'କୋଭିଶିଲ୍ଡ ଟିକାର ବିକଳ୍ପ ଭାବରେ ବ୍ୟବହାର ହେବ କୋଭାକ୍ସିନ୍'

ନୂଆଦିଲ୍ଲୀ: ନୂଆ ବର୍ଷରେ ଗୁଡ୍ ନ୍ୟୁଜ୍, ଖତମ୍ ହେବାକୁ ଯାଉଛି କରୋନାରେ ଖେଳ। କୋଭିଶିଲ୍ଡ ପରେ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ଏଭଳି ଆଶାର ସଞ୍ଚାର ହୋଇଛି। ବର୍ଷ ଆରମ୍ଭରୁ ଦୁଇଟି ଟିକାକୁ ସରକାର ଅନୁମତି ଦେଇଛନ୍ତି। ଆଉ ଦୁଇଟି ଟିକା ଅନୁମତି ପାଇବାକୁ ଅପେକ୍ଷା କରିଥିବା ସୂଚନା ରହିଛି। ଏହି ଦୁଇ ଟିକା ହେଲେ ଫାଇଜର ଏବଂ ମଡେର୍ଣ୍ଣା। ଅନୁମତି ପାଇଥିବା ଗୋଟିଏ ଟିକା ସ୍ୱଦେଶୀ। ହାଇଦ୍ରାବାଦର ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହେଉଥିବା […]

vaccine-22

vaccine-22

Subhransu Sekhar
  • Published: Sunday, 03 January 2021
  • Updated: 03 January 2021, 07:14 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ବର୍ଷରେ ଗୁଡ୍ ନ୍ୟୁଜ୍, ଖତମ୍ ହେବାକୁ ଯାଉଛି କରୋନାରେ ଖେଳ। କୋଭିଶିଲ୍ଡ ପରେ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ଏଭଳି ଆଶାର ସଞ୍ଚାର ହୋଇଛି। ବର୍ଷ ଆରମ୍ଭରୁ ଦୁଇଟି ଟିକାକୁ ସରକାର ଅନୁମତି ଦେଇଛନ୍ତି। ଆଉ ଦୁଇଟି ଟିକା ଅନୁମତି ପାଇବାକୁ ଅପେକ୍ଷା କରିଥିବା ସୂଚନା ରହିଛି। ଏହି ଦୁଇ ଟିକା ହେଲେ ଫାଇଜର ଏବଂ ମଡେର୍ଣ୍ଣା। ଅନୁମତି ପାଇଥିବା ଗୋଟିଏ ଟିକା ସ୍ୱଦେଶୀ।

ହାଇଦ୍ରାବାଦର ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହେଉଥିବା କୋଭାକ୍ସିନ୍ ଟିକାକୁ ନେଇ ସାରା ଦେଶ ଗର୍ବିତ। କାରଣ ଏହି ଟିକା ଆଇସିଏମଆର ସହ ମିଶି ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି। ତେବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରୀକ୍ଷା ପୂର୍ବରୁ ଏହି ଟିକାକୁ ଅନୁମତି ମିଳିଥିବାରୁ ବିରୋଧୀ କଂଗ୍ରେସ ଏବଂ ସିପିଆଇର ନେତା ପ୍ରଶ୍ନ ଉଠାଇଛନ୍ତି। ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି କୋଭିଶିଲ୍ଡ ଟିକାକୁ ପ୍ରାଥମିକ ଭାବରେ ବ୍ୟବହାର କରାଯିବ। ଯଦି କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିବ ତାହେଲେ କୋଭାକ୍ସିନକୁ ବ୍ୟବହାର କରାଯିବ ବୋଲି ଗୁଲେରିଆ କହିଛନ୍ତି।

