ବଜାରରେ ବିକ୍ରି ହେଉଛି ବିଷାକ୍ତ ଆଳୁ! ତାତିଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ବର୍ଷର ବାର ମାସ ଉପଲବ୍ଧ ହେଉଥିବା ପରିବା ହେଉଛି ଆଳୁ। ଭାରତୀୟଙ୍କ ଖାଇବା ଥାଳିରେ ଆଳୁର ଉପସ୍ଥିତି ସବୁ ରହିଛି। ତେଣୁ ଆଳୁର ଦାମ ଟିକିଏ ଉଚ୍ଚା ହୋଇଗଲେ ରୋଷେଇ ଘରେ ନିଆଁ ଲାଗିଲା ବୋଲି କୁହାଯାଏ। ହେଲେ ଏବେ ବଜାରରେ ମିଳୁଥିବା ଆଳୁ ବିଷାକ୍ତ ବୋଲି ଅଭିଯୋଗ ହୋଇଛି। ଅଧିକ ପରିମାଣରେ କେମିକାଲ ରହୁଥିବାରୁ ଏହା ବିଷ ବୋଲି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳର ନେତା ରାମଭୀର ସିଂ ବଧୁରୀ କହିଛନ୍ତି। ରାମଭୀର ସିଂ […]

Potato

Potato

Subhransu Sekhar
  • Published: Sunday, 02 August 2020
  • Updated: 02 August 2020, 09:11 PM IST

Sports

Latest News

ନୂଆଦିଲ୍ଲୀ: ବର୍ଷର ବାର ମାସ ଉପଲବ୍ଧ ହେଉଥିବା ପରିବା ହେଉଛି ଆଳୁ। ଭାରତୀୟଙ୍କ ଖାଇବା ଥାଳିରେ ଆଳୁର ଉପସ୍ଥିତି ସବୁ ରହିଛି। ତେଣୁ ଆଳୁର ଦାମ ଟିକିଏ ଉଚ୍ଚା ହୋଇଗଲେ ରୋଷେଇ ଘରେ ନିଆଁ ଲାଗିଲା ବୋଲି କୁହାଯାଏ। ହେଲେ ଏବେ ବଜାରରେ ମିଳୁଥିବା ଆଳୁ ବିଷାକ୍ତ ବୋଲି ଅଭିଯୋଗ ହୋଇଛି। ଅଧିକ ପରିମାଣରେ କେମିକାଲ ରହୁଥିବାରୁ ଏହା ବିଷ ବୋଲି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳର ନେତା ରାମଭୀର ସିଂ ବଧୁରୀ କହିଛନ୍ତି।

ରାମଭୀର ସିଂ ଉପରାଜ୍ୟପାଳ ଅନୀଲ ବାଇଜଲ ନିକଟରେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି। ଦିଲ୍ଲୀରେ ବିକ୍ରି ହେଉଥିବା ଆଳୁରେ ଅଧିକ କେମିକାଲ ରହୁଛି, ଯାହା ଆମ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ ବୋଲି ସେ କହିଛନ୍ତି।

ଏବେ ଦିଲ୍ଲୀରେ ବିକ୍ରି ହେଉଥିବା ଆଳୁକୁ ପାହାଡି ଆଳୁ କହି ବଜାରରେ ଚଢ଼ା ଦାମରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଶିମଲା ଏବଂ ଅନ୍ୟାନ୍ୟ ସ୍ଥାନରୁ ଆସୁଥିବା ପାହାଡ଼ି ଆଳୁ ନାମରେ ଗ୍ରାହକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ସେ କହିଛନ୍ତି। ଏହି ରସାୟନିକ ସମୃଦ୍ଧ ଆଳୁକୁ ସମ୍ୱାଲ, ବରେଲି, ଚାନ୍ଦୁସି ଭଳି ସହରରୁ ଅଣାଯାଉଛି, ଯାହା ପାହାଡୀ ଆଳୁ ନାମରେ ବଜାରରେ ବିକ୍ରି ହେଉଛି |

ଶ୍ରୀରାମ ଲ୍ୟାବର ରିପୋର୍ଟକୁ ଆଧାର କରି ରାମଭୀର ସିଂ ବିଧୁରୀ କହିଛନ୍ତି, ପ୍ଲାଷ୍ଟର ଅଫ୍ ପ୍ୟାରିସ ସିମେଣ୍ଟ ଏବଂ ହଳଦିଆ ଚୁନାରେ ଲେପ ଲଗାଯାଇଛି। ଏହା ସ୍ୱାସ୍ଥ୍ୟ ପାଇଁ ବିପଦ ଜନକ। ଏମିତିକି ସ୍ୱାସ୍ଥ୍ୟ ଖରାପ ହେଲେ ଗୁରୁତର ହେବାର ସମ୍ଭାବନା ରହିଛି।

ଏସବୁ ଜାଣି ମଧ୍ୟ ବିଧୁରୀ କହିଛନ୍ତି ଯେ ମଣ୍ଡି ପ୍ରଶାସନ ଏବଂ ସରକାର ଜାଣି ମଧ୍ୟ ଚୁପ୍ ରହିଛନ୍ତି। ସେଥିପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story