ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦାବି କଲା ସିବିଆଇ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚିଛି। ତେବେ ଏହି ମାମଲାରେ ସମସ୍ତ ଦୋଷୀକୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାସର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ୍-୧୯ ପ୍ରତିଷେଧକ ସହ ହାଜର ହେବାକୁ କୁହାଯାଇଛି। ଦିଲୀପଙ୍କ ସମେତ ୩ ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ମାମଲାର […]

DILIP RAY CBI

DILIP RAY CBI

Subhransu Sekhar
  • Published: Wednesday, 14 October 2020
  • Updated: 14 October 2020, 02:16 PM IST

Sports

Latest News

ନୂଆଦିଲ୍ଲୀ: କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚିଛି। ତେବେ ଏହି ମାମଲାରେ ସମସ୍ତ ଦୋଷୀକୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାସର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ୍-୧୯ ପ୍ରତିଷେଧକ ସହ ହାଜର ହେବାକୁ କୁହାଯାଇଛି। ଦିଲୀପଙ୍କ ସମେତ ୩ ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସବୁଠୁ ବଡ଼ କଥା ହେଲା ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ କୋର୍ଟରେ ଦାବି କରିଛି। ଦିଲ୍ଲୀପ ରାୟ ୧୯୯୯ ମସିହା ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ଥିଲେ।

ତେବେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କର ବୃଦ୍ଧାବସ୍ଥା ଏବଂ ପୂର୍ବ ଛବି ପରୀକ୍ଷା କରାଯାଇ ନମନୀୟ ଦୃଷ୍ଟିକୋଣରେ ଦଣ୍ଡ ବିଧାନ କରାଯାଉ ବୋଲି କୋର୍ଟଙ୍କ ନିକଟରେ ଦିଲ୍ଲୀପ ଅନୁରୋଧ କରିଥିବା ସୂଚନା ରହିଛି। ତେବେ ସିବିଆଇ ଏଭଳି ନରମ ଦଣ୍ଡାବିଧାନକୁ ବିରୋଧ କରିଛି। ଦୋଷୀଙ୍କୁ ଏଭଳି ଦଣ୍ଡବିଧାନ ହେବା ଦରକାର ଯେମିତି ଉଦାହରଣ ସୃଷ୍ଟି କରିବ ବୋଲି ସିବିଆଇ ଦାବି କରିଛି।

ସୂଚନାଯୋଗ୍ୟ, ୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ଝାଡ଼ଖଣ୍ଡର ଏକ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ। ସେହିପରି କାଷ୍ଟନ୍ ଟେକନୋଲଜି ଲିମିଟେଡ୍, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story