ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେନି ରାହୁଲ୍: କଂଗ୍ରେସ୍‌ କହିଲା, ମମତା କିମ୍ବା ମାୟାବତୀ ହେଲେ ଚଳିବ

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସ୍‌ ଘୋଷଣା କରିବା ପରେ, ଏହାର କିଛି ସହଯୋଗୀ ଦଳଙ୍କ ସମେତ, ମହାମେଣ୍ଟ ପାଇଁ ପ୍ରୟାସ କରୁଥିବା ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ସ୍ଥିତିରେ ମହାମେଣ୍ଟକୁ ନେଇ ସନ୍ଦେହ ଉପୁଜିଛି। କଂଗ୍ରେସ୍‌ ନିଜ ବଢ଼େଇଥିବା ପାଦ ପଛକୁ ହଟାଇ ନେଇ କହିଛି, ଆସନ୍ତା ନିର୍ବାଚନରେ ବିରୋଧୀ ଯଦି ସରକାର ଗଢ଼ିବାରେ ସକ୍ଷମ ହୁଅନ୍ତି, ତେବେ ବିଏସ୍‌ପି ନେତ୍ରୀ ମାୟାବତୀ କିମ୍ବା ତୃଣମୂଳ କଂଗ୍ରେସ୍‌ ମୁଖ୍ୟ […]

mayawati-mamata-rahul

mayawati-mamata-rahul

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 02:28 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସ୍‌ ଘୋଷଣା କରିବା ପରେ, ଏହାର କିଛି ସହଯୋଗୀ ଦଳଙ୍କ ସମେତ, ମହାମେଣ୍ଟ ପାଇଁ ପ୍ରୟାସ କରୁଥିବା ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ସ୍ଥିତିରେ ମହାମେଣ୍ଟକୁ ନେଇ ସନ୍ଦେହ ଉପୁଜିଛି। କଂଗ୍ରେସ୍‌ ନିଜ ବଢ଼େଇଥିବା ପାଦ ପଛକୁ ହଟାଇ ନେଇ କହିଛି, ଆସନ୍ତା ନିର୍ବାଚନରେ ବିରୋଧୀ ଯଦି ସରକାର ଗଢ଼ିବାରେ ସକ୍ଷମ ହୁଅନ୍ତି, ତେବେ ବିଏସ୍‌ପି ନେତ୍ରୀ ମାୟାବତୀ କିମ୍ବା ତୃଣମୂଳ କଂଗ୍ରେସ୍‌ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏହା ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ରାଜି।

କଂଗ୍ରେସ୍‌ର ଜଣେ ବରିଷ୍ଠ ନେତା କହିଛନ୍ତି- “ଦଳର ମତ ସ୍ପଷ୍ଟ ଅଛି। ଭାରତୀୟ ଜନତା ପାର୍ଟିକୁ ୨୦୧୯ ସାଧାରଣ ନିର୍ବାଚନରେ ଅଟକାଇବା ଆମର ପ୍ରମୁଖ ଲକ୍ଷ୍ୟ। ଆଞ୍ଚଳିକ ଦଳଙ୍କ ସହ ଆମେ କେବଳ ମେଣ୍ଟ ଗଠନ କରିବାକୁ ପ୍ରସ୍ତୁତ ଅଛୁ ତା’ନୁହେଁ, ସେମାନଙ୍କ ନେତୃତ୍ୱକୁ ମଧ୍ୟ ସ୍ୱୀକାର କରିବାକୁ ପ୍ରସ୍ତୁତ। ମାୟାବତୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରୁ ଯିଏ ବି ପ୍ରଧାନମନ୍ତ୍ରୀ ହେଲେ ଆମେ ସମର୍ଥନ କରିବୁ। ତେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ପଛରେ ଆରଏସ୍‌ଏସ୍‌ର ସମର୍ଥନ ନଥିବା ଦରକାର।”

କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ଯେତେବେଳେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ହେବା କଥା ପଚରା ଯାଇଥିଲା, ସେ କହିଥିଲେ- “ଏହା ଦଳର ପ୍ରଦର୍ଶନ ଉପରେ ନିର୍ଭର କରେ। ଆମେ ବଡ଼ ଦଳ ଭାବେ ଜିତିକି ଆସିଲେ, ନିଶ୍ଚିତ ହେବି।” ହେଲେ ରାହୁଲଙ୍କ ଏହି ମନ୍ତବ୍ୟକୁ ଅନ୍ୟ ସହଯୋଗୀ ଦଳମାନେ ସହଜରେ ଗ୍ରହଣ କରି ନଥିଲେ।

ସୂଚନାଯୋଗ୍ୟ ଯେ, ମାୟାବତୀ ଓ ମମତା ମଧ୍ୟ ଦୀର୍ଘଦିନରୁ ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଷ ରଖିଛନ୍ତି। ଏମାନେ ନିଜକୁ ବିରୋଧୀ ମେଣ୍ଟର ପ୍ରମୁଖ ନେତା ବୋଲି ଭାବୁଛନ୍ତି। ଏପରି ସ୍ଥିତିରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲଙ୍କୁ ଉପସ୍ଥାପନ କରାଯିବା ଦଳ ପାଇଁ ଆଦୌ ଶୁଭ ହେବନାହିଁ ବୋଲି କଂଗ୍ରେସ୍‌ ଜାଣି ସାରିଲାଣି। ତେଣୁ ଦଳ ପଛକୁ ହଟିବା ଉଚିତ୍‌ ମଣୁଛି ବୋଲି ରାଜନୈତିକ ବିଷାରଦମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story