ବିଦେଶୀ କମ୍ପାନୀକୁ ଆଣିବା ପାଇଁ ଭାରତ ତିଆରି କଲା ୧୦ ମେଗା କ୍ଲଷ୍ଟର ପ୍ଲାନ୍

ନୂଆଦିଲ୍ଲୀ: କରୋନା ପାଇଁ ସାରା ବିଶ୍ୱ ଏବେ ଚିନ୍ତାଗ୍ରସ୍ତ। ଚୀନ୍ ଉପରେ ଅସନ୍ତୋଷ ପ୍ରକାଶ କରି ଆମେରିକା ଭଳି ଅନେକ ବିଦେଶୀ କମ୍ପାନୀ ଏବେ ଚୀନ୍ ଛାଡ଼ିବେ ବୋଲି ଜଣାପଡ଼ିଛି। ଏହି ବିଦେଶୀ କମ୍ପାନୀକୁ ଭାରତ ଏବେ ନିଜ ଦେଶକୁ ଆଣିବା ପାଇଁ ଆରମ୍ଭ କରିଛି ରଣନୀତି। ଏଥିପାଇଁ କେନ୍ଦ୍ର ସରକାର ୧୦ଟି ମେଗା କ୍ଲଷ୍ଟର ପ୍ଲାନ୍ ତିଆରି କରିଛନ୍ତି। ଭାରତରେ ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ଅନ୍ତର୍ଜାତୀୟ କମ୍ପାନୀକୁ ନିଜ ଦେଶକୁ ଆଣି ଭାରତ […]

INDUSTRY

INDUSTRY

Subhransu Sekhar
  • Published: Saturday, 16 May 2020
  • Updated: 16 May 2020, 03:28 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ସାରା ବିଶ୍ୱ ଏବେ ଚିନ୍ତାଗ୍ରସ୍ତ। ଚୀନ୍ ଉପରେ ଅସନ୍ତୋଷ ପ୍ରକାଶ କରି ଆମେରିକା ଭଳି ଅନେକ ବିଦେଶୀ କମ୍ପାନୀ ଏବେ ଚୀନ୍ ଛାଡ଼ିବେ ବୋଲି ଜଣାପଡ଼ିଛି। ଏହି ବିଦେଶୀ କମ୍ପାନୀକୁ ଭାରତ ଏବେ ନିଜ ଦେଶକୁ ଆଣିବା ପାଇଁ ଆରମ୍ଭ କରିଛି ରଣନୀତି। ଏଥିପାଇଁ କେନ୍ଦ୍ର ସରକାର ୧୦ଟି ମେଗା କ୍ଲଷ୍ଟର ପ୍ଲାନ୍ ତିଆରି କରିଛନ୍ତି। ଭାରତରେ ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ଅନ୍ତର୍ଜାତୀୟ କମ୍ପାନୀକୁ ନିଜ ଦେଶକୁ ଆଣି ଭାରତ ନିଜର ଅର୍ଥନୀତି ମଜବୁତ କରିବାକୁ ଲକ୍ଷ ରଖିଛି। ଯାହାଦ୍ୱାରା ଦେଶରେ ଥିବା ବେରୋଜଗାରୀର ମଧ୍ୟ ହଟିପାରିବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି। ଭାରତ ଏବେ ୯ଟି ରାଜ୍ୟ ପାଇଁ ୧୦ ମେଗା କ୍ଲଷ୍ଟର ଲିଷ୍ଟ ତିଆରି କରୁଛି। ଏହି କ୍ଲଷ୍ଟର ବିଭିନ୍ନ ସେକ୍ଟର ପାଇଁ ରହିଛି।

ଯେମିତିକି ଗ୍ରେଟର ନୋଏଡା ଇଲେକ୍ଟ୍ରୋନିକ୍ସ ହବ୍ ପାଇଁ ଅନୁକୂଳ, ହାଇଦ୍ରାବାଦ ଫାର୍ମିଂ ଏବଂ ଭେକସିନ୍ ପାଇଁ ଅନୁକୂଳ। ତେଣୁ ଯେଉଁ ବିଦେଶୀ କମ୍ପାନୀ ଆସିବେ ଇଲେକ୍ଟ୍ରୋନିକ୍ସ କମ୍ପାନୀକୁ ଗ୍ରେଟର ନୋଏଡା ଏବଂ ଫାର୍ମା କମ୍ପାନୀକୁ ହାଇଦ୍ରାବାଦ ପଠାଇବା ପାଇଁ ସରକାର ଚିନ୍ତା କରୁଛନ୍ତି।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ମଧ୍ୟ ନିବେଶକଙ୍କୁ ସୁହାଇଲା ଭଳି କ୍ଲଷ୍ଟର ପ୍ଲାନ୍ ତିଆରି କରୁଛି। ଯେଉଁକମ୍ପାନୀ ନିବେଶ କରିବେ ବୋଲି ଇଙ୍ଗିତ ଦେଇଛନ୍ତି ସେମାନଙ୍କୁ ସୁହାଇଲା ଭଳି ପ୍ଲାନ୍ ତିଆରି କରୁଛନ୍ତି। ନିକଟରେ କେନ୍ଦ୍ର ସରକାର କର୍ପୋରେଟ ଟ୍ୟାକ୍ସ କମାଇଛନ୍ତି। ଏହାଦ୍ୱାରା ଯେଉଁ କମ୍ପାନୀ ନିବେଶ କରିବା ପାଇଁ ଚାହିଁବେ ସେମାନଙ୍କର ଖର୍ଚ୍ଚକାଟ ହେବ। ଏହାଦ୍ୱାରା ସେମାନେ ଶୀଘ୍ର ନିବେଶ କରିବା ପାଇଁ ଚିନ୍ତା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story