‘ଗୋବରରୁ ତିଆରି ଚିପ୍ ବିକିରଣରୁ ସୁରକ୍ଷା ଦେବ’

ନୂଆଦିଲ୍ଲୀ: ଗୋବରରୁ ତିଆରି ଚିପ୍ ମୋବାଇଲରୁ ନିର୍ଗତ ବିକିରଣ (ରାଡିଏସନ) ଦାଉରୁ ସୁରକ୍ଷା ଦେବ। ରାଷ୍ଟ୍ରୀୟ କାମଧେନୁ ଆୟୋଗ (ଆରକେଏ)ର ଅଧ୍ୟକ୍ଷ ବଲ୍ଲଭଭାଇ କଠରିଆ ଏହା କହିଛନ୍ତି। ଖାଲି ବିକିରଣ ନୁହେଁ ଅନେକ ରୋଗ ଦାଉରୁ ମଧ୍ୟ ଗୋବରରୁ ପ୍ରସ୍ତୁତ ଚିପ୍ ସୁରକ୍ଷା ଦେବ ବୋଲି ସେ କହିଛନ୍ତି। କାମଧେନୁ ଦିପାବଳୀ ଅଭିଯାନର ଶୁଭାରମ୍ଭ ଅବସରରେ ବଲ୍ଲଭଭାଇ କହିଛନ୍ତି, ଗୋବର ବିକିରିଣରୁ ସୁରକ୍ଷା ଦେବ ବୋଲି ବିଜ୍ଞାନ ଦ୍ୱାରା ପରୀକ୍ଷାରୁ ସଫଳ ହୋଇଛି। ଗୋବରରୁ ପ୍ରସ୍ତୁତ ଚିପର […]

Cow Dung Chip

Cow Dung Chip

Subhransu Sekhar
  • Published: Tuesday, 13 October 2020
  • Updated: 13 October 2020, 12:49 PM IST

Sports

Latest News

ନୂଆଦିଲ୍ଲୀ: ଗୋବରରୁ ତିଆରି ଚିପ୍ ମୋବାଇଲରୁ ନିର୍ଗତ ବିକିରଣ (ରାଡିଏସନ) ଦାଉରୁ ସୁରକ୍ଷା ଦେବ। ରାଷ୍ଟ୍ରୀୟ କାମଧେନୁ ଆୟୋଗ (ଆରକେଏ)ର ଅଧ୍ୟକ୍ଷ ବଲ୍ଲଭଭାଇ କଠରିଆ ଏହା କହିଛନ୍ତି। ଖାଲି ବିକିରଣ ନୁହେଁ ଅନେକ ରୋଗ ଦାଉରୁ ମଧ୍ୟ ଗୋବରରୁ ପ୍ରସ୍ତୁତ ଚିପ୍ ସୁରକ୍ଷା ଦେବ ବୋଲି ସେ କହିଛନ୍ତି।

କାମଧେନୁ ଦିପାବଳୀ ଅଭିଯାନର ଶୁଭାରମ୍ଭ ଅବସରରେ ବଲ୍ଲଭଭାଇ କହିଛନ୍ତି, ଗୋବର ବିକିରିଣରୁ ସୁରକ୍ଷା ଦେବ ବୋଲି ବିଜ୍ଞାନ ଦ୍ୱାରା ପରୀକ୍ଷାରୁ ସଫଳ ହୋଇଛି। ଗୋବରରୁ ପ୍ରସ୍ତୁତ ଚିପର ନାମ ‘ଗୌସ୍ତବ କବଚ’। ଏହା ଶ୍ରୀଜି ଗୌଶାଳ ଦ୍ୱାରା ତିଆରି ହୋଇଛି। ଏହି କମ୍ପାନୀ ଗୁଜରାଟ ରାଜକୋଟରେ ରହିଛି। ଗୋବରରୁ ଚିପ୍ ତିଆରି କରିବା ନେଇ ଏହି କମ୍ପାନୀ ୨୦୧୯ରେ ପ୍ରତିଷ୍ଠା ହୋଇଥିଲା।

ଏବେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରାଳୟ ମଧ୍ୟ ଏହାକୁ ଗ୍ରହଣ କରିଛି। ଗାଈ ଗୋବରରୁ ତିଆରି ହେଉଥିବା ଜିନିଷକୁ ପ୍ରବଳ ବ୍ୟବହାର କରିବା ପାଇଁ ସରକାର ଏବେ ଲୋକଙ୍କୁ କହୁଥିବା ଜଣାପଡ଼ିଛି। ପଶୁ ସମ୍ପଦ ମନ୍ତ୍ରାଳୟ ଏ ନେଇ ସଚେତନତା ଅଭିଯାନ ଆରମ୍ଭ କରିଥିବା ସୂଚନା ରହିଛି।

ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ଚାଇନା ଦ୍ୱାରା ପ୍ରସ୍ତୁତ ଦୀପ ଏବଂ ଫୋଟକା ବ୍ୟବହାର ନକରିବାକୁ ଆରକେଏ ଅପିଲ୍ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ଏବଂ ସ୍ୱଦେଶୀ ଆନ୍ଦୋଳନ ଅଭିଯାନ ଏହା ଦ୍ୱାରା ସଫଳ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story