ଚଳିତ ମାସରୁ ଭାରତରେ ହେବ ସ୍ପୁଟନିକ୍-Vର କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ:  କରୋନା ମହାମାରୀର ଉଗ୍ର ରୂପ ଭାରତରେ ଦେଖିବାକୁ ମିଳୁଥିବା ବେଳେ ଏହା ଥମିବାର ନାଁ ଧରୁନି। ଏପରି ସ୍ଥିତିରେ କରୋନା ବେଗ ଉପରେ ରୋକ ଲଗାଇବାକୁ କେବଳ ଭ୍ୟାକସିନ୍‌କୁ ଅପେକ୍ଷା କରାଯାଇଥିବା ବେଳେ ଏପରି ସସମୟରେ ଆସିଛି ଏକ ଭଲ ଖବର ଚଳିତ ମାସରୁ ଭାରତ ସମେତ ବିଭିନ୍ନ ଦେଶରେ ଆରମ୍ଭ ହେବ ରୁଷ ଟିକା ସ୍ପୁଟନିକ୍ -Vର କ୍ଲିନିକାଲ୍ ଟ୍ରାଏଲ୍ । ରୁଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ-ଆର୍ଡିଆଏଫ୍ର ସିଇଓ କିରିଲ୍ ଡିମିଟ୍ରିଭ ଏହି ସୂଚନା […]

vaccine

vaccine

Niharika Rout
  • Published: Tuesday, 08 September 2020
  • Updated: 08 September 2020, 10:02 AM IST

Sports

Latest News

ନୂଆଦିଲ୍ଲୀ:  କରୋନା ମହାମାରୀର ଉଗ୍ର ରୂପ ଭାରତରେ ଦେଖିବାକୁ ମିଳୁଥିବା ବେଳେ ଏହା ଥମିବାର ନାଁ ଧରୁନି। ଏପରି ସ୍ଥିତିରେ କରୋନା ବେଗ ଉପରେ ରୋକ ଲଗାଇବାକୁ କେବଳ ଭ୍ୟାକସିନ୍‌କୁ ଅପେକ୍ଷା କରାଯାଇଥିବା ବେଳେ ଏପରି ସସମୟରେ ଆସିଛି ଏକ ଭଲ ଖବର

ଚଳିତ ମାସରୁ ଭାରତ ସମେତ ବିଭିନ୍ନ ଦେଶରେ ଆରମ୍ଭ ହେବ ରୁଷ ଟିକା ସ୍ପୁଟନିକ୍ -Vର କ୍ଲିନିକାଲ୍ ଟ୍ରାଏଲ୍ । ରୁଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ-ଆର୍ଡିଆଏଫ୍ର ସିଇଓ କିରିଲ୍ ଡିମିଟ୍ରିଭ ଏହି ସୂଚନା ଦେଇଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ।

ଚଳିତ ମାସରୁ ଭାରତ ସମେତ ସାଉଦିଆରବ, ୟୁଏଇ, ଫିଲିପିନ୍ସ ଓ ବ୍ରାଜିଲ୍‌ରେ  ସ୍ପୁଟନିକ୍ - V କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ ହେବ ବୋଲି ଜଣାପଡିଛି । ଇନଭେଷ୍ଟମେଣ୍ଟ ଫଣ୍ଡ-ଆର୍ଡିଆଏଫ୍ର ସିଇଓ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ,  ଋଷରେ ପଞ୍ଜିକରଣ ପରଠୁ ଅଗଷ୍ଟ ୨୬ରୁ ୪୦ ହଜାର ଲୋକଙ୍କୁ ନେଇ ସ୍ପୁଟନିକ୍ Vର ଗବେଷଣା ଚାଲିଛି ଏବଂ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳ ଅକ୍ଟୋବରରୁ ନଭେମ୍ବର ଭିତରେ ପ୍ରକାଶିତ ହେବ  ।

ଭାରତରେ ଦ୍ରୁତ ଗତିରେ ବଢ଼ିଚାଲିଥିବା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ଥିତିର ମୁକାବିଲା ପାଇଁ  ସ୍ପୁଟନିକ୍-V ର ସ୍ଥାନୀୟ ଉତ୍ପାଦନ ଲାଗି ମସ୍କୋ ସହ ଯୋଗାଯୋଗରେ ରହିଛି ନୂଆଦିଲ୍ଲୀ ।

ଅଗଷ୍ଟରେ ବିଶ୍ୱର ପ୍ରଥମ  କରୋନା ଟିକା ଭାବେ ସ୍ପୁଟନିକ୍-Vର ପଞ୍ଜିକରଣ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଘୋଷଣା ପରଠୁ ଏହି ଟିକାକୁ ନେଇ ଉତ୍କଣ୍ଠା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story