କାୟା ମେଲାଉଛି କରୋନା, ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୮୦

ବେଜିଂ: ଚାଇନାରେ କାୟା ମେଲାଇଛି କରୋନା ଭାଇରସ। ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଥିବା ବେଳେ ୩ ହଜାରରୁ ଅଧିକ ଲୋକ କରୋନାରେ ଚିହ୍ନଟ ହୋଇଛନ୍ତି। ଚୀନ ବ୍ୟତୀତ ଏସିଆ, ୟୁରୋପ ଉତ୍ତର ଆମେରିକା ମହାଦେଶକୁ ଏହି ଘାତକ ଭାଇରାସ ବ୍ୟାପିଛି। ସୋମବାର ସୁଦ୍ଧା ଏହି ଭାଇରସ ଦ୍ୱାରା ୮୦ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରୁ ହୁବେଇରୁ ୭୬ ଜଣ ରହିଛନ୍ତି। ମୋଟ୍ ୩ ହଜାର ଏହି ଭାଇରସ ଦ୍ୱାରା ଚିହ୍ନଟ ହୋଇଥିବା ବେଳେ ହୁବେଇରୁ ୧,୪୨୩ ଚିହ୍ନଟ ହୋଇଛନ୍ତି। […]

merlin

merlin

Subhransu Sekhar
  • Published: Monday, 27 January 2020
  • Updated: 27 January 2020, 06:11 PM IST

Sports

Latest News

ବେଜିଂ: ଚାଇନାରେ କାୟା ମେଲାଇଛି କରୋନା ଭାଇରସ। ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଥିବା ବେଳେ ୩ ହଜାରରୁ ଅଧିକ ଲୋକ କରୋନାରେ ଚିହ୍ନଟ ହୋଇଛନ୍ତି। ଚୀନ ବ୍ୟତୀତ ଏସିଆ, ୟୁରୋପ ଉତ୍ତର ଆମେରିକା ମହାଦେଶକୁ ଏହି ଘାତକ ଭାଇରାସ ବ୍ୟାପିଛି।

ସୋମବାର ସୁଦ୍ଧା ଏହି ଭାଇରସ ଦ୍ୱାରା ୮୦ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରୁ ହୁବେଇରୁ ୭୬ ଜଣ ରହିଛନ୍ତି। ମୋଟ୍ ୩ ହଜାର ଏହି ଭାଇରସ ଦ୍ୱାରା ଚିହ୍ନଟ ହୋଇଥିବା ବେଳେ ହୁବେଇରୁ ୧,୪୨୩ ଚିହ୍ନଟ ହୋଇଛନ୍ତି। ଶନିବାର ସାନଘାଇରେ ଏହି ଘାତକ ଭାଇରସ ଜଣେ ୯ ବର୍ଷୀୟ ଝିଅର ଜୀବନ ନେଇଛି ବୋଲି ଉହାନର ମେୟର କହିଛନ୍ତି।

ନିଶ୍ଚିତ ପଢ଼ନ୍ତୁ: ଜାଣି ନିଅନ୍ତୁ କରୋନାର ଲକ୍ଷଣ ଓ ମୁକାବିଲା କରିବାର ଉପାୟ

ଚୀନ ବ୍ୟତୀତ ହଙ୍ଗକଙ୍ଗ ଏବଂ ଥାଇଲାଣ୍ଡରେ ଏହି ଘାତକ ଭାଇରସ ୮ ଜଣଙ୍କ ପାଖରେ ଦେଖିବାକୁ ମିଳିଛି। ଆମେରିକା, ତାଇଓ୍ୱାନ, ଅଷ୍ଟ୍ରେଲିଆ, ମକାଉରେ ୫ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ସିଙ୍ଗାପୋର, ଜାପାନ, ଦକ୍ଷିଣ କୋରିଆ ଏବଂ ମାଲେଶିଆରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଫ୍ରାନ୍ସର ୩ ଜଣ, ଭିଏତନାମାରେ ୨ ଜଣ ଏବଂ ନେପାଳର ଜଣେ ଏହି କରୋନା ଭାଇରସର ଶିକାର ହୋଇଛନ୍ତି। ତେବେ ଚୀନ ବାହାରେ ଯେଉଁମାନେ ଏହି କରୋନା ଭାଇରସର ଶିକାର ହୋଇଛନ୍ତି ସେମାନେ ସେମାନଙ୍କ ମଧ୍ୟରୁ ଏଯାଏ ପ୍ରାଣ ହରାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story