ଭାରତକୁ ଉସକାଇବାକୁ ଚୀନର ନୂଆ ଚାଲ୍!

ବେଜିଂ: କରୋନା ଭଳି ଘାତକ ଭାଇରସ ବିସ୍ତାର କରି ଦୁନିଆକୁ ଅନ୍ଧାର ଭିତରକୁ ଠେଲି ଦେଇଥିବା ବେଜିଂ ଏବେ ପଡ଼ୋଶୀ ଦେଶ ସହିତ ସୀମା ବିବାଦ କରିବା ପାଇଁ ଗୋଟି ଚଳାଉଛି। ଜାପାନ, ନେପାଳ ଇତ୍ୟାଦି ଦେଶ ପରେ ଏବେ ଭୁଟନାର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିଛି ବେଜିଂ। ଗୋଟିଏ ପଟେ ଭାରତ-ଚୀନ୍ ସହିତ ଲଦାଖରେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଥିବାବେଳେ ଏବେ ଭୁଟାନର କିଛି ଅଞ୍ଚଳକୁ ନିଜର ବୋଲି କହି ଭାରତକୁ […]

Bhutan

Bhutan

Subhransu Sekhar
  • Published: Sunday, 26 July 2020
  • Updated: 26 July 2020, 06:07 PM IST

Sports

Latest News

ବେଜିଂ: କରୋନା ଭଳି ଘାତକ ଭାଇରସ ବିସ୍ତାର କରି ଦୁନିଆକୁ ଅନ୍ଧାର ଭିତରକୁ ଠେଲି ଦେଇଥିବା ବେଜିଂ ଏବେ ପଡ଼ୋଶୀ ଦେଶ ସହିତ ସୀମା ବିବାଦ କରିବା ପାଇଁ ଗୋଟି ଚଳାଉଛି। ଜାପାନ, ନେପାଳ ଇତ୍ୟାଦି ଦେଶ ପରେ ଏବେ ଭୁଟନାର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିଛି ବେଜିଂ।

ଗୋଟିଏ ପଟେ ଭାରତ-ଚୀନ୍ ସହିତ ଲଦାଖରେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଥିବାବେଳେ ଏବେ ଭୁଟାନର କିଛି ଅଞ୍ଚଳକୁ ନିଜର ବୋଲି କହି ଭାରତକୁ ଉସକେଇବାକୁ ଡ୍ରାଗନ ଚେଷ୍ଟା କରୁଥିବା ଜଣାପଡ଼ିଛି।

୨୦୧୭ ରେ ଡୋକଲାମ ବିବାଦ ସମୟରେ ଥିମ୍ଫୁ ଦୁଇ ଦେଶ ମଧ୍ୟରେ ପେଶି ହୋଇ ଯାଇଥିଲା। ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ଭୌଗଳିକ ସୀମା ବିବାଦକୁ ଦେଖିଲେ ଭୁଟାନ ଦୁଇ ଦେଶ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଚେଷ୍ଟା କରିବ। ହେଲେ କରୋନା ମାମଲାରେ ଚୀନ ଭାରତର ସମର୍ଥନ ନପାଇବା ପରେ ଏବେ ଭୁଟାନକୁ ମନାଇ ଭାରତକୁ ଟେନସେନ ଦେବାକୁ ଚିନ୍ତା କରିଛି।

ପରିଣାମସ୍ୱରୂପ ଥିମ୍ପୁ ପ୍ରଶାସନର ଚିନ୍ତାଧାରା ବଦଳିଛି। ଚୀନ୍‌ର ଜିଦ୍‌ କାରଣରୁ ଭୁଟାନ ତା’ର ଆଭିମୁଖ୍ୟ ବଦଳାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଥମ୍ପୁ ବନ୍ୟଜନ୍ତୁ ଅଭୟାରଣ୍ୟ ପାଇଁ ପାଣ୍ଠି ଚାହୁଁଥିଲା। ହେଲେ ଏହି ଚୀନ୍ ଅଞ୍ଚଳରେ ଥିବା ୬୫୦ ବର୍ଗ କିଲୋମିଟର ଅଭୟାରଣ୍ୟକୁ ଏହାକୁ ବିବାଦୀୟ ବୋଲି କହିଥିଲା।

ଏବେ ଚୀନର ସୀମା ରାଜନୀତିର ଚକ୍ରବ୍ୟୁହରେ ଭୁଟାନ ନଫଶିବାକୁ ଚିନ୍ତା କରିଛି। ଯଦି ବେଜିଂ କଥାରେ ଭୁଟାନ ସହମତି ପ୍ରକାଶ କରିବ ତା’ହେଲେ ଆଗାମୀ ଦିନରେ ବେଜିଂର ଗୁଲାମ ହେବାକୁ ପଡ଼ିପାରେ ବୋଲି ଭୁଟାନ ଆକଳନ କରିଛି।

ଏବେ ବେଜିଂର ଏହି ଚାଲକୁ ଭୁଟାନ ଭଲ ଭାବରେ ବୁଝିବା ପରେ ଚୀନର ପ୍ରସ୍ତାବକୁ ଔପଚାରିକ ଭାବରେ ନାଁ କହିଥିବା ସୂଚନା ରହିଛି। ସୀମା ସମସ୍ୟାର ସମାଧାନ ପାଇଁ ଭୁଟାନ ଏବଂ ଚୀନ୍ ୧୯୮୪ ପରଠାରୁ ୨୪ ଥର ଆଲୋଚନା କରିଛନ୍ତି। ହେଲେ ଏଯାବତ ସମସ୍ୟାର ସମାଧାନ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story