‘ଦୁଷ୍କର୍ମର ଶିକାର ହେବା ପରେ ଅଭିଯୋଗ ଗ୍ରହଣ କରି ତଦନ୍ତ କରିବୁ’

ଲକ୍ଷ୍ନୌ: ଦୁଷ୍କର୍ମରୁ ଅଳ୍ପକେ ବର୍ତ୍ତିଲେ ଉତ୍ତର ପ୍ରଦେଶର ଜଣେ ଯୁବତୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦୁଷ୍କର୍ମ ଉଦ୍ୟମ ମାମଲାରେ ପୁୁଲିସର ବେପରୁଆ ମନ୍ତବ୍ୟ ଏବଂ ହିନ୍ଦୁପୁର ଗାଁ ଯେଉଁ ସ୍ଥାନରେ ଏହି ଦୁଷ୍କର୍ମ ଉଦ୍ୟମ ହୋଇଛି। ହିନ୍ଦୁପୁର ଗାଁ ହେଉଛି ଉନ୍ନାଓ ଜିଲ୍ଲାର ସେହି ଗାଁ ଯେଉଁଠି ଗତ ଗୁରୁବାର ସକାଳୁ ଉନ୍ନାଓ ପୀଡ଼ିତାଙ୍କ ଶରୀରରେ ୫ ଅଭିଯୁକ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ଗତ ଶୁକ୍ରବାର ରାତିରେ ଉନ୍ନାଓ ପୀଡିତାଙ୍କର ମୃତ୍ୟୁ ଘଟିଛି। ଗତକାଲି […]

STOP RAPE

STOP RAPE

Subhransu Sekhar
  • Published: Sunday, 08 December 2019
  • Updated: 08 December 2019, 04:50 PM IST

ଲକ୍ଷ୍ନୌ: ଦୁଷ୍କର୍ମରୁ ଅଳ୍ପକେ ବର୍ତ୍ତିଲେ ଉତ୍ତର ପ୍ରଦେଶର ଜଣେ ଯୁବତୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦୁଷ୍କର୍ମ ଉଦ୍ୟମ ମାମଲାରେ ପୁୁଲିସର ବେପରୁଆ ମନ୍ତବ୍ୟ ଏବଂ ହିନ୍ଦୁପୁର ଗାଁ ଯେଉଁ ସ୍ଥାନରେ ଏହି ଦୁଷ୍କର୍ମ ଉଦ୍ୟମ ହୋଇଛି। ହିନ୍ଦୁପୁର ଗାଁ ହେଉଛି ଉନ୍ନାଓ ଜିଲ୍ଲାର ସେହି ଗାଁ ଯେଉଁଠି ଗତ ଗୁରୁବାର ସକାଳୁ ଉନ୍ନାଓ ପୀଡ଼ିତାଙ୍କ ଶରୀରରେ ୫ ଅଭିଯୁକ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ଗତ ଶୁକ୍ରବାର ରାତିରେ ଉନ୍ନାଓ ପୀଡିତାଙ୍କର ମୃତ୍ୟୁ ଘଟିଛି। ଗତକାଲି କିନ୍ତୁ ଆଉ ଜଣେ ଯୁବତୀ ହିନ୍ଦୁପୁର ଗାଁରେ ଦୁଷ୍କର୍ମ ଉଦ୍ୟମରୁ ଅଳ୍ବକେ ବର୍ତ୍ତିଯାଇଛନ୍ତି। ଏହାପରେ ପୀଡ଼ିତା ଥାନାକୁ ଏତଲା ଦେବା ପାଇଁ ଯାଇଥିଲେ। ହେଲେ ପୁଲିସ ଅଧିକାରୀ ଜଣଙ୍କ ବେପରୁଆ ମନ୍ତବ୍ୟ ଦେଇଛନ୍ତି। ସେ ପୀଡ଼ିତାଙ୍କୁ କହିଥିଲେ, ‘ଦୁଷ୍କର୍ମର ଶିକାର ହୋଇଆସ, ଏହାପରେ ଏତଲା ଗ୍ରହଣ କରିବୁ’।

