ସଚିନଙ୍କୁ ହରାଇବାକୁ ଚାହୁଁନି କଂଗ୍ରେସ! ଦଳ ନ ଛାଡ଼ିବାକୁ ଅନୁରୋଧ

ଜୟପୁର: ରାଜସ୍ଥାନ ସରକାରରେ ବିଦ୍ରୋହକୁ ଦମନ କରିବା ପାଇଁ କୋଠର କାର୍ଯ୍ୟାନୁଷ୍ଠାନ ନେଇଥିବା କଂଗ୍ରେସ ଏବେ ସଚିନ ପାଇଲଟଙ୍କ ପାଇଁ ନରମିଥିବାର ସଙ୍କେତ ମିଳିଛି। ଆଜି କଂଗ୍ରେସ ନେତା ଏହି ମର୍ମରେ କହିଛନ୍ତି, କଂଗ୍ରେସ ଛାଡ଼ିବା ପ୍ରସଙ୍ଗରେ ସଚିନ ଦଳ ସହିତ କଥାବାର୍ତ୍ତା କରିବା ଦରକାର। ବିଜେପି ସହିତ ସମସ୍ତ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିବା ଦରକାର। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଭିଡିଓ କନଫରେନସିଂ ଜରିଆରେ କହିଛନ୍ତି, “ସଚିନ ପାଇଲଟ ବିଜେପିର ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିବା […]

Randeep_Singh_Surjewala

Randeep_Singh_Surjewala

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 08:20 PM IST

Sports

Latest News

ଜୟପୁର: ରାଜସ୍ଥାନ ସରକାରରେ ବିଦ୍ରୋହକୁ ଦମନ କରିବା ପାଇଁ କୋଠର କାର୍ଯ୍ୟାନୁଷ୍ଠାନ ନେଇଥିବା କଂଗ୍ରେସ ଏବେ ସଚିନ ପାଇଲଟଙ୍କ ପାଇଁ ନରମିଥିବାର ସଙ୍କେତ ମିଳିଛି। ଆଜି କଂଗ୍ରେସ ନେତା ଏହି ମର୍ମରେ କହିଛନ୍ତି, କଂଗ୍ରେସ ଛାଡ଼ିବା ପ୍ରସଙ୍ଗରେ ସଚିନ ଦଳ ସହିତ କଥାବାର୍ତ୍ତା କରିବା ଦରକାର। ବିଜେପି ସହିତ ସମସ୍ତ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିବା ଦରକାର।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଭିଡିଓ କନଫରେନସିଂ ଜରିଆରେ କହିଛନ୍ତି, “ସଚିନ ପାଇଲଟ ବିଜେପିର ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିବା ଦରକାର। ଉଭୟ ସଚିନ ଏବଂ ବିଦ୍ରୋହୀ ବିଧାୟକ ଦଳ ସହିତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ଦରକାର। ଏହା ଘର ଭିତରର କଥା। ତେଣୁ ଘରେ ସମାଧାନ ହେବା ଦରକାର। ମିଡିଆରେ ଅସନ୍ତୋଷ ଜାହିର କଲେ ସମସ୍ୟାର ସମାଧାନ ହେବନି”।

ସେ ଆହୁରି କହିଛନ୍ତି, ବିଦ୍ରୋହୀ ବିଧାୟକମାନେ ହରିଆଣାର ମାନସେରରେ ଥିବା ବିଜେପିର ହୋଟେଲରୁ ବାହାରିବା ଦରକାର। ହରିଆଣା ସରକାର ହୋଟେଲରେ ପୁଲିସ ମୁତୟନ କରିଛି ବିଜେପିକୁ ସହଯୋଗ କରିବା ପାଇଁ।

ତେବେ ସଚିନଙ୍କ ସହିତ ଥିବା ୧୮ ବିଧାୟକଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେବା ସଚିନଙ୍କ କ୍ୟାମ୍ପକୁ ଦୁର୍ବଳ କରିବା ପାଇଁ କଂଗ୍ରେସ ଏଭଳି ରାଜନୀତିକ ଗୋଟି ଚଳାଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଯଦି ଅସନ୍ତୁଷ୍ଟ ବିଧାୟକଙ୍କ ପଦ ରଦ୍ଦ ହେବ ଆଉ ଆଗାମୀ ଉପନିର୍ବାଚନରେ ଯଦି ସେମାନେ ନିର୍ବାଚିତ ହେବେ ତା'ହେଲେ ଗେହଲଟ ସରକାର ଅଡ଼ୁଆରେ ପଡ଼ିବାର ଭୟ ମଧ୍ୟ ଦଳକୁ ଘାରିଛି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ନିକଟରେ କଂଗ୍ରେସ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦ ଏବଂ ପିସିସି ସଭାପତି ପଦବୀରୁ ବିଦା କରିଛି। ସ୍ଥିତି ଏମିତି ଯେ ସଚିନ ପାଇଲଟଙ୍କ ସମେତ ୧୮ ବିଧାୟକଙ୍କ ପଦବୀକୁ ବରଖାସ୍ତ କରିବା ପାଇଁ ଅଶୋକ ଗେହଲଟ ସରକାର ସମନ କରିଛନ୍ତି। ମାମଲା ଏବେ କୋର୍ଟରେ।

ସଚିନ ପାଇଲଟ ରାଜସ୍ଥାନ କଂଗ୍ରେସର ନେତା। ଯଦି ଏହି ବିବାଦ ପାଇଁ ସେ ଦଳ ଛାଡ଼ିବେ ତା’ହେଲେ ଆଗାମୀ ଦିନରେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ତେଣୁ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବି ବିଭିନ୍ନ ଫୋରମରେ ସଚିନଙ୍କୁ ଅନ୍ୟ ଦଳକୁ ନଯିବାକୁ କଂଗ୍ରେସ ନେତା ପରାମର୍ଶ ଦେଉଛନ୍ତି। କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂହ ମଧ୍ୟ ସଚିନଙ୍କୁ ସମାନ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story