ମହିଳାଙ୍କ ତୁଳନାରେ ପୁରୁଷମାନେ କରେନା ଭାଇରସରେ ଅଧିକ ସଂକ୍ରମିତ

ବେଜିଂ: ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନା ଭାଇରସକୁ ନେଇ ଚୀନର ଡାକ୍ତରମାନେ ନୂଆ ତଥ୍ୟ ଦେଇଛନ୍ତି। ଏଯାବତ ଏହି କରୋନା ଭାଇରସ ଆକ୍ରାନ୍ତରେ ଚୀନରେ ୭୦୦ରୁ ଅଧିର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୯୯ ପ୍ରତିଶତ ପୁରୁଷ ରହିଛନ୍ତି ବୋଲି ଚୀନ ଡାକ୍ତର ଲି ଝାଙ୍ଗ ଦାବି କରିଛନ୍ତି। କରୋନା ଭାଇରସ ମହିଳାଙ୍କୁ କମ୍ କ୍ଷତି ପହଞ୍ଚାଉଥିବା ବେଳେ […]

corona-virus

corona-virus

Subhransu Sekhar
  • Published: Saturday, 08 February 2020
  • Updated: 08 February 2020, 06:04 PM IST

Sports

Latest News

ବେଜିଂ: ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନା ଭାଇରସକୁ ନେଇ ଚୀନର ଡାକ୍ତରମାନେ ନୂଆ ତଥ୍ୟ ଦେଇଛନ୍ତି। ଏଯାବତ ଏହି କରୋନା ଭାଇରସ ଆକ୍ରାନ୍ତରେ ଚୀନରେ ୭୦୦ରୁ ଅଧିର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୯୯ ପ୍ରତିଶତ ପୁରୁଷ ରହିଛନ୍ତି ବୋଲି ଚୀନ ଡାକ୍ତର ଲି ଝାଙ୍ଗ ଦାବି କରିଛନ୍ତି। କରୋନା ଭାଇରସ ମହିଳାଙ୍କୁ କମ୍ କ୍ଷତି ପହଞ୍ଚାଉଥିବା ବେଳେ ପୁରୁଷଙ୍କ ଅଧିକ ପ୍ରଭାବିତ କରୁଛି ବୋଲି ଡାକ୍ତର ଲି ଝାଙ୍ଗ କହିଛନ୍ତି। ଏହାର କାରଣ ସେ କହିଛନ୍ତି, ମହିଳାଙ୍କ ଶରୀରରେ ଏକ୍ସ କ୍ରମୋଜମ ଏବଂ ସେକ୍ସ ହରମୋନ ଅଧିକ ରହୁଥିବାରୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ବୋଲି ଡାକ୍ତର ଲି କହିଛନ୍ତି। ସେହିପରି ଯେଉଁ ପୁରୁଷ ମାନେ ଅସୁସ୍ଥ ରହିଛନ୍ତି ସେମାନଙ୍କୁ କରୋନା ଭାଇରସ ଆକ୍ରମଣ କରିବାର ଆଶଙ୍କା ଅଧିକ ରହିଛି।

ଚୀନର ଉହାନ ସହରରୁ ଏହି ଘାତକ କରୋନା ଭାଇରସର ଉତ୍ପତ୍ତୀ ହୋଇଛି। ଏହାପରେ ଆକ୍ରାନ୍ତଙ୍କୁ ଦେଖି ଡାକ୍ତରମାନଙ୍କ ଦ୍ୱାରା ଗବେଷଣା କରାଯାଇଛି। ଏହି ଭାଇରସ ଚୀନ ସମେତ ବିଶ୍ୱର ୩୦ଟି ଦେଶକୁ ବ୍ୟାପୀଥିବା ସୂଚନା ରହିଛି। ଯେଉଁଥିରେ ଭାରତ, ଜାପାନ, ଥାଇଲ୍ୟାଣ୍ଡ, ଆମେରିକା, ଜର୍ମାନୀ ଭଳି ପ୍ରମୁଖ ଦେଶ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story