ସଚିନଙ୍କ ସହ କଥା ହେଲେ ରାହୁଲ୍!

ନୂଆଦିଲ୍ଲୀ: ରାଜସ୍ଥାନର ଶାସକ ଦଳ କଂଗ୍ରେସରେ ଚାଲିଥିବା ଦଳୀୟ କନ୍ଦଳରେ ହସ୍ତକ୍ଷେପ କରିଛନ୍ତି ରାହୁଲ ଗାନ୍ଧୀ। ବିବାଦ ବଢ଼ୁଥିବା ଦେଖି ରାହୁଲ ହସ୍ତକ୍ଷେପ କରିଥିବା ସୂଚନା ରହିଛି। ଏମିତିକି ସେ ସଚିନ ପାଇଲଟଙ୍କ ସହ ଫୋନରେ କଥା ହୋଇଥିବା ଜଣାପଡ଼ିଛି। ଦଳରେ ଦେଖାଦେଇଥିବା ବିବାଦର ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଦିଲ୍ଲୀରୁ ତିନି କଂଗ୍ରେସ ନେତା ଏବେ ଜୟପୁର ଯାଉଥିବା ସୂଚନା ରହିଛି। କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା, ଅଜୟ ମାକେନ ଏବଂ ଅବିନାଶ ପାଣ୍ଡେ ଏବେ ଜୟପୁର […]

sachin rahul

sachin rahul

Subhransu Sekhar
  • Published: Sunday, 12 July 2020
  • Updated: 12 July 2020, 07:28 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନର ଶାସକ ଦଳ କଂଗ୍ରେସରେ ଚାଲିଥିବା ଦଳୀୟ କନ୍ଦଳରେ ହସ୍ତକ୍ଷେପ କରିଛନ୍ତି ରାହୁଲ ଗାନ୍ଧୀ। ବିବାଦ ବଢ଼ୁଥିବା ଦେଖି ରାହୁଲ ହସ୍ତକ୍ଷେପ କରିଥିବା ସୂଚନା ରହିଛି। ଏମିତିକି ସେ ସଚିନ ପାଇଲଟଙ୍କ ସହ ଫୋନରେ କଥା ହୋଇଥିବା ଜଣାପଡ଼ିଛି। ଦଳରେ ଦେଖାଦେଇଥିବା ବିବାଦର ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଦିଲ୍ଲୀରୁ ତିନି କଂଗ୍ରେସ ନେତା ଏବେ ଜୟପୁର ଯାଉଥିବା ସୂଚନା ରହିଛି।

କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା, ଅଜୟ ମାକେନ ଏବଂ ଅବିନାଶ ପାଣ୍ଡେ ଏବେ ଜୟପୁର ମୁହାଁଇଥିବା ସୂଚନା ରହିଛି। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଏବେ ଚାଟାର୍ଡ ବିମାନରେ ଜୟପୁର ଫେରିବେ ବୋଲି ସୂଚନା ରହିଛି। ସେହିପରି ହରିଆଣାର ଏକ ହୋଟେଲରେ ଥିବା ସଚିନଙ୍କ ଅନୁଗତ ବିଧାୟକମାନେ କହିଛନ୍ତି, ଆମେ କଂଗ୍ରେସ ସହିତ ରହିଛୁ।

ଏହା ପୂର୍ହରୁ କୁହାଯାଉଥିଲା ରାଜସ୍ଥାନରେ ଗେହଲଟ ଏବଂ ପାଇଲଟଙ୍କ ତିକ୍ତତା ଶିଖରରେ ପହଞ୍ଚିଛି। ଏପିରିକି ପିସିସି ସଭାପତି ସଚିନ ପାଇଲଟ ନିଜ ସମର୍ଥକ ବିଧାୟକଙ୍କୁ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ବିଜେପି କଂଗ୍ରେସ ବିଧାୟକଙ୍କ ପିଛା ୧୫ କୋଟି ଦେଇ କିଣିବାକୁ ଚେଷ୍ଟା କରୁଛି। ଏହାପରେ ବିଜେପି ମଧ୍ୟପ୍ରଦେଶ ଶୈଳୀରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଗେହଲଟ ଅଭିଯୋଗ କରିଥିଲେ। ତେବେ ବିଜେପି ଅଭିଯୋଗକୁ ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story