ବାଇକରେ ବୁଲିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: କାହାକୁ ଭେଟିଲେ, କ’ଣ କହିଲେ,ଦେଖନ୍ତୁ ଭିଡ଼ିଓ

<p>ରାୟପୁର: ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳରେ ବାଇକରେ ବୁଲି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂ। ସୀମାନ୍ତ ଇଞ୍ଜରାମକୁ ଦିନିକିଆ ଗସ୍ତରେ ଆସି ସେ ସାଧାରଣ ସଭାରେ ଯୋଗ ଦେବା ସହ ଇଞ୍ଜରାମ-ଭେଜିକୁ କରୁଥିବା ୨୦ କିଲୋମିଟର ରାସ୍ତାକୁ ସହିଦ ଜଗଜିତ ସିଂ ମାର୍ଗ ନାମରେ ନାମକରଣ କରିଛନ୍ତି। ଏଥିସହ କିଛି ସୁରକ୍ଷାକର୍ମୀଙ୍କ ସହ ବାଇକରେ ସୁକମାରୁ କୋଣ୍ଟାକୁ ନିର୍ମାଣ ହୋଇଥିବା ଏନ୍ଏଚ୍ ୩୦ କଂକ୍ରିଟ ରୋଡ୍ ବୁଲି ଦେଖିଥିଲେ ରମଣ। ମାଓପ୍ରବଣ ଅଞ୍ଚଳରେ ବାଇକରେ ବୁଲି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ।</p>

Ordigital Desk
  • Published: Monday, 12 March 2018
  • Updated: 12 March 2018, 05:20 PM IST

Sports

Latest News

<p>ରାୟପୁର: ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳରେ ବାଇକରେ ବୁଲି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂ। ସୀମାନ୍ତ ଇଞ୍ଜରାମକୁ ଦିନିକିଆ ଗସ୍ତରେ ଆସି ସେ ସାଧାରଣ ସଭାରେ ଯୋଗ ଦେବା ସହ ଇଞ୍ଜରାମ-ଭେଜିକୁ କରୁଥିବା ୨୦ କିଲୋମିଟର ରାସ୍ତାକୁ ସହିଦ ଜଗଜିତ ସିଂ ମାର୍ଗ ନାମରେ ନାମକରଣ କରିଛନ୍ତି। ଏଥିସହ କିଛି ସୁରକ୍ଷାକର୍ମୀଙ୍କ ସହ ବାଇକରେ ସୁକମାରୁ କୋଣ୍ଟାକୁ ନିର୍ମାଣ ହୋଇଥିବା ଏନ୍ଏଚ୍ ୩୦ କଂକ୍ରିଟ ରୋଡ୍ ବୁଲି ଦେଖିଥିଲେ ରମଣ। ମାଓପ୍ରବଣ ଅଞ୍ଚଳରେ ବାଇକରେ ବୁଲି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos