ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ଆଗରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାରତ ସମେତ ସାରା ଦେଶରୁ ଆସିଥିଲା ସମର୍ଥନ। ଏହାକୁ କେହି କେହି ବିଫଳ ବୋଲି ଅସ୍ୱୀକାର କରିବା ସହ ବିକ୍ରମକୁ ଠାବ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। ତେବେ ଏଭଳି ଭଲପାବା ଏବଂ ସମର୍ଥନ ପ୍ରତି କୃତଜ୍ଞତା ଜଣାଇ ଇସ୍ରୋ ଆଜି ‘ଥାଙ୍କ ୟୁ’ ଟ୍ୱିଟ୍ କରିଛି।
ଇସ୍ରୋ ପକ୍ଷରୁ ଆଜି କୁହାଯାଇଛି, ଆମ ସମର୍ଥନରେ ଛିଡ଼ା ହୋଇଥିବାରୁ ଧନ୍ୟବାଦ ଜଣାଉଛି। ଆମେ ଭାରତରେ ବସବାସ କରୁଥିବା ଏବଂ ବିଦେଶରେ ଥିବା ଭରତୀୟଙ୍କ ଆଶା ଓ ସ୍ୱପ୍ନକୁ ନେଇ ଆହୁରି ଆଗକୁ ଯିବୁ।
https://twitter.com/isro/status/1173948363886063616?s=20
ଏହି ଟ୍ୱିଟ୍ରେ ଏକ ଗ୍ରାଫିକ୍ ମଧ୍ୟ ରହିଛି। ଏଥିରେ ପ୍ରଚ୍ଛଦରେ ଚନ୍ଦ୍ର ଫଟୋ ରହିଛି। ଆଉ ସାମ୍ନାରେ ଏକ ମଣିଷର ଛାଇ ଗୋଟିଏ ଉଚ୍ଚ ସ୍ଥାନରୁ ଆଉ ଏକ ସ୍ଥାନକୁ ଡିଆଁ ମାରୁଛି। ଆଉ ଶେଷରେ ବାର୍ତ୍ତାଟିଏ ରହିଛି, “ଆମକୁ ସବୁବେଳେ ଆକାଶ ସମ ଲକ୍ଷ୍ୟ ରଖିବା ପାଇଁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।
National
ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର ହୋଇଥିଲେ, କିନ୍ତୁ ଏବେ କୋର୍ଟ ଦେଲେ ମୃତ୍ୟୁଦଣ୍ଡ
ପ୍ରଥମେଶଙ୍କ ଉପରେ ତାଙ୍କ ୬୮ ବର୍ଷୀୟ ବାପା ଅଶିମ. ୬୦ ବର୍ଷୀୟ ମା’ ଶୁଭଦ୍ରା ଓ ବାହାଘର ପରେ ମଧ୍ୟ ଘରେ ରହୁଥିବା ୩୮ ବର୍ଷୀୟ ଭଉଣୀ ପଲ୍ଲବୀ ନିର୍ଭରଶୀଳ ଥିଲେ।
National
ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ
ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ।
National
୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍, ଏହି ସବୁ ପ୍ରଶ୍ନରେ କଲା ଘାଇଲା
ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ ଥାନାରେ ପହଞ୍ଚିଥିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଏସିପି ରମେଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ୍ ଟିମ ଅଲ୍ଲୁଙ୍କୁ ଜେରା କରିଥିଲା।
National
ବସ୍ଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କଲେ, ମନା କରିବାରୁ...
ଚାକିରିରେ ଉନ୍ନତି ପାଇଁ ପତ୍ନୀଙ୍କୁ ନିଜ ବସ୍ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବ୍ୟକ୍ତିଜଣକ । ମାତ୍ର ପତ୍ନୀଜଣକ ପତିଙ୍କ ଏପରି ନିର୍ଦ୍ଦେଶକୁ ନ ମାନିବାରୁ ମିଳିଲା କଡ଼ା ଶାସ୍ତି।