ପରଲୋକରେ ପୂର୍ବତନ କ୍ରିକେଟର ତଥା ୟୁପି ସରକାରର ମନ୍ତ୍ରୀ ଚେତନ ଚୌହାନ

ଲକ୍ଷ୍ମୌ: ପରଲୋକରେ ପୂର୍ବତନ କ୍ରିକେଟର ତଥା ୟୁପି ସରକାରର କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ। ଜୁଲାଇରେ ସେ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଗୋଟିଏ କିଡନୀ ଫେଲ୍ ହୋଇଯିବା ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଏହାପରେ ଆଜି ତାଙ୍କର ୭୩ବର୍ଷରେ ପରଲୋକ ହୋଇଯାଇଛି। କରୋନାରେ ସଂକ୍ରମିତ ହେବା ପରେ ଚେତନଙ୍କୁ ପ୍ରଥମେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା […]

chetan-chauhan (1)

chetan-chauhan (1)

Subhransu Sekhar
  • Published: Sunday, 16 August 2020
  • Updated: 16 August 2020, 06:20 PM IST

Sports

Latest News

ଲକ୍ଷ୍ମୌ: ପରଲୋକରେ ପୂର୍ବତନ କ୍ରିକେଟର ତଥା ୟୁପି ସରକାରର କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ। ଜୁଲାଇରେ ସେ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଗୋଟିଏ କିଡନୀ ଫେଲ୍ ହୋଇଯିବା ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଏହାପରେ ଆଜି ତାଙ୍କର ୭୩ବର୍ଷରେ ପରଲୋକ ହୋଇଯାଇଛି। କରୋନାରେ ସଂକ୍ରମିତ ହେବା ପରେ ଚେତନଙ୍କୁ ପ୍ରଥମେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଗୁରୁଗ୍ରାମର ମେଦନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଉତ୍ତର ପ୍ରଦେଶର ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ସହିତ କ୍ରୀଡା ମନ୍ତ୍ରୀ ଥିଲେ। ୭୦ ଦଶକରେ କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଓପନିଂ ପାର୍ଟନର ଭାବେ ଚୌହ୍ୱାନ ଟିମ୍ ଇଣ୍ଡିଆ ପାଇଁ ବହୁ ସଫଳତା ଆଣିଥିଲେ।

ଚୌହ୍ୱାନଙ୍କ ପୂର୍ବରୁ ଅଗଷ୍ଟ ୨ରେ ୟୁପି ସରକାରର ମନ୍ତ୍ରୀ କମଲା ରାନୀ ବରୁଣ ମଧ୍ୟ କରୋନାରେ ମୃତ୍ୟୁ ବରଣ କରିଥିଲେ। ନିକଟରେ ୟୁପି ସରକାରୀ ଆଇନ ମନ୍ତ୍ରୀ ବ୍ରଜେଶ ପୃଥକ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଉତ୍ତରପ୍ରଦେଶ କ୍ରୀଡ଼ା ମନ୍ତ୍ରୀ ଉପେନ୍ଦ୍ର ତିୱାରୀ, ଜେଲ ମନ୍ତ୍ରୀ ଜୟ ପ୍ରତାପ ସିଂ, ରାଜେନ୍ଦ୍ର ପ୍ରତାପ ସିଂ, ଧରମ ସିଂ ସାଇନି, କ୍ୟାବିନେଟ ମନ୍ତ୍ରୀ ମୋତି ସିଂ ଏବଂ ମହେନ୍ଦ୍ର ସିଂ କରୋନାରେ ସଂକ୍ରମିତ ହୋଇ ଆରୋଗ୍ୟ ହୋଇଛନ୍ତି। ଏହା ବ୍ୟତୀତ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ ମଧ୍ୟ ଗତ ସପ୍ତାହରେ କରୋନାରେ ସଂକ୍ରମିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story