ରବୀଶ କୁମାରଙ୍କ ଭାଇ ହେଲେ ବିଧାୟକ ପ୍ରାର୍ଥୀ

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟା ଚାଲିଛି। ଏନଡିଏ ଏବଂ ମହାମେଣ୍ଟ ଟିକେଟ୍ ଘୋଷଣା ହେଉଛି। ତେବେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ବ୍ରଜେଶ ପାଣ୍ଡେ।‌ ଗୁରୁବାର କଂଗ୍ରେସ ବିଧାନସଭା ଆସନ ପାଇଁ ଘୋଷଣା କରିଛି। ଏଥିରେ ୪୯ ପ୍ରାର୍ଥୀଙ୍କ ନାମ ରହିଛି। ସେଥିରେ ବ୍ରଜେଶ ପାଣ୍ଡେଙ୍କୁ ଗୋବିନ୍ଦଗଞ୍ଜର ବିଧାୟକ ପ୍ରାର୍ଥୀ ଭାବରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଗୋବିନ୍ଦଗଞ୍ଜ ପୂର୍ବ ଚମ୍ପରଣ ଜିଲ୍ଲାରେ ରହିଛି। ୨୦୧୫ରେ ମଧ୍ୟ ଗୋବିନ୍ଦଗଞ୍ଜ ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ […]

ravish kumar bro

ravish kumar bro

Subhransu Sekhar
  • Published: Friday, 16 October 2020
  • Updated: 16 October 2020, 04:34 PM IST

Sports

Latest News

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟା ଚାଲିଛି। ଏନଡିଏ ଏବଂ ମହାମେଣ୍ଟ ଟିକେଟ୍ ଘୋଷଣା ହେଉଛି। ତେବେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ବ୍ରଜେଶ ପାଣ୍ଡେ।‌

ଗୁରୁବାର କଂଗ୍ରେସ ବିଧାନସଭା ଆସନ ପାଇଁ ଘୋଷଣା କରିଛି। ଏଥିରେ ୪୯ ପ୍ରାର୍ଥୀଙ୍କ ନାମ ରହିଛି। ସେଥିରେ ବ୍ରଜେଶ ପାଣ୍ଡେଙ୍କୁ ଗୋବିନ୍ଦଗଞ୍ଜର ବିଧାୟକ ପ୍ରାର୍ଥୀ ଭାବରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଗୋବିନ୍ଦଗଞ୍ଜ ପୂର୍ବ ଚମ୍ପରଣ ଜିଲ୍ଲାରେ ରହିଛି। ୨୦୧୫ରେ ମଧ୍ୟ ଗୋବିନ୍ଦଗଞ୍ଜ ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ତେବେ ଏଲଜେପିର ବିଧାୟକଙ୍କ ପାଖରୁ ୩୦ ହଜାର ଭୋଟରେ ପରାଜିତ ହୋଇଥିଲେ।

ବ୍ରଜେଶ ବିହାର କଂଗ୍ରେସର ପୂର୍ବତନ ଉପସଭାପତି। ଏକ ସେକ୍ସ ରାକେଟରେ ତାଙ୍କ ନାମ ଆସିବା ପରେ ଦଳର ରାଜ୍ୟ ଉପସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ବିହାରର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ନାବାଳିକ ଝିଅ ବ୍ରେଜଶଙ୍କ ନାମରେ ସେକ୍ସ ରାକେଟ ଅଭିଯୋଗ ଆଣିଥିଲେ। ୨୦୧୭ରେ ଏହି ମାମଲା ପଦାକୁ ଆସିଥିଲା। ଏଥିରେ ବ୍ରଜେଶ ପାଣ୍ଡେ ବିବାଦ ଘେରକୁ ଆସିଥିଲେ। ବ୍ରଜେଶ ହେଉଛନ୍ତି ଏନଡିଟିଭିର ବରିଷ୍ଠ ସମ୍ପାଦକ ତଥା ଲୋକପ୍ରିୟ ଆଙ୍କର ରବୀଶ କୁମାରଙ୍କ ଭାଇ।

ନିକଟରେ ୟୁପି ହାଥରସ ଦୁଷ୍କର୍ମ/ହତ୍ୟା ମାମଲା ସାମ୍ନାକୁ ଆସିବା ପରେ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ନିକଟରେ କହିଥିଲେ ମହିଳା ବିରୋଧୀ ମାମଲା ଥିଲେ ସେହି ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବନି। ତେବେ ୟୁପି ଉପନିର୍ବାଚନରେ କଂଗ୍ରେସ କିନ୍ତୁ ଏହାର ଓଲଟା କରିଥିଲା। ଦଳୀୟ ମହିଳା କର୍ମୀ ଏହାକୁ ନେଇ ଆପତ୍ତି ଉଠାଇବା ପରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ମହିଳା ଜଣଙ୍କ। ପରେ କିନ୍ତୁ କଂଗ୍ରେସ ଆକ୍ରମଣ କରିଥିବା କର୍ମୀଙ୍କୁ ଦଳରୁ ନିଲମ୍ୱନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story