ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ୮ ହଜାରରୁ ଅଧିକ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀରେ ପୁଣି ମାରାତ୍ମକ ହୋଇଛି କରୋନା ଭାଇରସ। ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ଆଠ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୮,୫୯୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୯,୯୭୫ କୁ ବୃଦ୍ଧି ପାଇଛି। ଏବେ ୪୨,୬୨୯ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ଯାହାକି ଏଯାବତ ସର୍ବାଧିକ। ଦିଲ୍ଲୀର କରୋନା ଜୋନ୍ ସଂଖ୍ୟା ଚାରି ହଜାରରୁ ଅଧିକ […]

corona

corona

Subhransu Sekhar
  • Published: Thursday, 12 November 2020
  • Updated: 12 November 2020, 08:34 AM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀରେ ପୁଣି ମାରାତ୍ମକ ହୋଇଛି କରୋନା ଭାଇରସ। ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ଆଠ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୮,୫୯୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୯,୯୭୫ କୁ ବୃଦ୍ଧି ପାଇଛି। ଏବେ ୪୨,୬୨୯ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ଯାହାକି ଏଯାବତ ସର୍ବାଧିକ। ଦିଲ୍ଲୀର କରୋନା ଜୋନ୍ ସଂଖ୍ୟା ଚାରି ହଜାରରୁ ଅଧିକ ହୋଇଛି। ମୋଟ୍ ୪,୦୧୬ଟି କଣ୍ଟେନମେଣ୍ଟ ଜୋନ୍ ରହିଛି।

ସେହପରି ଏହି ଘାତକ ଭାଇରସର ମୃତ୍ୟୁ ସଂଖ୍ୟା ଗତ ମାସ ତୁଳନାରେ ତଳିତ ମାସ ଅଧିକ ହୋଇଛି।  ୨୪ ଘଣ୍ଟା ମଧ୍ୟରେ, ୮୫ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଗୋଟିଏ ଦିନରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ମୃତ୍ୟୁ। ରାଜଧାନୀର କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୭,୨୨୮ କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୭,୨୬୪ ରୋଗୀ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୪,୧୦,୧୧୮ ଜଣ ଆରୋଗ୍ୟ ହୋଇଛନ୍ତି।

ତେବେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୧୩.୪ ପ୍ରତିଶତ ରହିଥିବା ଜଣାପଡ଼ିଛି। ଆରୋଗ୍ୟ ହାର ୮୯.୧୬ ପ୍ରତିଶତ ରହିଛି। ଚିକିତ୍ସାଧୀନ ହାର ୯.୨୬ ପ୍ରତିଶତ। ମୃତ୍ୟୁ ହାର ୧.୫୭ ପ୍ରତିଶତ। ଏଯାବତ କରୋନା ପରୀକ୍ଷା ସଂଖ୍ୟା ୫୨,୬୨,୦୪୫ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story