ଦକ୍ଷିଣ ଫିଲିପାଇନ୍ସରେ ଭୂକଂପ: ତୀବ୍ରତା ୬.୧

ମନିଲା: ଦକ୍ଷିଣ ଫିଲିପାଇନ୍ସରେ ଶୁକ୍ରବାର ଅପରାହ୍ନ ୨ଟା ୪୩ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି। ମିନ୍ଦାନାଓ ଆଇଲ୍ୟାଣ୍ଡର ସୁରିଗାଓ ସହରର ଉତ୍ତର-ପୂର୍ବରୁ ପ୍ରାୟ ୬୨ କିଲୋମିଟର ଏହି ଭୂକଂପ ଅନୁଭୁତ ହୋଇଛି। ରିକ୍ଟର ସେଲରେ ଏହାର ତ୍ରୀବତା  ୬.୧ ଥିଲା। ତେବେ ଏହି  ଭୂମିକମ୍ପରେ କିଛି କ୍ଷୟ କ୍ଷତି ହୋଇନଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।

manila

Rakesh Mallick
  • Published: Friday, 03 July 2015
  • , Updated: 04 May 2017, 03:45 PM IST

Related story