ଚନ୍ଦ୍ରଯାନ-୨: ସମର୍ଥନ ପାଇଁ କୃତଜ୍ଞତା ଜଣାଇଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ଆଗରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାରତ ସମେତ ସାରା ଦେଶରୁ ଆସିଥିଲା ସମର୍ଥନ। ଏହାକୁ କେହି କେହି ବିଫଳ ବୋଲି ଅସ୍ୱୀକାର କରିବା ସହ ବିକ୍ରମକୁ ଠାବ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। ତେବେ ଏଭଳି ଭଲପାବା ଏବଂ ସମର୍ଥନ ପ୍ରତି କୃତଜ୍ଞତା ଜଣାଇ ଇସ୍ରୋ ଆଜି ‘ଥାଙ୍କ ୟୁ’ ଟ୍ୱିଟ୍‌ କରିଛି। ଇସ୍ରୋ ପକ୍ଷରୁ ଆଜି କୁହାଯାଇଛି, ଆମ […]

Chandrayan

Chandrayan

Subrat Kumar Nayak
  • Published: Tuesday, 17 September 2019
  • Updated: 17 September 2019, 09:01 PM IST

Sports

Latest News

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ଆଗରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାରତ ସମେତ ସାରା ଦେଶରୁ ଆସିଥିଲା ସମର୍ଥନ। ଏହାକୁ କେହି କେହି ବିଫଳ ବୋଲି ଅସ୍ୱୀକାର କରିବା ସହ ବିକ୍ରମକୁ ଠାବ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। ତେବେ ଏଭଳି ଭଲପାବା ଏବଂ ସମର୍ଥନ ପ୍ରତି କୃତଜ୍ଞତା ଜଣାଇ ଇସ୍ରୋ ଆଜି ‘ଥାଙ୍କ ୟୁ’ ଟ୍ୱିଟ୍‌ କରିଛି।

ଇସ୍ରୋ ପକ୍ଷରୁ ଆଜି କୁହାଯାଇଛି, ଆମ ସମର୍ଥନରେ ଛିଡ଼ା ହୋଇଥିବାରୁ ଧନ୍ୟବାଦ ଜଣାଉଛି। ଆମେ ଭାରତରେ ବସବାସ କରୁଥିବା ଏବଂ ବିଦେଶରେ ଥିବା ଭରତୀୟଙ୍କ ଆଶା ଓ ସ୍ୱପ୍ନକୁ ନେଇ ଆହୁରି ଆଗକୁ ଯିବୁ।
https://twitter.com/isro/status/1173948363886063616?s=20
ଏହି ଟ୍ୱିଟ୍‌ରେ ଏକ ଗ୍ରାଫିକ୍‌ ମଧ୍ୟ ରହିଛି। ଏଥିରେ ପ୍ରଚ୍ଛଦରେ ଚନ୍ଦ୍ର ଫଟୋ ରହିଛି। ଆଉ ସାମ୍ନାରେ ଏକ ମଣିଷର ଛାଇ ଗୋଟିଏ ଉଚ୍ଚ ସ୍ଥାନରୁ ଆଉ ଏକ ସ୍ଥାନକୁ ଡିଆଁ ମାରୁଛି। ଆଉ ଶେଷରେ ବାର୍ତ୍ତାଟିଏ ରହିଛି, “ଆମକୁ ସବୁବେଳେ ଆକାଶ ସମ ଲକ୍ଷ୍ୟ ରଖିବା ପାଇଁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story