ରଣଦୀପ ଗୁଲେରିଆ ରବିବାରର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଉଭୟ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। ଆଜି ଦେଶ ପାଇଁ ଏକ ସ୍ୱତନ୍ତ୍ର ଦିନ, ନୂଆ ବର୍ଷ ଆରମ୍ଭ କରିବା ପାଇଁ ଏହା ଏକ ଭଲ ଉପାୟ। ଉଭୟ ଟିକା ଭାରତରେ ତିଆରି ହୋଇଛି ଏବଂ ଗୋଟିଏ ଟିକା ସଂପୂର୍ଣ୍ଣ ସ୍ୱଦେଶୀ। ପୂର୍ବରୁ, ଭାରତ ଟିକା ଆମଦାନୀ ଉପରେ ନିର୍ଭର କରୁଥିଲା, ଆଜି ଆମ ଦେଶରେ ଏହି ଟିକା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଭାରତ ବାୟୋଟେକ ଏବଂ ସେରମ୍ ପ୍ରତିଷ୍ଠାନର ଟିକା ଅନୁମୋଦନ ଲାଭ କରିଛି। କିନ୍ତୁ ଯଦି କରୋନା ସଂକ୍ରିମିତଙ୍କ ସଂଖ୍ୟା ବଢ଼ିବ ତେବେ ଭାରତ ବାୟୋଟେକ୍ ଟିକା ବ୍ୟବହାର କରିବ। ଯଦି ସେରମ୍ ଟିକାକରଣ ନଥିବା କିମ୍ୱା ଅନ୍ୟାନ୍ୟ କାରଣ ପାଇଁ ଭାରତ ବାୟୋଟେକ୍ ବ୍ୟାକଅପ୍ ଭାବରେ ବ୍ୟବହୃତ ହେବ।

ତେବେ ଦୁଇ ବିଦେଶୀ ଟିକା ଫାଇଜର ଏବଂ ମର୍ଡେର୍ଣ୍ଣାକୁ କିଣିବା ନେଇ ସରକାର ଆଲୋଚନା ଜାରି ରଖିଥିବା ସୂଚନା ରହିଛି। ଫାଇଜର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଛି। ଏହି ଦୁଇ ଟିକାର ଦାମ ଅନୁମତି ପାଇଥିବା ଟିକାଠୁ ଅଧିକ ବୋଲି କୁହାଯାଉଛି।

ଏହି ସମସ୍ତ ଟିକା ଦୁଇ ଥର ନେବାକୁ ହେବ। କରୋନାକୁ ମାତ ଦେବାକୁ ହେଲେ ହର୍ଡ ଇମ୍ୟୁନିଟିକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ୭୦ ପ୍ରତିଶତ ଟିକାକାରଣ ହେବା ଦରକାର। ତେଣୁ ୯୦ କୋଟି ଲୋକ ଟିକା ନେବା ଦରକାର। ଜଣେ ଦୁଇଟି ଟିକା ନେବା ଅନିର୍ବାର୍ଯ୍ୟ ତେଣୁ ୧୮୦ କୋଟି ଡୋଜର ଆବଶ୍ୟକ ରହିଛି।

ପ୍ରାଥମିକ ଭାବରେ ୩୦ କୋଟି ଲୋକଙ୍କୁ ଏହି ଟିକା ଦିଆଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ଟିକାକରଣରପ ମକ୍ ଡ୍ରିଲ୍ ଶନିବାରଠୁ ଆରମ୍ଭ ହୋଇଛି। କୋଓ୍ୱିନ୍ ଆପ ବା ଓ୍ୱେବସାଇଟ୍ ଜରିଆରେ ପଞ୍ଜିକରଣ ଅନୁଯାୟୀ ଏହି ଟିକା ମିଳିବ। ଟିକା ନେବା ବେଳେ ଆଧାର କାର୍ଡ, ପାନ୍ କାର୍ଡ ଆଦି ୧୨ ପ୍ରକାର ଦଲିଲର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ ଏହି ଚାରି ଟିକା ବ୍ୟତୀତ ଜନଶନ ଆଣ୍ଡ ଜନଶନ, ନୋଭଭକ୍ସ ଋଷିଆର ସ୍ପୁଟନିକ-ଭି ଟିକା ବ୍ୟବହାର ପାଇଁ ଅନୁମତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story