‘ମୃତ୍ୟୁ ପୂର୍ବରୁ ସମସ୍ତ ଦୋଷୀ ଆଇନର ସହାୟତା ନେଇ ପାରିବେ’

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିବା ପାଇଁ ନିର୍ଭୟାଙ୍କ ବାପା-ମା’ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ବୋଲି କୋର୍ଟ କହିଛନ୍ତି। ଦୋଷୀ ପବନର ବାପାଙ୍କୁ ଗୁରୁବାର ସୁଦ୍ଧା ଓକିଲ ମିଳିଯିବେ। ଏହାପରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀର ଏକ କୋର୍ଟ ଦୋଷୀ ପବନକୁ ଆଇନଗତ ପ୍ରକ୍ରିୟା ନେବାକୁ କହିଥିଲେ। ତାଙ୍କ ପାଖରେ […]

Nirbhaya

Nirbhaya

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 10:13 PM IST

Sports

Latest News

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିବା ପାଇଁ ନିର୍ଭୟାଙ୍କ ବାପା-ମା’ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ବୋଲି କୋର୍ଟ କହିଛନ୍ତି। ଦୋଷୀ ପବନର ବାପାଙ୍କୁ ଗୁରୁବାର ସୁଦ୍ଧା ଓକିଲ ମିଳିଯିବେ। ଏହାପରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ଦିଲ୍ଲୀର ଏକ କୋର୍ଟ ଦୋଷୀ ପବନକୁ ଆଇନଗତ ପ୍ରକ୍ରିୟା ନେବାକୁ କହିଥିଲେ। ତାଙ୍କ ପାଖରେ କୌଣସି ଓକିଲ ନାହାନ୍ତି ବୋଲି ପବନର ବାପା କୋର୍ଟରେ କହିଥିଲେ। ତେଣୁ ନିର୍ଭୟା ମାମଲାର ଚାରି ଦୋଷୀଙ୍କ ବିରୋଧରେ ହେବାକୁ ଥିବା ନୂଆ ଡେଥ୍ ଓ୍ୱାରେଣ୍ଟ ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଆଇନର ସମସ୍ତ ପ୍ରକାର ସହଯୋଗ ନେଇପାରିବାର ଅଧିକାର ରହିଛି ବୋଲି ଆଜି ଶୁଣାଣି ବେଳେ ବିଚାରପତି କହିଥିଲେ।

ବିଚାରପତିଙ୍କ ଏଭଳି ଶୁଣାଣି ପରେ ପୁଣିଥରେ ନିର୍ଭୟାଙ୍କ ମା’ କୋର୍ଟ ପରିସରରେ କାନ୍ଦି ପକାଇଥିଲେ। ସେ କୋର୍ଟରେ କହିଥିଲେ, ‘ମୋର କ’ଣ ଅଧିକାର ନାହିଁ? ମୁଁ ବି ଜଣେ ମଣିଷ, ମୋତେ ସାତ ବର୍ଷ ଲାଗିଗଲା, ମୁଁ ହାତ ଯୋଡ଼ି ନ୍ୟାୟ ପାଇଁ ଗୁହାରୀ କରୁଛି, ଦୟାକରି ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରନ୍ତୁ’।

ସୂଚନାଯୋଗ୍ୟ, ତିହାର ଜେଲ କତ୍ତୃପକ୍ଷ ମଙ୍ଗଳବାର ନିର୍ଭୟା ଦୋଷୀଙ୍କ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ। ସାତ ଦିନ ମଧ୍ୟରେ ଚାରି ଦୋଷୀଙ୍କୁ ଆଇନ ଗତ ସହାୟତା ନେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦୋଷୀମାନେ କୌଣସି ଆଇନ ଗତ ସହାୟତା ନେଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story