ଉହାନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅନୁମତି ଦେଉନି ଚାଇନା

ନୂଆଦିଲ୍ଲୀ: କରୋନା କବଳରେ ଉହାନରେ ଫସି ରହିଥିବା ଭାରତୀୟ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଚାହୁଁଛି। ହେଲେ ଚୀନ ସାଜିଛି ବାଧକ। ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରେସ୍‌କ୍ୟୁ ବିମାନ ପଠାଇବା ଲାଗି ଭାରତ ଚାହୁଁଛି। କିନ୍ତୁ ଅନୁମତି ଦେଉନାହିଁ ଚୀନ୍ । ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ସେମାନଙ୍କ ନାଗରୀକଙ୍କୁ ଉଦ୍ଧାର କରିବା ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ଭାରତର ଅନୁରୋଧ ପରେ ମଧ୍ୟ କ୍ଲିୟରାନ୍ସ ଦିଆଯାଉନାହିଁ । ଏପରିକି ଭାରତ […]

iaf

iaf

Subhransu Sekhar
  • Published: Saturday, 22 February 2020
  • Updated: 22 February 2020, 02:38 PM IST

Sports

Latest News

ନୂଆଦିଲ୍ଲୀ: କରୋନା କବଳରେ ଉହାନରେ ଫସି ରହିଥିବା ଭାରତୀୟ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଚାହୁଁଛି। ହେଲେ ଚୀନ ସାଜିଛି ବାଧକ। ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରେସ୍‌କ୍ୟୁ ବିମାନ ପଠାଇବା ଲାଗି ଭାରତ ଚାହୁଁଛି। କିନ୍ତୁ ଅନୁମତି ଦେଉନାହିଁ ଚୀନ୍ ।

ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ସେମାନଙ୍କ ନାଗରୀକଙ୍କୁ ଉଦ୍ଧାର କରିବା ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ଭାରତର ଅନୁରୋଧ ପରେ ମଧ୍ୟ କ୍ଲିୟରାନ୍ସ ଦିଆଯାଉନାହିଁ । ଏପରିକି ଭାରତ ପକ୍ଷରୁ ରିଲିଫ୍ ସାମଗ୍ରୀକୁ ମଧ୍ୟ ଗ୍ରହଣ କରୁନାହିଁ ଚୀନ୍। ସରକାର ଚୀନ୍‌ରେ କରୋନା କାୟା ବିସ୍ତାର କରି କାଳ ସାଜିଥିବା ବେଳେ ୨ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୭୦ ହଜାରରୁ ଅଧିକ ଲୋକ ଏବେ ବି ଆକ୍ରାନ୍ତ ଅଛନ୍ତି । ଏସବୁ ମଧ୍ୟରେ ଭାରତର ସହଯୋଗକୁ ଚୀନ୍ ଅଗ୍ରାହ୍ୟ କରି ଦେଇଛି।

ଏଠି କହିରଖିଛୁ, ୧୭ ଫେବ୍ରୁଆରୀରେ ଭାରତ ସରକାର ଘୋଷଣା କରିଥିଲେ, ଭାରତୀୟ ବାୟୁସେନାର ସବୁଠାରୁ ବଡ ବିମାନ C-17 ଗ୍ଲୋବ ମାଷ୍ଟର ଔଷଧ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ନେଇ ଉହାନ ଅଭିମୁଖେ ଯାତ୍ରା କରିବ। ରିଲିଫ ସାମଗ୍ରୀ ସେଠାରେ ପହଞ୍ଚାଇବା ପରେ ଚୀନରେ ଫସି ରହିଥିବା ଶେଷ ଭାରତୀୟ ସେହି ବିମାନରେ ‍ପ୍ରତ୍ୟାବର୍ତ୍ତନ କରିବେ। ଅନେକ ଭାରତୀୟ ଉହାନ ସହରରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।  ହେଲେ ଚୀନ ସରକାର ବିମାନ ଅବତରଣ ପାଇଁ ଅନୁମତି ଦେଉ ନ ଥିବାରୁ ଚୀନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ। ଚୀନ ସରକାର ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରୁଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଚୀନ କହିଛି, ବିଳମ୍ବ କରାଯାଉ ନାହିଁ। ବରଂ କୌଣସି ସ୍ପଷ୍ଟ କାରଣ ଦିଆଯାଇ ପାରୁ ନ ଥିବାରୁ ମଞ୍ଜୁରୀ ମିଳି ପାରୁନି।

ସୂଚନାଥାଉ କି, ଏହା ପୂର୍ବରୁ ଫେବ୍ରୁଆରୀ ଏୟାର ଇଣ୍ଡିଆର ଦୁଇ ବିଶେଷ ବିମାନ ଉହାନ ଯାଇଥିଲା ଏବଂ ସେଠାରେ ଫସି ରହିଥିବା ୬୪୭ ଜଣଙ୍କୁ ଉଦ୍ଧାର କରି ଆଣିଥିଲା। ଏମାନଙ୍କ ମଧ୍ୟରେ ୭ ଜଣ ମାଲଦୀପ ନାଗରିକ ମଧ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story