୩,୫,୮ ବର୍ଷ ବୟସ୍କ ପିଲାଙ୍କୁ କରୋନା, ଚିନ୍ତା ବଢ଼ାଇଲା ଇନ୍ଦୋର ରୋଗୀଙ୍କ ସଂଖ୍ୟା

ଇନ୍ଦୋର: ବୁଧବାର ମଧ୍ୟପ୍ରଦେଶରେ ୨୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୬ରେ ପହଞ୍ଚି ଯାଇଛି। ରାଜ୍ୟରେ ବର୍ଦ୍ଧିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଥିବା ବେଳେ ଏମାନଙ୍କ ମଧ୍ୟରେ ଛୋଟ ପିଲା ଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପିଟିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୨୦ ଜଣ ନୂଆ କରୋନା ରୋଗୀଙ୍କ ମଧ୍ୟରୁ ୧୯ ଜଣ ହେଉଛନ୍ତି ଇନ୍ଦୋରର। ୧୯ ଜଣଙ୍କ ମଧ୍ୟରୁ ୯ ଜଣ ଗୋଟିଏ ପରିବାରର। […]

f

f

Hemant Lenka
  • Published: Wednesday, 01 April 2020
  • Updated: 01 April 2020, 05:49 PM IST

Sports

Latest News

ଇନ୍ଦୋର: ବୁଧବାର ମଧ୍ୟପ୍ରଦେଶରେ ୨୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୬ରେ ପହଞ୍ଚି ଯାଇଛି। ରାଜ୍ୟରେ ବର୍ଦ୍ଧିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଥିବା ବେଳେ ଏମାନଙ୍କ ମଧ୍ୟରେ ଛୋଟ ପିଲା ଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ପିଟିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୨୦ ଜଣ ନୂଆ କରୋନା ରୋଗୀଙ୍କ ମଧ୍ୟରୁ ୧୯ ଜଣ ହେଉଛନ୍ତି ଇନ୍ଦୋରର। ୧୯ ଜଣଙ୍କ ମଧ୍ୟରୁ ୯ ଜଣ ଗୋଟିଏ ପରିବାରର।

ତନଜିମ ନଗରରେ ରହୁଥିବା ଏହି ପରିବାରରେ ଥିବା ୩ ବର୍ଷ, ୫ ବର୍ଷ ଓ ୮ ବର୍ଷ ବୟସ୍କ ପିଲାଙ୍କ ଶରୀରରେ ମଧ୍ୟ କରୋନା ଭୂତାଣୁ ଠାବ ହୋଇଛି। ଏତେ କମ ବୟସର ପିଲାଙ୍କୁ କରୋନା ହେବା ଖୁବ ବିରଳ ଘଟଣା। କିନ୍ତୁ ଇନ୍ଦୋରରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story