“ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ଖେଳିବା ଉଚିତ ନୁହେଁ”

ମୁମ୍ବାଇ: ୪୦ ସିଆରପିଏଫ୍‌ ଯବାନଙ୍କ ଜୀବନ ନେଇଥିବା ପୁଲ୍‌ୱାମା ଆକ୍ରମଣ ପରେ ପାକିସ୍ତାନକୁ ନେଇ ସାରା ଦେଶରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଯେତେବେଳେ ବି ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି, କ୍ରିକେଟ୍‌ ପଡ଼ିଆରେ ଏହାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳିଛି। ଏହି କ୍ରମରେ ଏଥର କ୍ରିକେଟ୍‌ କ୍ଳବ୍‌ ଅଫ୍‌ ଇଣ୍ଡିଆ (ସିସିଆଇ) ପକ୍ଷରୁ କୁହାଯାଇଛି, ଆଗାମୀ ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବା ଉଚିତ ନୁହେଁ। ସିସିଆଇ ପକ୍ଷରୁ ଏହାର ସମ୍ପାଦକ ସୁରେଶ […]

pak-ind

pak-ind

Subrat Kumar Nayak
  • Published: Sunday, 17 February 2019
  • Updated: 17 February 2019, 03:57 PM IST

Sports

Latest News

ମୁମ୍ବାଇ: ୪୦ ସିଆରପିଏଫ୍‌ ଯବାନଙ୍କ ଜୀବନ ନେଇଥିବା ପୁଲ୍‌ୱାମା ଆକ୍ରମଣ ପରେ ପାକିସ୍ତାନକୁ ନେଇ ସାରା ଦେଶରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଯେତେବେଳେ ବି ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି, କ୍ରିକେଟ୍‌ ପଡ଼ିଆରେ ଏହାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳିଛି। ଏହି କ୍ରମରେ ଏଥର କ୍ରିକେଟ୍‌ କ୍ଳବ୍‌ ଅଫ୍‌ ଇଣ୍ଡିଆ (ସିସିଆଇ) ପକ୍ଷରୁ କୁହାଯାଇଛି, ଆଗାମୀ ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବା ଉଚିତ ନୁହେଁ।

ସିସିଆଇ ପକ୍ଷରୁ ଏହାର ସମ୍ପାଦକ ସୁରେଶ ବାଫନା କହିଛନ୍ତି, ଏହି ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଖୋଲାଖୋଲି ଭାବରେ କିଛି ନକହିବା ସ୍ପଷ୍ଟ କରିଦେଉଛି, ପାକିସ୍ତାନର କିଛି ନା କିଛି ସମସ୍ୟା ରହିଛି।

ସେ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି, “ଆମ ସେନା ଏବଂ ସିଆରପିଏଫ୍‌ ଉପରେ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଯଦିଓ ସିସିଆଇ ଏକ କ୍ରୀଡ଼ା ସଂଗଠନ, ତଥାପି ପ୍ରଥମେ ଦେଶ ତାପରେ ଖେଳ।”

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ସଂସ୍କରଣ ବିଶ୍ୱକପ୍‌ ଆସନ୍ତା ମେ ମାସ ୩୦ରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଖେଳାଯିବ। ଜୁନ୍‌ ୧୬ ତାରିଖରେ ଓଲ୍ଡ ଟ୍ରାଫର୍ଡଠାରେ ଭାରତ ଓ ଏହାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବା ସ୍ଥିର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story