ବିଜେପି-ଆରଏସ୍‌ଏସ୍‌କୁ କାଉଣ୍ଟର୍‌ କରିବାକୁ କଂଗ୍ରେସ୍‌ର ନୂଆ ଅଭିଯାନ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଓ ଏହା ପୂର୍ବରୁ ୩ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଆରଏସ୍‌ଏସ୍‌କୁ କାଉଣ୍ଟର୍‌ କରିବାକୁ କଂଗ୍ରେସ୍‌ ସଜବାଜ ଆରମ୍ଭ କରି ଦେଇଛି। କଂଗ୍ରେସ୍‌ର ‘ସେବା ଦଳ’ ବିଜେପିର ରାଷ୍ଟ୍ରବାଦ ଓ ରାଷ୍ଟ୍ରବାଦୀ ବିଚାରକୁ କାଉଣ୍ଟର୍‌ କରିବାକୁ ଆସନ୍ତା ମାସ ସବୁ ରାଜ୍ୟରେ ‘ତ୍ରିରଙ୍ଗା ମାର୍ଚ୍ଚ’ ବାହାର କରିବ ବୋଲି କହିଛି। ଭାରତଛାଡ଼ ଆନ୍ଦୋଳନର ୭୬ ବର୍ଷ ପୂରଣ ଅବସରରେ ଅଗଷ୍ଟ ୯ ତାରିଖରେ ସମସ୍ତ ୨୯ ରାଜ୍ୟର […]

Seva_Dalla

Seva_Dalla

Rakesh Mallick
  • Published: Sunday, 29 July 2018
  • Updated: 29 July 2018, 02:34 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଓ ଏହା ପୂର୍ବରୁ ୩ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଆରଏସ୍‌ଏସ୍‌କୁ କାଉଣ୍ଟର୍‌ କରିବାକୁ କଂଗ୍ରେସ୍‌ ସଜବାଜ ଆରମ୍ଭ କରି ଦେଇଛି। କଂଗ୍ରେସ୍‌ର ‘ସେବା ଦଳ’ ବିଜେପିର ରାଷ୍ଟ୍ରବାଦ ଓ ରାଷ୍ଟ୍ରବାଦୀ ବିଚାରକୁ କାଉଣ୍ଟର୍‌ କରିବାକୁ ଆସନ୍ତା ମାସ ସବୁ ରାଜ୍ୟରେ ‘ତ୍ରିରଙ୍ଗା ମାର୍ଚ୍ଚ’ ବାହାର କରିବ ବୋଲି କହିଛି। ଭାରତଛାଡ଼ ଆନ୍ଦୋଳନର ୭୬ ବର୍ଷ ପୂରଣ ଅବସରରେ ଅଗଷ୍ଟ ୯ ତାରିଖରେ ସମସ୍ତ ୨୯ ରାଜ୍ୟର ରାଜଧାନୀ ଓ ବଡ଼ ସହରରେ ଏହି ତ୍ରିରଙ୍ଗା ମାର୍ଚ୍ଚ ଦଳ ପକ୍ଷରୁ ବାହାର କରାଯିବ। ସେବା ଦଳର ମୁଖ୍ୟ ସଂଗଠକ ଲାଲଜୀ ଭାଇ ଦେଶାଇ ଏହାର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରୁ ଏହାର ଶୁଭାରମ୍ଭ କରାଯିବ।

ଦେଶାଇ କହିଛନ୍ତି, “୭୬ ବର୍ଷ ପୂର୍ବେ ଇଂଗ୍ରେଜ୍‌ଙ୍କ Divide and rule ନୀତି ବିରୋଧରେ ସ୍ୱର ଉଠିଥିଲା। ଆଜି ପୁଣି ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ଆମେ ତ୍ରିରଙ୍ଗା ମାର୍ଚ୍ଚ ବାହାର କରିବାକୁ ନିଷ୍ପତ୍ତି ନେଇଛୁ। କାରଣ ସେମାନଙ୍କ (ବିଜେପି) ସତ୍ୟ କ’ଣ, ଲୋକେ ଜାଣିପାରିବେ।”

ସେ ଆହୁରି କହିଛନ୍ତି, “ଏହା ଜରିଆରେ ଆମ କର୍ମୀ ଜନତାଙ୍କ ପାଖକୁ ଯାଇ ବୁଝାଇବେ ପ୍ରକୃତ ରାଷ୍ଟ୍ରବାଦ ଏବଂ ତ୍ରିରଙ୍ଗା ହିଁ ଏ ଦେଶରେ ଚାଲିବ। ଶୋଭାଯାତ୍ରା ସହ ସହରର ଗୋଟିଏ ସ୍ଥାନରେ ସଭା କରାଯିବ। ସେଠାରେ ସେବାଦଳର ଅଧିକାରୀମାନେ ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମର ଇତିହାସ, ଗାନ୍ଧି-ନେହରୁଙ୍କ ବିଚାରଧାରା ଓ ବର୍ତ୍ତମାନ ସମୟରେ ଦେଶ ଆଗରେ ଛିଡ଼ା ହୋଇଥିବା ସମସ୍ୟା ବିଷୟରେ ବୁଝାଇବେ।”

ଏହି ଶୋଭାଯାତ୍ରାର ଆଗାମୀ ନିର୍ବାଚନ ସହ କିଛି ସମ୍ପର୍କ ଅଛିକି ବୋଲି ପଚରା ଯିବାରୁ ଦେଶାଇ କହିଥିଲେ, “ନିଶ୍ଚିତ ଭାବେ ସମ୍ପର୍କ ଅଛି। ନିର୍ବାଚନ ପୂର୍ବରୁ ଦେଶର ଲୋକେ ଜାଣିବା ଦରକାର ସେମାନଙ୍କୁ ଧର୍ମ ଓ ଜାତି ନାଁରେ କେମିତି ଭାଗ ଭାଗ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story