‘ମାଇଁ ଲର୍ଡ’ ଚଢ଼ୁଛନ୍ତି ହାର୍ଲି ଡାଭିଡସନ

ନାଗପୁର: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏବେ ନୂଆ ଅବତାରରେ। ସିଜେଆଇ ହାର୍ଲି ଡାଭିଡସନ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି। ଯାହାର ବିଭିନ୍ନ  ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏବେ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ଚାଲିଛି। ତେଣୁ ସିଜେଆଇ ଏବେ ତାଙ୍କର ହୋମ୍ ଟାଉନରେ ରହିଥିବା ସୂଚନା ରହିଛି। ହାର୍ଲି ଡାଭିଡସନ ସାଧାରଣତଃ ବାଇକ ରେସିଂରେ ବ୍ୟବହାର ହୋଇଥାଏ। Chief Justice of India (#CJI) SA Bobde […]

bobde

bobde

Subhransu Sekhar
  • Published: Monday, 29 June 2020
  • Updated: 29 June 2020, 09:21 AM IST

Sports

Latest News

ନାଗପୁର: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏବେ ନୂଆ ଅବତାରରେ। ସିଜେଆଇ ହାର୍ଲି ଡାଭିଡସନ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି। ଯାହାର ବିଭିନ୍ନ  ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏବେ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ଚାଲିଛି। ତେଣୁ ସିଜେଆଇ ଏବେ ତାଙ୍କର ହୋମ୍ ଟାଉନରେ ରହିଥିବା ସୂଚନା ରହିଛି। ହାର୍ଲି ଡାଭିଡସନ ସାଧାରଣତଃ ବାଇକ ରେସିଂରେ ବ୍ୟବହାର ହୋଇଥାଏ।

https://twitter.com/utkarsh_aanand/status/1277260489349664768

ସିଜେଆଇ ବୋବଡେ ସୁପ୍ରିମକୋର୍ଟର ବିଚାରପତି ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଖଣ୍ଡପୀଠରେ ରହିଛନ୍ତି। ନିକଟରେ ହୋଇଥିବା ରାମ ମନ୍ଦିର ମାମଲା, ପୂର୍ବତନ ସେଜିଆଇ ଗୋଗୋଇଙ୍କ ବିରୋଧରେ ଆସିଥିବା ନିର୍ଯାତନା ଅଭିଯୋଗ, ଦିଲ୍ଲୀରେ ପ୍ରଦୂଷଣ ଆଦି ମାମଲାକୁ ନେଇ ଗଠିତ ଖଣ୍ଡପୀଠରେ ବୋବଡେଙ୍କର ଭୂମିକା ରହିଛି।

https://twitter.com/payalmehta100/status/1277259710085791744

ଏବେ କିନ୍ତୁ ଗ୍ରୀଷ୍ମ ଅବକାଶ ଚାଲିଥିବାରୁ ଦେଶର ଏହି ୪୭ ତମ ପ୍ରଧାନ ବିଚାରପତି ରିଲାକ୍ସ ଥିବା ଦେଖିବାକୁ ମିଳିଛି। ରବିବାର ସେ ହାର୍ଲି ଡାଭିଡସନ ଧରି ଛୁଟି କଟାଉଥିବାର ଫଟୋ ଏବେ ଭାଇରାଲ ହୋଇଛି।

https://twitter.com/nielspeak/status/1277267200848478209

ନିକଟରେ ବୋବଡେ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଦୁଇ ଚକିଆ ଗାଡ଼ି ଚଳାଇବା ତାଙ୍କର ସୌକ। ବୁଲେଟ ଚଳାଇବାକୁ ସେ ପସନ୍ଦ କରନ୍ତି ବୋଲି କହିଥିଲେ। ତେବେ ଗତବର୍ଷ ହାର୍ଲି ଡାଭିଡସନର ଗାଡ଼ି ଚଳାଇବା ଶିଖୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗାଡ଼ି ଚଳାଇବା ବେଳେ ପଡ଼ିଯିବାରୁ ତାଙ୍କର କହୁଣୀରେ ଆଘାତ ଲାଗିଥିଲା। ଏହାପରେ ସେ ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟର କଲେଜିୟମ ବୈଠକରୁ ମଧ୍ୟ ଦୂରେଇ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story