ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ୮ ହଜାର ବ୍ୟକ୍ତି ବିଶେଷ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଆଜି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ସମାରୋହ ଆୟୋଜନ ହେବ। ଦେଶ, ବିଦେଶର ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ସାମିଲ ହେବେ। ମୋଟ ୮୦୦୦ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ତିମଥର ୨୦୧୪ ଶପଥ ସମାରୋହ ଉତ୍ସବରେ ୫ ହଜାର ବ୍ୟକ୍ତି ଯୋଗ ଦେଇଥିଲେ। ବିଦେଶୀ ଅତିଥି ବିମଷ୍ଟେକ୍‌ ରାଷ୍ଟ୍ରମୁଖ୍ୟ ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, […]

MODI oath taking guest list (1)

MODI oath taking guest list (1)

Subhransu Sekhar
  • Published: Thursday, 30 May 2019
  • Updated: 30 May 2019, 07:43 AM IST

Sports

Latest News

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଆଜି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ସମାରୋହ ଆୟୋଜନ ହେବ। ଦେଶ, ବିଦେଶର ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ସାମିଲ ହେବେ। ମୋଟ ୮୦୦୦ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ତିମଥର ୨୦୧୪ ଶପଥ ସମାରୋହ ଉତ୍ସବରେ ୫ ହଜାର ବ୍ୟକ୍ତି ଯୋଗ ଦେଇଥିଲେ।

ବିଦେଶୀ ଅତିଥି

ବିମଷ୍ଟେକ୍‌ ରାଷ୍ଟ୍ରମୁଖ୍ୟ ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, କିରଗିଜସ୍ଥାନ, ମାଳଦ୍ୱୀପ ଭଳି ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଉତ୍ସବରେ ସାମିଲ ହେବେ। ସେହିଭଳି ଆଉ କିଛି ଦେଶର ପ୍ରତିନିଧି ମଧ୍ୟ ଉତ୍ସବରେ ଉପସ୍ଥିତ ରହିବେ। ବୈଦେଶିକ ମୁଖପାତ୍ର ରବୀଶ କୁମାର ଏହି ସୂଚନା ଦେଇଛନ୍ତି। ୨୦୧୪ରେ ମୋଦି ସାର୍କ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଥିଲେ।

ଭାରତୀୟ ଅତିଥି 

ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ହୋଇଥିଲେ ମଧ୍ୟ ତିନି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏହି ଶପଥ ସମାରୋହରେ ଯୋଗ ଦେବେନି ବୋଲି ଜଣାପଡ଼ିଛି। ତେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଶପଥ ସମାରୋହରେ ସାମିଲ ହେବେ ବୋଲି ଜଣାପଡ଼ିଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ସମାରୋହରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ଶିଳ୍ପପତି

ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ, ଗୌତମ ଆଦାନୀ, ରତନ ଟାଟାଙ୍କ ସହିତ ଅନେକ ଶିଳ୍ପପତି ଏହି ସମାରୋହରେ ସାମିଲ ହେବେ। ସେହିପରି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ସହ ଅନେକ ବିଦେଶୀ ଶିଳ୍ପପତି ମଧ୍ୟ ମୋଦିଙ୍କ ଶପଥ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଇଛି।

କ୍ରୀଡ଼ା

ପୂର୍ବତନ ଦୌଡରାଣୀ ପିଟି ଉଷା, କ୍ରିକେଟର ରାହୁଲ ଦ୍ରାବିଡ, ଅନୀଲ କୁମ୍ୱଲେ, ସିଚନ ତେନ୍ଦୁଲକର, ଜଭଗଲ ଶ୍ରୀନାଥ, ହରଭଜନ ସିଂହ, ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ୱାଲ ତାଙ୍କ କୋଚ ପୁଲେଲା ଗୋପିଚାନ୍ଦ, ଇତ୍ୟାଦି ପ୍ରମୁଖ ଖେଳାଳି ଏହି ସମାରୋହରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ଫିଲ୍ମ

ଫିଲ୍ନ ଜଗତରୁ ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ, କଙ୍ଗନା ରାଉତ, ଶାହାରୁଖ ଖାନ୍, ସଞ୍ଜୟ ଭନଶାଲୀ, କରନ ଜୋହର ଭଳି ନାମୀଦାମୀ ହସ୍ତି ଏହି ଶପଥ ସମାରୋହରେ ଯୋଗଦେବେ ବୋଲି ଜଣାପଡ଼ିଛି।

ପଶ୍ଚିମବଙ୍ଗର ପୀଡ଼ିତ ପରିବାର

ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ହିଂସା ହୋଇଥିଲା। ଏଥିରେ ପୀଡ଼ିତ ୫୪ ବିଜେପି କର୍ମୀଙ୍କ ପରିବାର ମୋଦିଙ୍କ ଶପଥ ସମାରୋହରେ ଯୋଗ ଦେବେ। ଏଥାପାଇଁ ଗତକାଲିଠୁ ଟ୍ରେନ ଯୋଗେ ୫୪ ପରିବାରର ୭୦ ଜଣ ଦିଲ୍ଲୀ ଆସୁଛନ୍ତି। ଏହି ସମସ୍ତ ପରିବାର ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅତିଥି ତାଲିକାରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story