ବିଶିଷ୍ଟ ସାମ୍ବାଦିକ ଚୋ ରାମାସ୍ୱାମୀଙ୍କ ପରଲୋକ

ଚେନ୍ନାଇ: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚୋ ରାମାସ୍ୱାମୀଙ୍କର ଆଜି ସକାଳେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛି ଦିନ ହେଲାଣି ସେ ଅସୁସ୍ଥ ଥିଲେ। ସେ ଥୁଗଲକ୍ ମାଗାଜିନ୍‌ର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ବ୍ୟଙ୍ଗ ରଚନା ପାଇଁ ସେ ବେଶ୍ ଜଣାଶୁଣା ଥିଲେ। ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ରଜନୀକାନ୍ତ ଓ କମଲହାସନଙ୍କ ସହିତ ସେ ଅଭିନୟ କରିଛନ୍ତି।

cho-ramaswamy

Rakesh Mallick
  • Published: Wednesday, 07 December 2016
  • , Updated: 07 December 2016, 11:37 AM IST

ଚେନ୍ନାଇ: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚୋ ରାମାସ୍ୱାମୀଙ୍କର ଆଜି ସକାଳେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛି ଦିନ ହେଲାଣି ସେ ଅସୁସ୍ଥ ଥିଲେ।

ସେ ଥୁଗଲକ୍ ମାଗାଜିନ୍‌ର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ବ୍ୟଙ୍ଗ ରଚନା ପାଇଁ ସେ ବେଶ୍ ଜଣାଶୁଣା ଥିଲେ।

ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ରଜନୀକାନ୍ତ ଓ କମଲହାସନଙ୍କ ସହିତ ସେ ଅଭିନୟ କରିଛନ୍ତି।

Related story