ଚୀନର ସରକାରୀ ଲ୍ୟାବରୁ ତିଆରି ହୋଇଛି କରୋନା ଭାଇରସ!

ବେଜିଂ: ଚୀନରୁ ବ୍ୟାପିଥିବା କରୋନା ଭାଇରସର ପ୍ରକୋପ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଥିବା ସୂଚନା ରହିଛି। ଚୀନର ହୁବେଇ ପ୍ରଦେଶର ରାଜଧାନୀ ଉହାନରୁ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଏବେ ଚୀନର ବୈଜ୍ଞାନିକମାନେ କରୋନା ଭାଇରସର କେନ୍ଦ୍ରସ୍ଥଳକୁ ନେଇ ଗବେଷଣା କରୁଛନ୍ତି। ଏହି ଭାଇରସ ଉହାନରେ ଥିବା ଏକ ମାଛ ମାର୍କେଟ ନିକଟରେ ଥିବା ଏକ ସରକାରୀ ଗବେଷଣା କେନ୍ଦ୍ରରୁ ଉତ୍ପତ୍ତୀ ହୋଇଛି […]

Corona

Corona

Subhransu Sekhar
  • Published: Monday, 17 February 2020
  • Updated: 30 April 2020, 03:57 PM IST

Sports

Latest News

ବେଜିଂ: ଚୀନରୁ ବ୍ୟାପିଥିବା କରୋନା ଭାଇରସର ପ୍ରକୋପ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଥିବା ସୂଚନା ରହିଛି। ଚୀନର ହୁବେଇ ପ୍ରଦେଶର ରାଜଧାନୀ ଉହାନରୁ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଏବେ ଚୀନର ବୈଜ୍ଞାନିକମାନେ କରୋନା ଭାଇରସର କେନ୍ଦ୍ରସ୍ଥଳକୁ ନେଇ ଗବେଷଣା କରୁଛନ୍ତି। ଏହି ଭାଇରସ ଉହାନରେ ଥିବା ଏକ ମାଛ ମାର୍କେଟ ନିକଟରେ ଥିବା ଏକ ସରକାରୀ ଗବେଷଣା କେନ୍ଦ୍ରରୁ ଉତ୍ପତ୍ତୀ ହୋଇଛି ବୋଲି ଦାବି କରିଛନ୍ତି।

ଚୀନର ସରକାରୀ ସାଉଥ ଚାଇନା ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ମୁତାବିକ୍, ହୁବାଅ ପ୍ରାନ୍ତର ଉହାନ ସେଣ୍ଟର ଫର ଡିସିଜ କଣ୍ଟ୍ରୋଲ (WHDC)ରୁ ଏହି ଘାତକ ଭାଇରସ ଉତ୍ପତ୍ତୀ ହୋଇଛି ବୋଲି ଦାବି ହୋଇଛି। ସ୍କଲାର ବୋତାଓୋ ଶାଓ ଏବଂ ଲି ଶାଓଙ୍କ ଦାବି ଅନୁଯାୟୀ WHDC ଲ୍ୟାବରୁ ଏଭଳି ଘାତକ ଭାଇରସ ତିଆରି ହୋଇଛି। ଏହି ଭାଇରସ ବ୍ୟାପିବାରେ ବାଦୁଡି ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

ନିକଟରେ ଗବେଷକମାନେ ଏହି କରୋନା ଭାଇରସକୁ ନେଇ ଗବେଷଣା କରୁଥିଲେ। ହଠାତ୍ ଏକ ବାଦୁଡି ଆସି ଗବେଷକଙ୍କ ଉପରେ ଆକ୍ରମଣ କରିଦେଇଥିଲା। ବାଦୁଡିର ରକ୍ତ ଏହି ସମୟରେ ଗବେଷକଙ୍କ ଶରୀରରେ ଲାଗିଯାଇଥିଲା। ଯାହାକି ସଙ୍ଗେସଙ୍ଗେ ଶରୀରରେ ମିଳେଇ ଯାଇଥିଲା ବୋଲି ଗବେଷଣା ପତ୍ରରେ ଉଲ୍ଲେଖ ରହିଛି।

ରିପୋର୍ଟରେ ଆହୁରି କହୁଯାଇଛି, କରୋନା ଆକ୍ରାନ୍ତଙ୍କ ପାଖରେ ଜିନୋମ ସିକ୍ୱେନ୍ସି ୯୬ ବା ୮୯ ପ୍ରତିଶତ ରହିଛି। ଯାହାକି ବାଦୁଡି ଏବଂ WHDC କରୋନା ଭାଇରସ ପାଖରେ ରହିଛି। ମୂଳ ଭାବରେ ଏହା କିନ୍ତୁ ରାଇନୋଫସ ଏଫିନିସ ପାଖରେ ରହିଛି। ସେଠିକାର ଲୋକମାନେ ବାଦୁଡି ଖାଇବାର ନଜିର ରହିଛି।

WHDC ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଅନୁଯାୟୀ, ଜଣେ ଡାକ୍ତରଙ୍କ ଶରୀରରେ ବାଦୁଡିର ରକ୍ତ ପଡ଼ିଥିଲା। ଏହାପରେ ସେହି ଡାକ୍ତରଙ୍କ ଶରୀର ଉପରେ ବାଦୁଡି ପରିସ୍ରା କରି ଦେଇଥିଲା। ଏହାପରେ WHDC ନିକଟରେ ଥିବା ୟୁନିୟନ ହସ୍ପିଟାଲରେ ସେହି ଡାକ୍ତରଙ୍କୁ ଅଲଗା କରି ରଖାଯାଇଥିଲା। କିଛି ଦିନ ପରେ ସେହି ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା।

ସୂଚନାଯୋଗ୍ୟ ୨୦୦୨-୨୦୦୩ରେ ଚୀନରେ ବ୍ୟାପିଥିବା ଏସଏଆରଏସ-ସିଓଭି ପଛରେ ବାଦୁଡିର ଭୂମିକା ଥିଲା ବୋଲି ଏହି WHDC ଲ୍ୟାବ ସେତେବେଳେ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story