୁ ନେଇ ହେଉଥିବା ରାଜନୀତିକୁ ସମାଲୋଚନା କରିଛନ୍ତି। ସେହିପରି ଫିଲ୍ମ ନିର୍ଦ୍ଦେଶକ ତଥା ଇଣ୍ଡିଆ ମୋସନ ପିକଚର୍ସ ଆସୋସିଏସନ ସଭାପତି ଟିପି ଅଗ୍ରୱାଲ ସରକାରଙ୍କ ଆନ୍ତରିକତା ପ୍ରତି ପ୍ରଶ୍ନ ଉଠାଇଛନ୍ତି।

ସେପଟେ ଆଜି ବି ବିଭିନ୍ନ ସ୍ଥାନରେ କରଣୀ ସେନା ବିକ୍ଷୋଭ ପ୍ରଦର୍ଶନ କରିଛି। ଡିସେମ୍ବର ୧ ତାରିଖରେ ଦେଶବ୍ୟାପୀ ବନ୍ଦ ପାଳନ ପାଇଁ ପୁଣିଥରେ ଡାକରା ଦେଇଛି। ରାଜପୁତ ସମେତ ବିଭିନ୍ନ ହିନ୍ଦୁ ସଂଗଠନକୁ ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story