କରୋନା ଭୟ: ରେଷ୍ଟୁରାଣ୍ଟରୁ ଗାଏବ ହେଉଛି ଚାଇନିଜ ଖାଦ୍ୟ!

ମୁମ୍ୱାଇ: ସାରା ବିଶ୍ୱକୁ ଏବେ ଡରାଉଛି କରୋନା ଭାଇରସ। ଚୀନର ଉହାନରୁ ବ୍ୟାପୀଥିହା ଏହି ଭାଇରସ ଏଯାବତ ୮୧୧ ଲୋକଙ୍କ ମୁଣ୍ଡ ନେଇସାରିଛି। ଏହାରି ଭିତରେ ଭାରତରେ ଚାଇନିଜ ଖାଦ୍ୟର ଭାଉ ବିଭିନ୍ନ ରେଷ୍ଟୁରାଣ୍ଟରେ କମିଥିବା ଦେଖିବାକୁ ମିଳିଛି। ମୁମ୍ୱାଇର ଏକ ବଡ଼ ହୋଟେଲର ରେଷ୍ଟୁରାଣ୍ଟରେ ଜଣେ ବ୍ୟକ୍ତି ଚାଇନିଜ ହୁନାନ ଚିକେନ ଅର୍ଡ଼ର କରିଥିଲେ। ହେଲେ ଏହି ଚିକେନରେ ଚାଇନିଜ ବୀନ ପେଷ୍ଟ ବ୍ୟବହାର ହେଉଛି କି ବୋଲି ଗ୍ରାହକ ଜଣଙ୍କ ପ୍ରଶ୍ନ କରିଥିଲେ। ଏହାପରେ […]

hunan chicken

hunan chicken

Subhransu Sekhar
  • Published: Sunday, 09 February 2020
  • Updated: 09 February 2020, 01:38 PM IST

Sports

Latest News

ମୁମ୍ୱାଇ: ସାରା ବିଶ୍ୱକୁ ଏବେ ଡରାଉଛି କରୋନା ଭାଇରସ। ଚୀନର ଉହାନରୁ ବ୍ୟାପୀଥିହା ଏହି ଭାଇରସ ଏଯାବତ ୮୧୧ ଲୋକଙ୍କ ମୁଣ୍ଡ ନେଇସାରିଛି। ଏହାରି ଭିତରେ ଭାରତରେ ଚାଇନିଜ ଖାଦ୍ୟର ଭାଉ ବିଭିନ୍ନ ରେଷ୍ଟୁରାଣ୍ଟରେ କମିଥିବା ଦେଖିବାକୁ ମିଳିଛି। ମୁମ୍ୱାଇର ଏକ ବଡ଼ ହୋଟେଲର ରେଷ୍ଟୁରାଣ୍ଟରେ ଜଣେ ବ୍ୟକ୍ତି ଚାଇନିଜ ହୁନାନ ଚିକେନ ଅର୍ଡ଼ର କରିଥିଲେ। ହେଲେ ଏହି ଚିକେନରେ ଚାଇନିଜ ବୀନ ପେଷ୍ଟ ବ୍ୟବହାର ହେଉଛି କି ବୋଲି ଗ୍ରାହକ ଜଣଙ୍କ ପ୍ରଶ୍ନ କରିଥିଲେ। ଏହାପରେ ଗ୍ରାହକ ଜଣଙ୍କ ଆଉ କିଛି ପ୍ରଶ୍ନ କରିବା ପୂର୍ବରୁ ଅର୍ଡର ଗ୍ରହଣ କରୁଥିବା ବ୍ୟକ୍ତି କହିଥିଲେ, ‘ନା, ଆମର ସମସ୍ତ ସାମଗ୍ରୀ ମେଡ୍ ଇନ୍ ଇଣ୍ଡିଆ ନହେଲେ ମେଡ୍ ଇନ୍ ସିଙ୍ଗାପୁର’।

