ଚୁଡ଼ା ଓ ଦହି ଖୁଆଇଲେ ଲାଲୁ

ପାଟଣା:  ମକର ସଂକ୍ରାନ୍ତି  ଅବସରରେ ଆଜି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଚୁଡ଼ା ଓ ଦହି  ଭୋଜନର ଆୟୋଜନ କରିଥିଲେ। ପ୍ରଥମ ଥର ପାଇଁ ଏହି ଭୋଜନରେ ସାମିଲ ହେବା ପାଇଁ ବିଜେପି ନେତାମାନଙ୍କୁ  ନିୟତା  ଦିଆଯାଇଥିଲା। କିନ୍ତୁ ବିଜେପି ଲାଲୁଙ୍କ ନିୟତାକୁ ଗ୍ରହଣ କରିନାହିଁ। ବିଜେପିର କୌଣସି ନେତା ଲାଲୁଙ୍କ ଭୋଜନରେ ସାମିଲ  ହୋଇନଥିଲେ। ଆରଜେଡି ନେତା ଭୋଲେ ୟାଦବ କହିଛନ୍ତି, “ଲାଲୁଙ୍କ ନିର୍ଦ୍ଦେଶରେ ମୁଁ  ଟେଲିଫୋନ୍‌ କରି ବିଜେପି ନେତାଙ୍କୁ ନିୟତା ଦେଇଥିଲି। […]

lalu_s

lalu_s

Rakesh Mallick
  • Published: Saturday, 14 January 2017
  • Updated: 14 January 2017, 03:31 PM IST

Sports

Latest News

ପାଟଣା:  ମକର ସଂକ୍ରାନ୍ତି  ଅବସରରେ ଆଜି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଚୁଡ଼ା ଓ ଦହି  ଭୋଜନର ଆୟୋଜନ କରିଥିଲେ। ପ୍ରଥମ ଥର ପାଇଁ ଏହି ଭୋଜନରେ ସାମିଲ ହେବା ପାଇଁ ବିଜେପି ନେତାମାନଙ୍କୁ  ନିୟତା  ଦିଆଯାଇଥିଲା। କିନ୍ତୁ ବିଜେପି ଲାଲୁଙ୍କ ନିୟତାକୁ ଗ୍ରହଣ କରିନାହିଁ। ବିଜେପିର କୌଣସି ନେତା ଲାଲୁଙ୍କ ଭୋଜନରେ ସାମିଲ  ହୋଇନଥିଲେ।

ଆରଜେଡି ନେତା ଭୋଲେ ୟାଦବ କହିଛନ୍ତି, “ଲାଲୁଙ୍କ ନିର୍ଦ୍ଦେଶରେ ମୁଁ  ଟେଲିଫୋନ୍‌ କରି ବିଜେପି ନେତାଙ୍କୁ ନିୟତା ଦେଇଥିଲି। ସେମାନେ ଭୋଜନରେ ସାମିଲ ହେବା ପାଇଁ କହିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story