ଗୁରୁତର ଅସୁସ୍ଥ କୋଭିଡ୍‌ ରୋଗୀଙ୍କ ଜୀବନ ବଞ୍ଚାଇପାରିବ ଷ୍ଟେରଏଡ୍‌: ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଗଣମାଧ୍ୟମଗୁଡ଼ିକ କୋଭିଡ୍‌ ଚିକିତ୍ସାକୁ ନେଇ ବଡ଼ ତଥ୍ୟ ପ୍ରକାଶିତ କରିଛନ୍ତି। ବୁଧବାର ପ୍ରକାଶିତ ଖବର ଅନୁଯାୟୀ, କ୍ଲିନିକାଲ ଟେଷ୍ଟରୁ ନିଶ୍ଚିତ ହୋଇଛି ଶସ୍ତା, ସହଜରେ ଉପଲବ୍ଧ ଷ୍ଟେରଏଡ୍‌ ଗୁରୁତର ଅସୁସ୍ଥ କୋଭିଡ୍‌ ରୋଗୀଙ୍କ ପାଇଁ ସହାୟକ ହୋଇପାରିବ। ଏହି ପ୍ରମାଣକୁ ଭିତ୍ତି କରି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ନୂଆ ଚିକିତ୍ସା ଗାଇଡଲାଇନ୍‌ ଜାରି କରିଛି। ଏଥିରେ ଗୁରୁତର ଅସୁସ୍ଥଙ୍କ କ୍ଷେତ୍ରରେ ଷ୍ଟେରଏଡ୍‌ ବ୍ୟବହାର ପାଇଁ ସୁପାରିଶ କରାଯାଇଛି। କିନ୍ତୁ ସାମାନ୍ୟ ଲକ୍ଷଣ […]

steroids

steroids

Subrat Kumar Nayak
  • Published: Thursday, 03 September 2020
  • Updated: 03 September 2020, 01:01 AM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଗଣମାଧ୍ୟମଗୁଡ଼ିକ କୋଭିଡ୍‌ ଚିକିତ୍ସାକୁ ନେଇ ବଡ଼ ତଥ୍ୟ ପ୍ରକାଶିତ କରିଛନ୍ତି। ବୁଧବାର ପ୍ରକାଶିତ ଖବର ଅନୁଯାୟୀ, କ୍ଲିନିକାଲ ଟେଷ୍ଟରୁ ନିଶ୍ଚିତ ହୋଇଛି ଶସ୍ତା, ସହଜରେ ଉପଲବ୍ଧ ଷ୍ଟେରଏଡ୍‌ ଗୁରୁତର ଅସୁସ୍ଥ କୋଭିଡ୍‌ ରୋଗୀଙ୍କ ପାଇଁ ସହାୟକ ହୋଇପାରିବ।

ଏହି ପ୍ରମାଣକୁ ଭିତ୍ତି କରି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ନୂଆ ଚିକିତ୍ସା ଗାଇଡଲାଇନ୍‌ ଜାରି କରିଛି। ଏଥିରେ ଗୁରୁତର ଅସୁସ୍ଥଙ୍କ କ୍ଷେତ୍ରରେ ଷ୍ଟେରଏଡ୍‌ ବ୍ୟବହାର ପାଇଁ ସୁପାରିଶ କରାଯାଇଛି। କିନ୍ତୁ ସାମାନ୍ୟ ଲକ୍ଷଣ ଥିଲେ, ଏହା ବ୍ୟବହାର କରାଯାଇପାରିବନି।

ନୂଆ ଗବେଷଣାରେ ୭ଟି ରାଣ୍ଡମ୍ କ୍ଳିନିକାଲ ଟ୍ରାଏଲ୍‌ରୁ ତଥ୍ୟ ନିଆଯାଇଛି। ୧,୭୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କଠାରେ ୩ ପ୍ରକାରର ଷ୍ଟରଏଡ୍‌ ପରୀକ୍ଷାର ମୂଲ୍ୟାୟନ କରାଯାଇଛି। ଏଥିରୁ ଜଣାପଡ଼ିଛି ୩ଟି ଯାକ ଷ୍ଟେରଏଡ୍‌ର ପ୍ରତିଟି ଟ୍ରାଏଲ ମୃତ୍ୟୁ ବିପଦ ଟାଳିବାରେ ସଫଳ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story