ଶିକୁଳିରେ ବନ୍ଧା ଯବାନଙ୍କ ଜୀବନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ: ମାଓବାଦୀ ଧମନ ଅପରେସନ କରୁଥିବା କୋବ୍ରା ୟୁନିଟର ଜଣେ କମାଣ୍ଡୋ ଏବେ ଶିକୁଳିରେ ବନ୍ଧା ହୋଇପଡ଼ିଛନ୍ତି। କରୋନା ମହାମାରୀ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବା ବେଳେ କମାଣ୍ଡୋ ଜଣଙ୍କ ଭୁଲବଶତଃ ଏହାକୁ ପରିଧାନ କରି ନଥିଲେ। ଏଥିପାଇଁ ତାଙ୍କୁ କର୍ଣ୍ଣାଟକାର ଏକ ପୁଲିସ୍ ଷ୍ଟେସନରେ ଏଭଳି ଭାବେ ଶିକୁଳିରେ ବାନ୍ଧି ଅଟକ ରଖାଯାଇଛି। କମାଣ୍ଡୋ ଜଣଙ୍କ ଛୁଟି ନେଇ କର୍ଣ୍ଣାଟକାରେ ଥିବା ତାଙ୍କ ଘର ବେଲାଗାଭିକୁ ଯାଇଥିଲେ। ତେବେ ସାଧାରଣ ଲୋକଙ୍କ ଭଳି ସେ […]

rt

rt

Hemant Lenka
  • Published: Monday, 27 April 2020
  • Updated: 27 April 2020, 07:00 PM IST

Sports

Latest News

ବେଙ୍ଗାଲୁରୁ: ମାଓବାଦୀ ଧମନ ଅପରେସନ କରୁଥିବା କୋବ୍ରା ୟୁନିଟର ଜଣେ କମାଣ୍ଡୋ ଏବେ ଶିକୁଳିରେ ବନ୍ଧା ହୋଇପଡ଼ିଛନ୍ତି। କରୋନା ମହାମାରୀ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବା ବେଳେ କମାଣ୍ଡୋ ଜଣଙ୍କ ଭୁଲବଶତଃ ଏହାକୁ ପରିଧାନ କରି ନଥିଲେ। ଏଥିପାଇଁ ତାଙ୍କୁ କର୍ଣ୍ଣାଟକାର ଏକ ପୁଲିସ୍ ଷ୍ଟେସନରେ ଏଭଳି ଭାବେ ଶିକୁଳିରେ ବାନ୍ଧି ଅଟକ ରଖାଯାଇଛି।

କମାଣ୍ଡୋ ଜଣଙ୍କ ଛୁଟି ନେଇ କର୍ଣ୍ଣାଟକାରେ ଥିବା ତାଙ୍କ ଘର ବେଲାଗାଭିକୁ ଯାଇଥିଲେ। ତେବେ ସାଧାରଣ ଲୋକଙ୍କ ଭଳି ସେ ରାସ୍ତାରେ ଯାଉଥିବା ବେଳେ ପୁଲିସ୍ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଧରିଥିଲା। ଏହାପରେ ତାଙ୍କୁ ମାଡ଼ ମାରିବା ସହ ରାସ୍ତାରେ ହ୍ୟାଣ୍ଡକପ ପକାଇ ଥାନାକୁ ଅଣାଯାଇଥିଲେ।

ଥାନାରେ ଶିକୁଳିରେ ତାଙ୍କୁ ବନ୍ଧା ଯାଇ ଚଟଣାରେ ବସା ଯାଇଥିଲା। ଏବେ ସୋଶାଲ ମିଡିଆରେ ଏହି ଘଟଣାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ କମାଣ୍ଡୋ ଜଣଙ୍କ ହାତକୁ ଏକ ଲମ୍ବା ଶିଙ୍କୁଳିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଏପ୍ରିଲ ୨୩ରେ ସଚିନ ସାୱନ୍ତ ନାମକ ଏହି କମାଣ୍ଡୋଙ୍କୁ କର୍ଣ୍ଣାଟକା ପୁଲିସ ଏପରି ଦଣ୍ଡ ଦେଇଥିବାରୁ ସିଆରପିଏଫ ପକ୍ଷରୁ ବିରୋଧ କରାଯାଇଛି।

ଏଥିପାଇଁ ସିଆରପିଏଫ ପକ୍ଷରୁ କର୍ଣ୍ଣାଟକା ପୁଲିସକୁ ଚିଠି ଲେଖି ଏପରି ଅମାନବୀୟ କାଣ୍ଡକୁ ବନ୍ଦ କରିବାକୁ କୁହାଯାଇଛି। ଏପରି କି ସିଆରପିଏଫ ପକ୍ଷରୁ କର୍ଣ୍ଣାଟକା ପୁଲିସ୍ ନାଁରେ କାଉଣ୍ଟର ଏଫଆଇଆର ରୁଜୁ କରାଯିବା ବୋଲି ବିଚାର କରାଯାଉଛି।

ଅନ୍ୟପକ୍ଷରେ ପୁଲିସ୍ କହିଛି ଯେ ବିନା ମାସ୍କରେ ଧରା ପଡ଼ିବା ପରେ ସଚିନ ଦୁଇ ଜଣ କନଷ୍ଟେବଲଙ୍କ ସହ ଯୁକ୍ତି ତର୍କ କରିଥିଲେ। ଏପରି କି ସେ ମାସ୍କ ପିନ୍ଧିବେ ନାହିଁ ବୋଲି କହିଥିଲେ। ଏହି କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story