ଗୋଟିଏ ପଟେ ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ଉପରେ ନ୍ୟାୟ ଦେବାରେ ପୁଲିସର ବିଫଳତାତୁ ଦାୟୀ କରୁଛନ୍ତି ଲୋକମାନେ। ଅନ୍ୟପଟେ ଉତ୍ତର ପ୍ରଦେଶ ପୁଲିସର ଏଭଳି ବେପରୁଆ ମନ୍ତବ୍ୟ ଯୋଗୀ ସରକାରଙ୍କ ପୁଲିସ ମହିଳାଙ୍କ ସୁରକ୍ଷା ପ୍ରତି କେତେ ସଚେତନ ତାହା ପ୍ରମାଣିତ କରିଛି।

ଅଭିଯୋଗକାରିଣୀ କହିଛନ୍ତି, ‘ମୁଁ ଔଷଧ ନେବାକୁ ବଜାରକୁ ଆସିଥିଲି। ତିନି ଜଣ ଯୁବକ ମୋତେ ପ୍ରଥମେ ଅଟକାଇଲେ। ଏହାପରେ ମୋର ଡ୍ରେସକୁ ଟଣା ଓଟରା କରିଥିଲେ। ଏମିତିକି ଦୁଷ୍କର୍ମ କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଅଭିଯୁକ୍ତ ମାନଙ୍କୁ ମଧ୍ୟ ମୁଁ ଦେଖାଇଥିଲି ପୁଲିସକୁ’।

ଏଭଳି ଘଟଣା ଘଟିବାପରେ ଯୁବତୀ ଜଣଙ୍କ ମହିଳା ସୁରକ୍ଷା ହେଲ୍ପ ଲାଇନ ନମ୍ୱର ୧୦୯୦କୁ କଲ୍ କରିଥିଲେ। ହେଲେ ସେମାନେ କହିଥିଲେ ୧୦୦କୁ କଲ୍ କରିବାକୁ କହିଥିଲେ। ସେମାନେ ଉନ୍ନାଓ ଥାନାରେ ଏତଲା ଦେବାକୁ ପୀଡିତାଙ୍କୁ କହିଥିଲେ।

ପୀଡ଼ିତା ଜଣଙ୍କ ଆହୁରି କହିଛନ୍ତି, ତିନି ଅଭିଯୁକ୍ତଙ୍କୁ ମୁଁ ଜାଣିଛି। ପ୍ରତିଦିନ ମୋ ଘରକୁ ୩ ଅଭିଯୁକ୍ତ ଆସି ଧମକ ଚମକ ଦିଅନ୍ତି। ତେଣୁ ସେ ଅଭିଯୋଗ କରିବାକୁ ଚାହୁଁଛନ୍ତି ବୋଲି ପୁଲିସକୁ ଫୋନରେ କହିଥିଲେ। ଜବାବରେ ପୁଲିସ ଜଣଙ୍କ ବେପରୁଆ ମନ୍ତବ୍ୟ ଦେଇଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ହାଇଦ୍ରାବାଦ ଦୁଷ୍କର୍ମ ଘଟଣା ପରେ ଏବେ ଉତ୍ତର ପ୍ରଦେଶ ଉନ୍ନାଓ ଏବେ ଚର୍ଚ୍ଚାରେ। ୬ ତାରିଖ ଦିନ ଜଣେ ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଅଭିଯୁକ୍ତମାନେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେବାରୁ ପୀଡ଼ିତାର ମୃତ୍ୟୁ ଘଟିଛି। ସେହିପରି ଆଉ ଏକ ଉନ୍ନାଓ ମାମଲାର ତଦନ୍ଚ ଚାଲିଛି। ଯେଉଁଥିରେ ଉନ୍ନାଓ ବିଧାୟକ କୁଲଦୀପ ସେନଗେର ଦୁଷ୍କର୍ମ ଅଭିଯୋଗରେ ଜେଲରେ ଅଛନ୍ତି। ପୀଡିତା ମଧ୍ୟ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story