ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ବସ‌ଷ୍ଟାଣ୍ଡରୁ ମିଳିଲା କରୋନା ରୋଗୀଙ୍କ ମୃତଦେହ

ଅହମଦାବାଦ: ୬୭ ବର୍ଷୀୟ ଛଗନ ମାକୱାନା ମେ’ ୧୦ରୁ କରୋନାରେ ଆକ୍ରାନ୍ତ ହୋଇ ଅହମଦାବାଦ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ କରୋନାରେ ଆକ୍ରାନ୍ତ ଥିବା ଛଗନଙ୍କ ମୃତଦେହ ଏବେ ଅହମଦାବାର ଡାନିଲିମଡାର ବିଆରଟିଏସ ବସ୍‌ଷ୍ଟାଣ୍ଡ ନିକଟରୁ ଠାବ ହୋଇଛି। କରୋନା ରୋଗୀଙ୍କ ମୃତଦେହ ବସଷ୍ଟାଣ୍ଡରୁ ମିଳିବା ପରେ ଲୋକଙ୍କ ମଧ୍ୟରେ ସଂକ୍ରମଣକୁ ନେଇ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଛଗନ କେମିତି ହସ୍ପିଟାଲରୁ ବସଷ୍ଟାଣ୍ଡକୁ ଆସିଲେ ଓ ତାଙ୍କର ମୃତ୍ୟୁହେଲା, ତା’ର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ […]

y

y

Hemant Lenka
  • Published: Monday, 18 May 2020
  • Updated: 18 May 2020, 08:30 AM IST

Sports

Latest News

ଅହମଦାବାଦ: ୬୭ ବର୍ଷୀୟ ଛଗନ ମାକୱାନା ମେ’ ୧୦ରୁ କରୋନାରେ ଆକ୍ରାନ୍ତ ହୋଇ ଅହମଦାବାଦ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ କରୋନାରେ ଆକ୍ରାନ୍ତ ଥିବା ଛଗନଙ୍କ ମୃତଦେହ ଏବେ ଅହମଦାବାର ଡାନିଲିମଡାର ବିଆରଟିଏସ ବସ୍‌ଷ୍ଟାଣ୍ଡ ନିକଟରୁ ଠାବ ହୋଇଛି।

କରୋନା ରୋଗୀଙ୍କ ମୃତଦେହ ବସଷ୍ଟାଣ୍ଡରୁ ମିଳିବା ପରେ ଲୋକଙ୍କ ମଧ୍ୟରେ ସଂକ୍ରମଣକୁ ନେଇ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଛଗନ କେମିତି ହସ୍ପିଟାଲରୁ ବସଷ୍ଟାଣ୍ଡକୁ ଆସିଲେ ଓ ତାଙ୍କର ମୃତ୍ୟୁହେଲା, ତା’ର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ନିର୍ଦ୍ଦେଶ ଦେଇଛନ୍ତି।

ଛଗନଙ୍କ ମୃତଦେହ ଦେହ ନିକଟରୁ ଗୋଟିଏ ଚିଠି ଓ ମୋବାଇଲ ଫୋନ ଜବତ ହୋଇଛି। ଏହି ଚିଠି ଜରିଆରେ ତାଙ୍କ ଘର ରୋହିତ ପାର୍କ ସୋସାଇଟରେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଛଗନଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି।

ସେମାନେ କହିଛନ୍ତି, “ହସ୍ପିଟାଲ କର୍ତ୍ତୃପକ୍ଷ ଆମକୁ ତାଙ୍କ ପାଖକୁ ଛାଡ଼ୁ ନଥିଲେ। ସେ ସୁସ୍ଥ ହେଲେ ଆମକୁ ଖବର ଦିଆଯିବ ବୋଲି କୁହାଯାଇଥିଲା। ହେଲେ ବସଷ୍ଟାଣ୍ଡରୁ ତାଙ୍କ ମୃତଦେହ ମିଳିଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ କେମିତି ଏଠାକୁ ଆସିଲେ? ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଛି ଓ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ମୁଖ୍ୟମନ୍ତ୍ରୀ ରୂପାନୀ ଆଇଏଏସ(ଅବସରପ୍ରାପ୍ତ) ଜେପି ଗୁପ୍ତାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ ଦୁଇ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ହିଁ ରିପୋର୍ଟ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story