ରେଷ୍ଟୁରାଣ୍ଟର କର୍ମଚାରୀ ଜଣଙ୍କ ଗ୍ରାହକଙ୍କ ଏଭଳି ପ୍ରଶ୍ନ ପଚାରିବାର କାରଣ ବୁଝିପାରିଥିଲେ। କାରଣ ଚୀନର ଉହାନରୁ ବ୍ୟାପୀଥିବା କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏଭଳି ସ୍ଥିତିରେ ମୁମ୍ୱାଇରେ ଯେଉଁ ରେଷ୍ଟୁରାଣ୍ଟରେ ଚାଇନୀଜ ଖାଦ୍ୟ ପ୍ରସ୍ତୁତ କରାଯାଉଛି, ସେହି ଖାଦ୍ୟରେ ଚାଇନିଜ ମସଲା ବା ସାମଗ୍ରୀ ବ୍ୟବହୃତ ହେଉଥିବା ଆଶଙ୍କା କରି ଗ୍ରାହକମାନେ ନାନା ପ୍ରଶ୍ନ କରୁଥିବାର ଦେଖିବାକୁ ମିଳିଛି। ଭାରତରେ ବିଦେଶୀ ଖାଦ୍ୟ ଭିତରେ ଚାଇନିଜ ଖାଦ୍ୟ ଲୋକପ୍ରିୟ ରହିଛି। ଏବେ ଏହି ଚାଇନିଜ ଖାଦ୍ୟ ପ୍ରତି ଲୋକମାନେ ଇଚ୍ଛାପ୍ରକାଶ କରୁନଥିବା ଦେଖିବାକୁ ମିଳିଛି।

ଭାରତରେ ଏଭଳି ସ୍ଥିତି ଦେଖି ଚାଇନିଜ ଫୁ଼ଡ ଆମଦାନୀ କରୁଥିବା କମ୍ପାନୀ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଫୋରମ ଅଫ ଇଣ୍ଡିଆନ୍ ଫୁଡ୍ ଇମ୍ପୋଟର୍ସର ପ୍ରତିଷ୍ଠାତା ଅମିତ ଲୋହନୀ କହିଛନ୍ତି, ଏଭଳି ପ୍ରଭାବ ଲମ୍ୱା ସମୟ ପର୍ଯ୍ୟନ୍ତ ରହିପାରେ। ଏମିତିକି ଅନେକ ଚାଇନିଜ ରେଷ୍ଟୁରାଣ୍ଟ ମେଡ୍ ଇନ୍ ଚାଇନା ଫୁଡ୍ ଅର୍ଡର ବାତିଲ କରି ଦେଇଛନ୍ତି। ସେହି ମସଲା ବା ଖାଦ୍ୟର ବିକଳ୍ପ ଖାଦ୍ୟ ଉପରେ ରେଷ୍ଟୁରାଣ୍ଟ ଚିନ୍ତା କରୁଛି ବୋଲି ସେ କହିଛନ୍ତି।

ମୁମ୍ୱାଇର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପଦ୍ମଜା କେସର କହିଛନ୍ତି, ଖାଦ୍ୟ ପ୍ରସ୍ତୁତି ଲମ୍ୱା ସମୟ ପର୍ଯ୍ୟନ୍ତ ହେଲେ ଇନଫେକସନ ହେବାର ସମ୍ଭାବନା ବହୁତ କମ୍ ରହିଥାଏ। ହେଲେ ଖାଦ୍ୟ ପ୍ରସ୍ତୁତି ବେଳେ ବ୍ୟବହୃତ ହେଉଥିବା କପଡ଼ା, ବାସନ ଏବଂ ଆସବା ପତ୍ର ଜରିଆରେ ଏହି କରୋନା ଭାଇରସ ସଂକ୍ରମିତ ହୋଇପାରେ।

୨୦୧୯ରେ ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଇଣ୍ଡିଆ (ଏନଆରଏଆଇ)ର ରିପୋର୍ଟ ଅନୁଯାୟୀ ଉତ୍ତର ଭାରତର ୨୭ ପ୍ରତିଶତ ଲୋକ ଚାଇନିଜ ଖାଦ୍ୟକୁ ଅଧିକ ଅଗ୍ରାଧିକାର ଦିଅନ୍ତି। ସେହିପରି ୨୦୧୯-୨୦ରେ ଭାରତର ଫୁଡ ସର୍ଭିସ ଇଣ୍ଡଷ୍ଟ୍ରି ୪.୨ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଆଶା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story