ବଡ଼ ଖୁଲାସା: କରୋନା ତଥ୍ୟ ଲୁଚାଇବାକୁ WHOକୁ ଅପିଲ୍ କରିଥିଲା ଚୀନ୍

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇପଡ଼ିଥିବା ବେଳେ ଏକ ବଡ଼ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍ ବ୍ୟକ୍ତିଗତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସଙ୍କୁ କରୋନା ଭାଇରସ ବାବଦରେ ସୂଚନା ଲୁଚାଇବାକୁ ନିବେଦନ କରିଛନ୍ତି। ଏମିତିକି ବିଳମ୍ୱରେ ଏ ବାବଦରେ ବିଶ୍ୱବାସୀଙ୍କୁ ଅବଗତ କରାଇବାକୁ ଚୀନ୍ ରାଷ୍ଟ୍ରପତି ନିବେଦନ କରିଥିବା ଜଣାପଡ଼ିଛି। ଯଦି ଏହି ରିପୋର୍ଟ ସତ ତା’ହେଲେ ଚୀନର ଏକଛାତ୍ରବାଦ ଶାସକ ଜିଙ୍ଗ୍ […]

xing ping who chief

xing ping who chief

Subhransu Sekhar
  • Published: Sunday, 10 May 2020
  • Updated: 10 May 2020, 04:45 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇପଡ଼ିଥିବା ବେଳେ ଏକ ବଡ଼ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍ ବ୍ୟକ୍ତିଗତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସଙ୍କୁ କରୋନା ଭାଇରସ ବାବଦରେ ସୂଚନା ଲୁଚାଇବାକୁ ନିବେଦନ କରିଛନ୍ତି। ଏମିତିକି ବିଳମ୍ୱରେ ଏ ବାବଦରେ ବିଶ୍ୱବାସୀଙ୍କୁ ଅବଗତ କରାଇବାକୁ ଚୀନ୍ ରାଷ୍ଟ୍ରପତି ନିବେଦନ କରିଥିବା ଜଣାପଡ଼ିଛି। ଯଦି ଏହି ରିପୋର୍ଟ ସତ ତା’ହେଲେ ଚୀନର ଏକଛାତ୍ରବାଦ ଶାସକ ଜିଙ୍ଗ୍ ପିଙ୍ଗ୍ ବିଶ୍ୱ ପାଇଁ କେତେ ଭୟଙ୍କର ତାହା ଅନୁମେୟ।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜର୍ମାନୀରେ ଡେର ସ୍ପିଗେଲରେ ଏ ବାବଦରେ ଉଲ୍ଲେଖ ରହିଛି। ନିଜ ଦେଶର ଗୁଇନ୍ଦା ରିପୋର୍ଟକୁ ଆଧାର କରି ଜର୍ମାନୀର ଏହି ପ୍ରମୁଖ ଗଣମାଧ୍ୟମ ଏହି ରିପୋର୍ଟ ପ୍ରକାଶ କରିଛି।

ଜାନୁଆରୀ ୨୧ରେ ଜିଙ୍ଗପିଙ୍ଗ ଓ WHO ପ୍ରମୁଖ ଟେଡ୍ରୋସଙ୍କ ସହିତ ଏଭଳି ଆଲୋଚନା ହୋଇଥିବା ରିପୋର୍ଟରେ ଦାବି ହୋଇଛି। ଜର୍ମାନୀର ଗୁଇନ୍ଦା ବିଏନଡି ଏଭଳି ସୂଚନା ଦେଇଥିବା ଜଣାପଡ଼ିଛି। ଏହି ଆଲୋଚନା ବେଳେ କରୋନା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ ବ୍ୟାପୁଥିବା ବାବଦରେ ଲୁଚାଇବା ସହିତ ବିଳମ୍ୱରେ ଅବଗତ କରାଇବାକୁ ଜିଙ୍ଗପିଙ୍ଗ୍ ଅନୁରୋଧ କରିଥିଲେ। ତେଣୁ ବିଳମ୍ୱରେ WHOକୁ କରୋନା ବାବଦରେ ବିଶ୍ୱବାସୀକୁ ଅବଗତ କରାଇଥିବା ଆକଳନ କରାଯାଉଛି।

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ WHO ବିଳମ୍ୱରେ କରୋନା ବାବଦରେ ଅବଗତ କରାଇଥିବା ନେଇ ଅଭିଯୋଗ କରିଥିଲେ। ଏମିତିକି ଚୀନ୍ ସପକ୍ଷରେ WHO ଓକିଲାତି କରୁଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ହେଲେ ଏହି ଅଭିଯୋଗକୁ WHO ଖଣ୍ଡନ କରିଆସୁଛି। WHO ଖଣ୍ଡନ କରିଆସୁଥିଲେ ମଧ୍ୟ ଏହି ଭାଇରସକୁ ଚୀନ୍ ଓ ଉହାନ ଭାଇରସ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଓ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ।

ତେବେ ଡେଲି ମେଲରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ WHO ଏଭଳି ରିପୋର୍ଟକୁ ଗୁଜବ ବୋଲି କହିଛି। ଜାନୁଆରୀ ୨୧ରେ ଜିଙ୍ଗପିଙ୍ଗଙ୍କ ସହ WHO ପ୍ରମୁଖ ଟେଡ୍ରୋସଙ୍କର କୌଣସି ଆଲୋଚନା କରିନଥିବା କୁହାଯାଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୨୦ରେ WHO କହିଥିଲା, କରୋନା ଭାଇରସ ମଣିଷ ପାଖରୁ ସଂକ୍ରମିତ ହେଉଛି। ଜାନୁୟାରୀ ୨୨ରେ କହିଥିଲା ଉହାନ ମାମଲାର ଛାନଭିନ୍ କରିବା ପରେ ଏହି ମହାମାରୀ ମଣିଷ ପାଖରୁ ମଣିଷ ବିସ୍ତାର ହେଉଛି ବୋଲି WHO କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story