ନିର୍ବାଚନୀ ଇସ୍ତାହାର ପ୍ରସଙ୍ଗରେ ୨୧ଟି ସହରରେ ଆଜି କଂଗ୍ରେସର ପ୍ରେସମିଟ୍

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର କଂଗ୍ରେସ ଅଧ୍ଯକ୍ଷ ଜାରି କରିଥିବା ନିର୍ବାଚନୀ ଇସ୍ତାହାର ପ୍ରସଙ୍ଗରେ ଆଦି ଦେଶର ୨୧ଟି ସହରରେ ପ୍ରେସମିଟ୍ କରିବାକୁ ଯାଉଛି। ଭୁବନେଶ୍ବରରେ ଜାତୀୟ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ମଧ୍ଯପ୍ରଦେଶ ରାଜଧାନୀ ଭୋପାଳରେ ମୁଖ୍ଯମନ୍ତ୍ରୀ କମଲନାଥ, ଛତିଶଗଡ଼ ମୁଖ୍ଯମନ୍ତ୍ରୀ ଭୂପେଶ ବାଘେଲା ରାୟପୁରରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ମୋହନ ପ୍ରକାଶ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କ ପାଖରେ କଂଗ୍ରେସର ଇସ୍ତାହାର ପହଞ୍ଚାଇବାକୁ ଚେଷ୍ଟା କରିବେ। ସେହିପରି ଜମ୍ମୁରେ ଗୁଲାମ ନବୀ […]

r

r

Subhransu Sekhar
  • Published: Thursday, 04 April 2019
  • Updated: 04 April 2019, 08:15 AM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର କଂଗ୍ରେସ ଅଧ୍ଯକ୍ଷ ଜାରି କରିଥିବା ନିର୍ବାଚନୀ ଇସ୍ତାହାର ପ୍ରସଙ୍ଗରେ ଆଦି ଦେଶର ୨୧ଟି ସହରରେ ପ୍ରେସମିଟ୍ କରିବାକୁ ଯାଉଛି।

ଭୁବନେଶ୍ବରରେ ଜାତୀୟ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ମଧ୍ଯପ୍ରଦେଶ ରାଜଧାନୀ ଭୋପାଳରେ ମୁଖ୍ଯମନ୍ତ୍ରୀ କମଲନାଥ, ଛତିଶଗଡ଼ ମୁଖ୍ଯମନ୍ତ୍ରୀ ଭୂପେଶ ବାଘେଲା ରାୟପୁରରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ମୋହନ ପ୍ରକାଶ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କ ପାଖରେ କଂଗ୍ରେସର ଇସ୍ତାହାର ପହଞ୍ଚାଇବାକୁ ଚେଷ୍ଟା କରିବେ।

ସେହିପରି ଜମ୍ମୁରେ ଗୁଲାମ ନବୀ ଆଜାଦ୍, ଜୟପୁରରେ ସଚିନ ପାଇଲଟ, ମୁମ୍ବାଇରେ ଆନନ୍ଦ ଶର୍ମା, ବେଙ୍ଗାଳୁରୁରେ କପିଲ ଶିବଲ, ଚେନ୍ନାଇରେ ଶର୍ମିଷ୍ଠା ମୁଖାର୍ଜି, କୋଲକାତାରେ ପୱନ ଖେରା, ହାଇଦ୍ରାବାଦରେ ରାଜିଭ ଗୌଡ଼ା, ଲକ୍ଷ୍ମୌରେ ରାଜୀବ ଶୁକ୍ଳା, ଦିଲ୍ଲୀରେ ଅଭିଶେକ ସିଂହ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ଯକ୍ରମ ରହିଛି।

ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ବିଜେପିର ଦେଶପ୍ରେମ ପଛର କାରଣର ଗୁମର ଖୋଲିବ ବୋଲି ଜଣାପଡ଼ିଛି। ଲୋକଙ୍କ ମୌଳିକ ଆବଶ୍ଯକତା ବାବଦରେ କଂଗ୍ରେସ କିଭଳି ଗୁରୁତ୍ବ ଦେଇଛି ଏହାକୁ ନେଇ ଅବଗତ କରାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story