କାଏରୋରେ ଆତ୍ମଘାତୀ ବିସ୍ଫୋରଣ: ୫ଆହତ

କାଏରୋ:  ଇଜିପ୍ଟର ରାଜଧାନୀ କାଏରୋରେ  ଶନିବାର ସକାଳ ପ୍ରାୟ ୬.୩୦ମିନିଟରେ  ଏକ ବିସ୍ଫୋରଣ ଘଟିଛି।  ଏହି ବିସ୍ଫୋରଣ ଯୋଗୁ ଏକ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ଜଣ ପୋଲିସ କର୍ମଚାରୀଙ୍କ ଆହତ ହୋଇଛନ୍ତି । ଆହତମାନଙ୍କୁ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ସୂଚନାଯୋଗ୍ୟ,  ୨୦୧୩ର  ଜୁଲାଇରେ  ମୁସଲମାନ ରାଷ୍ଟ୍ରପତି ମହମଦ୍ ମୋରିସଙ୍କୁ ଗାଦିଚ୍ୟୁତ କରାଯିବା ପରଠାରୁ   ଇଜିପ୍ଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶତାଧିକ ଯବାନ ଓ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିସାରିଲାଣି। ଏହି ସମୟ ମଧ୍ୟରେ  ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ  […]

i

Rakesh Mallick
  • Published: Saturday, 11 July 2015
  • , Updated: 04 May 2017, 03:45 PM IST

କାଏରୋ:  ଇଜିପ୍ଟର ରାଜଧାନୀ କାଏରୋରେ  ଶନିବାର ସକାଳ ପ୍ରାୟ ୬.୩୦ମିନିଟରେ  ଏକ ବିସ୍ଫୋରଣ ଘଟିଛି।  ଏହି ବିସ୍ଫୋରଣ ଯୋଗୁ ଏକ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ଜଣ ପୋଲିସ କର୍ମଚାରୀଙ୍କ ଆହତ ହୋଇଛନ୍ତି । ଆହତମାନଙ୍କୁ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସୂଚନାଯୋଗ୍ୟ,  ୨୦୧୩ର  ଜୁଲାଇରେ  ମୁସଲମାନ ରାଷ୍ଟ୍ରପତି ମହମଦ୍ ମୋରିସଙ୍କୁ ଗାଦିଚ୍ୟୁତ କରାଯିବା ପରଠାରୁ   ଇଜିପ୍ଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶତାଧିକ ଯବାନ ଓ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିସାରିଲାଣି। ଏହି ସମୟ ମଧ୍ୟରେ  ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ  ଅତିକମରେ ୧୪୦୦ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇସାରିଲାଣି।

Related story