ଚୀନରେ ଭୂ-ସ୍ଖଳନ: ୧୦ଲକ୍ଷ ଲୋକ ପ୍ରଭାବିତ

ବେଜିଂ:  ଗତକାଲିଠାରୁ ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ଚୀନର ବିଭିନ୍ନ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ପଶ୍ଚିମ ଚୀନର ଗ୍ୟାଙ୍ଗଟଙ୍ଗ ପ୍ରଦେଶରେ ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ୧୦ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୨୮୮ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଯାଇଥିବା ବେଳେ ୫୬ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚୀନ ଅର୍ଥନୀତି ୧.୩  ବିଲୟନ ହ୍ରାସ ପାଇଥିବା  ଆଭ୍ୟନ୍ତରୀଣ ମନ୍ତ୍ରାଣାଳାୟରୁ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ, […]

rainfall

Rakesh Mallick
  • Published: Friday, 10 July 2015
  • , Updated: 04 May 2017, 03:45 PM IST

ବେଜିଂ:  ଗତକାଲିଠାରୁ ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ଚୀନର ବିଭିନ୍ନ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ପଶ୍ଚିମ ଚୀନର ଗ୍ୟାଙ୍ଗଟଙ୍ଗ ପ୍ରଦେଶରେ ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ୧୦ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୨୮୮ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଯାଇଥିବା ବେଳେ ୫୬ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚୀନ ଅର୍ଥନୀତି ୧.୩  ବିଲୟନ ହ୍ରାସ ପାଇଥିବା  ଆଭ୍ୟନ୍ତରୀଣ ମନ୍ତ୍ରାଣାଳାୟରୁ ସୂତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ୟ, ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଚୀନର ଉପକୂଳବର୍ତ୍ତୀ ଅଞ୍ଚଳ ସାନିୱେ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୧୨୬ କିଲୋମିଟର ବେଗରେ ପବନ ବୋହୁଥିବା ଜଣାପଡିଛି। ୧୩୦ ସହରାଅଞ୍ଚଳ ଓ ୫ଟି ସହରର ଲୋକେ ପ୍ରଭାବିତ ହୋଇଛନ୍ତି। ଚୀନର ଉପକୂଳବର୍ତ୍ତୀ ଅଞ୍ଚଳରେ  ଶୁକ୍ରବାର ଓ ଶନିବାର ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ସହ ୨୦୮ କି.ମି. ବେଗରେ ପବନ ବୋହିବ ବୋଲି ପାଣି ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

Related story