ସାଇକେଲ୍ ଚଢ଼ି ଅଫିସ୍‌ ଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ସେ ସାଇକେଲ୍ ଚଢ଼ି ଅଫିସ୍ ଆସିଥିଲେ। ଅଫିସ୍‌ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କର୍ମଚାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଆଜି ହେଉଛି ବିଶ୍ୱ ସାଇକେଲ୍ ଦିବସ। ଏହି ଦିବସରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଇକେଲ୍ ଚଢ଼ି ଅଫିସ୍‌ ଆସିବା ସହିତ ଲୋକଙ୍କୁ ଏକ […]

HEALTHMINISTER

HEALTHMINISTER

Jitendra Garnayak
  • Published: Monday, 03 June 2019
  • Updated: 03 June 2019, 04:49 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ସେ ସାଇକେଲ୍ ଚଢ଼ି ଅଫିସ୍ ଆସିଥିଲେ। ଅଫିସ୍‌ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କର୍ମଚାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ଆଜି ହେଉଛି ବିଶ୍ୱ ସାଇକେଲ୍ ଦିବସ। ଏହି ଦିବସରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଇକେଲ୍ ଚଢ଼ି ଅଫିସ୍‌ ଆସିବା ସହିତ ଲୋକଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି।

ଭାରତୀୟ ରାଜନୀତିରେ ହର୍ଷବର୍ଦ୍ଧନଙ୍କର ଏକ ବିଶେଷ ପରିଚିତ ଅଛି। ସେ ବେଶ୍ ସରଳ ମଣିଷ ଭାବେ ଜଣାଶୁଣା। କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ସତ୍ତ୍ୱେ ସେ ସାଧାରଣ ଲୋକଙ୍କ ସହିତ ମିଳାମିଶା କରନ୍ତି। ସେଥିପାଇଁ ତାଙ୍କ ବିରୋଧୀମାନେ ବି ତାଙ୍କୁ ପସନ୍ଦ କରନ୍ତି।

ନାକ, କାନ ଓ ଗଳା (ଇଏନ୍‌ଟି) ଡାକ୍ତର ହର୍ଷବର୍ଦ୍ଧନ ଦିଲ୍ଲୀର ଏକମାତ୍ର ସାଂସଦ ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ ପାଳିରେ ବି କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ୨୦୧୪ରେ ବି ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦିଆଯାଇଥିଲା। ତେବେ ୬ ମାସ ପରେ ତାଙ୍କଠାରୁ ଏହି ମନ୍ତ୍ରଣାଳୟ ଦାୟିତ୍ୱ କାଢ଼ି ଦିଆଯାଇଥିଲା ଏବଂ ଅଲଗା ଦାୟିତ୍ୱ ଦିଆଯାଇଥିଲା। ତେବେ ଏଥର ପୁଣି ସେ ଏହି ମନ୍ତ୍ରଣାଳୟ ପାଇଛନ୍ତି।

ହର୍ଷ ବର୍ଦ୍ଧନଙ୍କ ବ୍ୟତୀତ ମୋଦି ସରକାରରେ ମନ୍ତ୍ରୀ ହୋଇଥିବା ମନସୁଖ ମାଣ୍ଡଭିୟା ମଧ୍ୟ ସାଇକେଲ୍‌ରେ ଯାତ୍ରା କରନ୍ତି। ମେ’ ୩୦ ତାରିଖରେ ସେ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ସାଇକେଲ୍ ଚଢ଼ି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story