ପୁଲଓ୍ୱାମାକୁ ପୂରିଲା ବର୍ଷେ, ଶହୀଦଙ୍କ ଉଦ୍ଦେଶ୍ୟରେ ଆଜି ହେବ ସ୍ମାରକୀ ଉଦଘାଟନ

ଶ୍ରୀନଗର: ଗତବର୍ଷ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଆଜି ସେହି ଶହୀଦ ଯବାନଙ୍କ ସ୍ମୃତିରେ ଲେଥପୁରା କ୍ୟାମ୍ପରେ ସ୍ମାରକୀ ଉଦଘାଟନୀ ହେବ। ସିଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଜୁଲ୍ଫିକାର ହସନ ଗୁରୁବାର ସ୍ମାରକ ସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଥିଲେ। ଉଦଘାଟିତ ହେବାକୁ ଥିବା ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି। ଗତକାଲି ହସନ […]

pulwama

pulwama

Subhransu Sekhar
  • Published: Friday, 14 February 2020
  • Updated: 14 February 2020, 07:48 AM IST

Sports

Latest News

ଶ୍ରୀନଗର: ଗତବର୍ଷ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଆଜି ସେହି ଶହୀଦ ଯବାନଙ୍କ ସ୍ମୃତିରେ ଲେଥପୁରା କ୍ୟାମ୍ପରେ ସ୍ମାରକୀ ଉଦଘାଟନୀ ହେବ। ସିଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଜୁଲ୍ଫିକାର ହସନ ଗୁରୁବାର ସ୍ମାରକ ସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଥିଲେ। ଉଦଘାଟିତ ହେବାକୁ ଥିବା ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି।

ଗତକାଲି ହସନ କହିଥିଲେ, ପୁଲଓ୍ୱାମା ଆକ୍ରମଣ ନିଶ୍ଚିତ ଭାବରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଥିଲା। ଏହି ଅଘଟଣରୁ ସିଆରପିଏଫ ଅନେକ କିଛି ଶିଖିଛି। ଆଗାମୀ ଦିନରେ ଆମେ ସମସ୍ତେ ସଜାଗ ହୋଇ ରହିବୁ। ୪୦ ଯବାନ ଶହୀଦ ହେବା ପରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସଂକଳ୍ପ ଆହୁରି ମଜଭୁତ ହୋଇଛି। ଆତଙ୍କବାଦୀ ବିରୋଧରେ ସିଆରପିଏଫ ଯବାନ ନିଜର ଅଭିଯାନ ଜୋରଦାର କରିଛନ୍ତି। ପରିଣାମସ୍ୱରୂପ ପୁଲଓ୍ୱାମା ଘଟଣା ପରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କମାଣ୍ଡରକୁ ମାରିବାରେ ସିଆରପିଏଫ ସଫଳ ହୋଇଛି।

ସୂଚନାଯୋଗ୍ୟ, ଗତବର୍ଷ ଫେବୃଆରୀ ୧୪ରେ ସିଆରପିଏଫର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଅପରାହ୍ନ ୩ଟା ସମୟରେ ୭୬ ସିଆରପିଏଫ ବାଟାଲିୟନର HR 49F 0637 ନମ୍ୱର ବସଟି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story