ସିବିଏସଇ ୧୦ମ, ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ବାକିଥିବା ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ମାର୍ଚ୍ଚ ୨୫ରୁ ଲକଡାଉନ୍ ରହିଛି। ତେଣୁ ବାକିଥିବା ପରୀକ୍ଷା ବାତିଲ୍ ରହିଛି। ଏବେ ଜୁଲାଇ ପହିଲାରୁ ପରୀକ୍ଷା ଆରମ୍ଭ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି। CBSE to conduct class 10th and 12th board exams from July 1st to […]

Cbse

Cbse

Subhransu Sekhar
  • Published: Friday, 08 May 2020
  • Updated: 08 May 2020, 07:14 PM IST

Sports

Latest News

ନୂଆଦିଲ୍ଲୀ: ବାକିଥିବା ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ମାର୍ଚ୍ଚ ୨୫ରୁ ଲକଡାଉନ୍ ରହିଛି। ତେଣୁ ବାକିଥିବା ପରୀକ୍ଷା ବାତିଲ୍ ରହିଛି। ଏବେ ଜୁଲାଇ ପହିଲାରୁ ପରୀକ୍ଷା ଆରମ୍ଭ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି।

https://twitter.com/ANI/status/1258723135639244802

ତେବେ କେଉଁ ତାରିଖରେ କେଉଁ ପରୀକ୍ଷା ହେବ ସେ ନେଇ ସିବିଏସଆଇ ଖୁବଶୀଘ୍ର ଘୋଷଣା କରିବ ବୋଲି ସେ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାର୍ଚ୍ଚ ୧୬ରୁ ସରକାର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖିଛନ୍ତି ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story