ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ: ବନ୍ୟା ପାଇଁ ପ୍ରଭାବିତ ହୋଇଛନ୍ତି ଅନେକ ଲୋକ। କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥିତି ବାବଦରେ ଜାଣିବା ପାଇଁ ସୋମବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ଓ୍ୱାଇ.ଏସ ଜଗନ ମୋହନ ରେଡ୍ଡୀ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଗତ ସପ୍ତାହରେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା। ନନ୍ଦିଗମା, ଅବନିଗଡ୍ଡା, ପେନାମଲରୁ ଏବଂ ଆଉ କିଛି ସ୍ଥାନକୁ ଆକାଶମାର୍ଗରୁ ସର୍ଭେ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ଯେଉଁ ଚାଷୀଙ୍କର ଫସଲ […]

aerial view of crops

aerial view of crops

Subhransu Sekhar
  • Published: Tuesday, 20 October 2020
  • Updated: 20 October 2020, 09:29 AM IST

Sports

Latest News

ଅମରାବତୀ: ବନ୍ୟା ପାଇଁ ପ୍ରଭାବିତ ହୋଇଛନ୍ତି ଅନେକ ଲୋକ। କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥିତି ବାବଦରେ ଜାଣିବା ପାଇଁ ସୋମବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ଓ୍ୱାଇ.ଏସ ଜଗନ ମୋହନ ରେଡ୍ଡୀ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।

ଗତ ସପ୍ତାହରେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା। ନନ୍ଦିଗମା, ଅବନିଗଡ୍ଡା, ପେନାମଲରୁ ଏବଂ ଆଉ କିଛି ସ୍ଥାନକୁ ଆକାଶମାର୍ଗରୁ ସର୍ଭେ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ।

ଯେଉଁ ଚାଷୀଙ୍କର ଫସଲ କ୍ଷୟକ୍ଷତି ହୋଇଛି ଚିହ୍ନଟ କରିବାକୁ ଜଗନ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ଏବେ ବିପିଏଲ କାର୍ଡ ଧାରୀଙ୍କୁ ସରକାର ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ମାଗଣାରେ ଯୋଗାଇ ଦେଉଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos